ଆଜିର ରାଶିଫଳ 2023 ଜୁଲାଇ 08 ଶନିବାର, କେମିତି କଟିବ ଆଜିର ଦିନ

ମେଷ : ଆଯୟୁଷ୍ମାନ୍‌ ହେବେ । ଯଶସ୍ଵୀ ହୋଇପାରନ୍ତି । ଲୋକ ପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚିଳ ରହିବେ । ସରକାରୀଙ୍ଗ ସ୍ତରରେ ସମ୍ମାନିତ ହେବେ । ରାଜକୋଷ ଅର୍ଥ ମିଳିପାରେ । ଯାନବାହନ ସୁଖ ମିଳିବ |

`ବୃଷ : କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି । ବ୍ୟବସାୟ ହୁକ ଲାଭଜନକ ହେବ। ଯଶସ୍ଵୀ ହେବେ। ନିଜ ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛା ରହିବ। କର୍ମତପ୍ର ହେବେ ।

ମିଥୁନ : ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ସୁଖସମୃଦ୍ଧି ପୂର୍ଣ ହେବ। ବିଳାସୀ ହେବେ । ଧମାତ୍ମ, ପ୍ରବାସପ୍ରିୟ ବିଦ୍ଵାନ୍‌, ମିଥନ ସହସା ଓ ସମ୍ପରିବାନ୍‌ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।ଉଦ୍ୟୋଗୀ ହେବେ ।

କର୍କଟ : ୪୨ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କୌଣସି କାରଣରୁ ମନରେ ଭରଷ୍ଷାଭାବ ଜାତ ହୋଇପାରେ। ସ୍ଵାଭିମନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ | ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତଙ୍କରେ ଚଳିବେ ।

ସିଂହ : ବନ୍ଧୁ ମିଳନରେ ଉପକୃତ ହେବେ । ଜୀବନ ସମର୍ପିତ ହେବ । ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ । ଅହଂକାରକୁ ବିସର୍ଜନ ଦେଇପରନ୍ତି ।

କନ୍ୟା : ସ୍ଵଳ୍ପ ଆୟ ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି । ଭ୍ରାତୃପ୍ରୀତି ଅଟଳ ରହିବ । ସୁସ୍ଥ ଓ ନିରାମୟ ରହିବେ । ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ୁପକ୍ଷଙ୍କ ପ୍ରିୟଭାଜନ ହେବେ ।

ତୁଳା : କର୍ମଚଞ୍ଚଳ ରହିବେ । କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ । ଆକସ୍କିକ ଧନଲାଭର ସୂଚନା ମିଳୁଛି । ଆର୍ଥିକ ସ୍ପୋତଳା । ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ତେଜସ୍ଵୀ ଓ ଉତ୍ତମ ବ୍ୟକ୍ତିତ୍ଵସମ୍ପନ୍ନ ହେବେ ।

ବିଛା : ଦାନଧମିକୁ ଜୀବନର ଶ୍ରେଷ୍ଠ କମ ଭାବେ ବିବେଚିତ କରିପାରନ୍ତି। ଶୋଭନ ବ୍ୟକ୍ତିତ୍ଵସମ୍ପନ୍ନ ହେବେ । ସୁସ୍ସ ରହିବେ । ବିଛା ଜଳଯାତ୍ରା ନ କରିବା ଭଲ । ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ ।

ଧନୁ : ଆତ୍ମବିଶ୍ଵାସୀ ହେବେ। ଭାଷା ପ୍ରେମପୂର୍ଣ୍ଣ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କଠାରୁ ଆଦର, ସମ୍ମାନକୁ ମିଳିବ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ଵାନ୍‌ ହୋଇପାରନ୍ତି । ପ୍ରତି କ୍ଷେତ୍ରରେ ବିଜୟୀ ହେବେ ।
ମକର : ଭାଗ୍ୟର ପରିବର୍ତନ ଘଟିପାରେ । ଶୋଭନ ବ୍ୟକ୍ତିତ୍ଵସମ୍ପନ୍ନ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ସୁଖ ମିଳିବ। ବନ୍ଧୁ ସହାୟତା ପାଇବେ ।

କୁମ୍ଭ : ଶ୍ରୀଚନ୍ଦ୍ର ଭୋଗ ହେଉଥୁବାରୁ ଆୟ ଆଶାନୂରୂପ ହେବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଏଶ୍ଵଯ୍ା ପ୍ରାପ୍ତିର ସୂଚନା ମିଳୁଛି। ମାଲିମେକଦ୍ଦମାରେ ବିଜୟୀ ହେବେ । ସଂଗ୍ରାମୀ ହେବେ ।

ମୀନ : କର୍ମଚଞ୍ଚଳ ରହିବେ । ଏକାନ୍ତ ସାଧନାରେ ସିଵିପ୍ରାପ୍ତ ହୋଇପାରନ୍ତି। ମଧୁର ଭାଷା ପ୍ରୟୋଗ କରି ପରକୁ ଆପଣାର କରିପାରନ୍ତି । ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବାକୁ ପଶ୍ଚାତ୍‌ପଦ ହେବେନାହିଁ।

Leave a Reply

Your email address will not be published. Required fields are marked *