SBI ରେ ଅଛି କି ଆପଣଙ୍କ ଆକାଉଣ୍ଟ ହୋଇଯିବେ ମାଲାମାଲ ,ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଆପଣଙ୍କ ଯଦି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଆକାଉଣ୍ଟ ଓପନ କରିଛନ୍ତି ତାହେଲେ ଏବେ ଆପଣ ମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ଆସିଛି | SBI ତା ୟୋନୋ ଆପ୍ଲିକେସନରେ ବଡ଼ ଅପଡେଟ ଲଞ୍ଚ କରିଛି ଯେଉଁ ଫିଚର ମାଧ୍ୟମରେ SBI ଗ୍ରାହକ ମାନେ ଯେକୌଣସି ଲୋକକୁ UPI ମାଧ୍ୟମରେ ପେମେଣ୍ଟ କରିପାରିବେ |

ତାହା ସହିତ ଏହି UPI ପେମେଣ୍ଟ ଅନେକ ଫିଚର ଯୋଡ଼ା ଯାଇଛି | ଯେଉଁ ଫିଚର ମାଧ୍ୟମରେ ଏସବିଆଇ ଗ୍ରାହକ ମାନେ ବିନା ଏଟିଏମ୍ କାର୍ଡ ମାଧ୍ୟମରେ ଯେକୌଣସି ବ୍ୟାଙ୍କ ଏଟିଏମରୁ ପଇସା ଉଇଡ୍ର କରିପାରିବେ |

ପୂର୍ବରୁ ଆପଣମାନେ ଷ୍ଟେଟ ବ୍ୟାଙ୍କ ଆପ୍ଲିକେସନରେ ବିନା ଏଟିଏମ କାର୍ଡରୁ ପଇସା ଉଠାଇ ପାରୁଥିଲେ କିନ୍ତୁ ଏବେ ଏହି ଫିଚର କୁ ଅପଡେଟ କରାଯାଇଛି | ଏବେ ଆପଣ ମାନେ ଯେକୌଣସି ବ୍ୟାଙ୍କ ଏଟିଏମରୁ ବିନା ଏଟିଏମ କାର୍ଡରୁ ପଇସା ଉଠାଇବେ |

SBI ତାର 68 ତମ ବ୍ୟାଙ୍କ ଦିବସରେ ଏହି ଅପଡେଟ ଗ୍ରାହକ ମାନଙ୍କ ପାଇଁ ଯୋଗାଇ ଦେଇଛି SBI ତାର ଏହି ସୁବିଧା ନାମକୁ ICCW ବୋଲି ରଖାଯାଇଛି ଏହା ଦ୍ୱାରା SBI ଗ୍ରାହକମାନେ ଯେକୌଣସି ATM ରୁ ବିନା ଏଟିଏମ କାର୍ଡ ମାଧ୍ୟମରେ ପଇସା ଉଠାଇପାରିବେ |ସେଥିପାଇଁ ୟୋନ ଆପ୍ଲିକେସନରେ ଆକ୍ଟିଭ କରିବାକୁ ପଡ଼ିବ ଏବଂ ସେମାନେ ଯେକୌଣସି ଏଟିଏମ ରୁ ପଇସା ଉଠାଇପାରିବେ |

Leave a Reply

Your email address will not be published. Required fields are marked *