୧୦ ଜୁଲାଇ ଶ୍ରାବଣର ପ୍ରଥମ ସୋମବାର, ଏହି ଗଛରେ ବାନ୍ଧନ୍ତୁ ସବୁଜ ରଙ୍ଗର ଚୁଡ଼ି,୨୪ ଘଣ୍ଟାରେ ଚମତ୍କାର ଦେଖି ହାତ ଯୋଡ଼ିଦେବେ

ନମସ୍କାର ଦର୍ଶକବନ୍ଧୁ ଓଁ ନମଃ ଶିବାୟ ଶ୍ରାବଣର ଏହି ମାସର ଏହି ଠାରେ ବାନ୍ଧନ୍ତୁ ସବୁଜ ରଙ୍ଗର ଏକ ମୁଠା ଚୁଡ଼ି 24 ଘଣ୍ଟାରେ ଦେଖନ୍ତୁ ଚମତ୍କାର | ଶ୍ରାବଣର ଯେଉଁ ମାସ ହୋଇଥାଏ ମର୍ଯ୍ୟାଦା ଏବଂ ଭକ୍ତିର ମାସ ହୋଇଥାଏ ଶ୍ରାବଣର ପୁରା ମାସରେ ଭଗବାନ ଭୋଳାନାଥ ବହୁତ ପ୍ରସନ୍ନ ମୁଦ୍ରାରେ ଥାଆନ୍ତି ଏମିତି ମନା ଯାଇଥାଏ କି ଶ୍ରାବଣର ପୁରା ମାସରେ ଭଗବାନ ଭୋଳାନାଥଙ୍କ ପୂଜା ପାଠ କରିବା ଦ୍ୱାରା ସେ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି ଶ୍ରାବଣର ପୁରା ମାସ ଭଗବାନ ଭୋଳାନାଥଙ୍କ ପ୍ରିୟ ମାସ ହୋଇଥାଏ ଏବଂ ଏହାର ଅନେକ ପୌରାଣିକ କଥା ଏବଂ ଧାର୍ମିକ ମାନ୍ୟତା ମଧ୍ୟ ଅଛି ଏଥିପାଇଁ ଲୋକମାନେ ଶ୍ରାବଣ ମାସର ବହୁତ ନିୟମ ପାଳନ କରୁଛନ୍ତି |

ଶ୍ରାବଣ ମାସରେ ସମୁଦ୍ର ମନ୍ଥନ ହୋଇଥିଲା ଶ୍ରାବଣ ମାସରୁ ହିଁ ମାତା ଲକ୍ଷ୍ମୀ ସମୁଦ୍ର ମନ୍ଥନରୁ ଉତ୍ପନ ହୋଇଥିଲେ ଏବଂ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ | ଶ୍ରାବଣ ମାସରେ ବାବା ଭୋଳାନାଥ ଭୂଲୋକକୁ ଆସି ଯାଆନ୍ତି ଏବଂ ଭୂଲୋକରେ ଯାହାର ଘରେ ଶିବ ଲିଙ୍ଗ ଥାଏ ସେହି ଘରେ ଭୋଳାନାଥ ନିଶ୍ଚିତ ଭାବରେ ଆଂଶିକ ରୂପରେ ଆସି ଥାଆନ୍ତି ଏହି ମାସରେ ଭଗବାନ ବିଷ୍ନୁ ଯୋଗନିଦ୍ରାରେ ଚାଲି ଯାଆନ୍ତି ଏବଂ ସୃଷ୍ଟିର ସମ୍ପୂର୍ଣ୍ଣ କାର୍ଯ୍ୟଭାର ଭଗବାନ ଭୋଳାନାଥଙ୍କ ଉପରେ ରହିଥାଏ |

ଆସନ୍ତୁ ଆଜି ଆମେ ଜାଣିବା ଏହି ବୃକ୍ଷରେ ବାନ୍ଧି ଦିଅନ୍ତୁ ଦୁଇ ଯୋଡ଼ା ସବୁଜ ରଙ୍ଗର ଚୁଡ଼ି ଆପଣଙ୍କ ସମସ୍ତ ଇଛା ଶୀଘ୍ର ପୂରଣ ହୋଇଯିବ ଏବଂ ଏହି ବୃକ୍ଷରେ ଯଦି ଶ୍ରାବଣ ମାସରେ ସବୁଜ ଚୁଡ଼ି ବାନ୍ଧିଛନ୍ତି ଏବଂ ଆପଣଙ୍କ ମନସ୍କାମନା ପୂରଣ ମଧ୍ୟ ହେବ ଏବଂ ଆପଣଙ୍କ ଆଗାମୀ ସମୟ ବହୁତ ଭଲରେ ମଧ୍ୟ ବିତିବ ଏବଂ ଆପଣଙ୍କ ଜୀବନର ସମସ୍ତ କଷ୍ଟ ସମସ୍ୟା ଦୂର ହୋଇଯିବ | ବନ୍ଧୁଗଣ ଭଗବାନ ଶିବଙ୍କର ତିନୋଟି ଗଛ ଅତ୍ୟନ୍ତ ପ୍ରିୟ ଅଟେ ସେହି ଗଛକୁ ପୂଜା କରିବା ଦ୍ୱାରା ଭଗବାନ ଭୋଳାନାଥ ଅତ୍ୟନ୍ତ ପ୍ରସନ୍ନ ହୋଇଥାଆନ୍ତି କୁହାଯାଏ |

ପ୍ରଭୁ ଭୋଳାନାଥ ଏବଂ ମାତା ପାର୍ବତୀ ଏହି ଗଛ ରୂପରେ ଭୂଲୋକରେ ଅବତରଣ କରିଥିଲେ ଅର୍ଥାତ ଭୂଲୋକରେ ଜନ୍ମ ନେଇଥିଲେ | ବନ୍ଧୁଗାଁ ସବୁଜ ରଙ୍ଗ ଉଲ୍ଲାସର ପ୍ରତୀକ ବୋଲି ମାନାଯାଇଥାଏ ଯାହା ମନକୁ ଶୀଘ୍ର ଆନନ୍ଦିତ କରିଥାଏ |ପ୍ରଥମ ବୃକ୍ଷ ଅଟେ ସମୀ ବୃକ୍ଷ ଏହି ବୃକ୍ଷକୁ ଭଗବାନ ଭୋଳାନାଥ ଏବଂ ମାତା ପାର୍ବତୀଙ୍କ ମିଶ୍ରିତ ସ୍ୱରୂପ ବୋଲି କୁହାଯାଇଥାଏ ଏହି ଗଛରେ ଶ୍ରାବଣ ମାସରେ ମାତା ପାର୍ବତୀ ଏବଂ ଭୋଳାନାଥଙ୍କ ବାସ ବୋଲି ମନା ଯାଇଥାଏ |

ଦ୍ୱିତୀୟ ବୃକ୍ଷ ଅଟେ ଦୂରଦୁରା ବୃକ୍ଷ ଦୁଦୁରା ବୃକ୍ଷ ଭଗବାନ ଶିବଙ୍କର ଉଗ୍ର ରୂପ କାଳଭୈରବୀ ରୂପରୁ ମାନ୍ୟତା ଅଛି ଏହି କୁହାଯାଇଛି କି ଶିବ ଲିଂଗାରେ ଦୂରଦୁରା ପତ୍ର ଫୁଲ ଚଢ଼ାଇବା ଦ୍ୱାରା ରାହୁ କେତୁ ଶନିଙ୍କର କୁପ୍ରଭାବ ଦୂର ହୋଇଥାଏ |ତୃତୀୟ ବୃକ୍ଷ ଅଟେ ବେଲ ଗଛ ବନ୍ଧୁଗଣ ପୁରାଣରେ ସ୍ପଷ୍ଟ ଲେଖାଯାଇଛି କି ବେଲ ଗଛ ମାତା ପାର୍ବତୀଙ୍କ ଝାଳରୁ ଉତ୍ପନ ହୋଇଥିଲା ଯେବେ ମାତା ପାର୍ବତୀଙ୍କ ଝାଳ ମଙ୍ଗରାଜ ପର୍ବତ ଉପରେ ପଡିଥିଲା ତ ତାହା ବେଲ ଗଛ ସ୍ୱରୂପ ଧାରଣା କରିଥିଲା |

ଏମିତି କୁହାଯାଏ ଯେ ବେଲ ଗଛର ଦର୍ଶନ କରିବା ଦ୍ୱାରା ବ୍ୟକ୍ତିର ପାପ ମେଣ୍ଟି ଯାଏ ଏହାକୁ ସ୍ପର୍ଶ କଲେ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯାଏ |ସନ୍ଧ୍ୟା ସମୟରେ ଆପଣ ଏକ ଯୋଡ଼ା ସବୁଜ ରଙ୍ଗର ଚୁଡ଼ି ନିଶ୍ଚିତ ବାନ୍ଧନ୍ତୁ କାରଣ ସନ୍ଧ୍ୟା ସମୟକୁ ହଁ ପ୍ରଦର୍ଶ କାଳ ମନାଯାଇଥାଏ ପ୍ରଦର୍ଶ କାଳରେ ଯଦିମାତା ପାର୍ବତୀ ଏବଂ ଭଗବାନ ଭୋଳାନାଥଙ୍କୁ ପୂଜା କରାଯାଏ ତ ପୂଜାର ପ୍ରଭାବ ବଢି ଯାଇଥାଏ |ଅର୍ଥାତ ଶୀଘ୍ର ମନସ୍କାମନା ପୂରଣ ହୋଇଥାଏ |

Leave a Reply

Your email address will not be published. Required fields are marked *