ଶ୍ରାବଣର ଏହି ପବିତ୍ର ମାସରେ ସୋମବାର ଦିନ କରନ୍ତୁ ନାହିଁ ଏହି 5 ଟି ଭୁଲ ,ନଚେତ ଘରକୁ ଆସିବ ଦରିଦ୍ରତା |

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ର ଏହି ପବିତ୍ର ମାସରେ ଖାଇ ଦିଅନ୍ତୁ ଏହି ଛୋଟିଆ ଜିନିଷ ଦେଖିବେ ଆପଣଙ୍କ ଘରେ ଏଭଳି ଭୁଲ ଆଉ କେବେବି ହେବ ନାହିଁ ଭଗବାନ ଭୋଳାନାଥ ଙ୍କ କୃପାରୁ ଖୁସିରେ ଭରିଯିବ ଆପଣଙ୍କ ଘର ଆପଣଙ୍କ ସମସ୍ତ ମନସ୍କାମନା ପୂରଣ କରିବେ ଭୋଳାନାଥ ଶ୍ରାବଣର ପବିତ୍ର ମାସ 4 ଜୁଲାଇ 2023 ରେ ଆରମ୍ଭ ହୋଇ ସାରିଛି ଏବଂ ଏହା 31 ଅଗଷ୍ଟ 2023 ରେ ସମାପ୍ତ ହେବ ଏହି ଥର ଶ୍ରାବଣର ପବିତ୍ର ମାସ 59 ଦିନ ପର୍ଯ୍ୟନ୍ତ ରହିବ ଏଥର ଶ୍ରାବଣ ମାସର ପ୍ରଥମ ବ୍ରତ ଜୁଲାଇ 10 2023 ରେ ପଡ଼ିବାକୁ ଯାଉଛି |

ବେଦ ପୂରାଣ ଅନୁସାରେ ଆପଣ ଯଦି ବ୍ରତ କରିବାକୁ ଯାଉଛନ୍ତି ତେବେ ଭୁଲରେ କରନ୍ତୁ ନାହିଁ ଏହି 5 ଟି ଭୁଲ ନହେଲେ ଆପଣଙ୍କ ବ୍ରତ ଖଣ୍ଡିତ ହେବ ଏହି ବ୍ରତରୁ ଆପଣଙ୍କୁ ଯେଉଁ ପୁଣ୍ୟ ମିଳିବାର ଥିଲା ତାହା ଆପଣଙ୍କୁ ପ୍ରାପ୍ତ ହେବ ନାହିଁ ଶ୍ରାବଣର ଏହି ପବିତ୍ର ମାସ ଯିଏବି ଭଗବାନ ଭୋଳାନାଥଙ୍କୁ ସଚ୍ଚା ହୃଦୟରେ ଆରାଧନା କରିଥାଏ ଭଗବାନ ଏହି ବ୍ୟକ୍ତିଙ୍କର ସମସ୍ତ କଷ୍ଟ ଦୂର କରି ଦେଇଥାଆନ୍ତି |ଏହି ଶ୍ରାବଣ ମାସର ପ୍ରଥମ ସୋମବାର ବ୍ରତ ପଡ଼ିବାକୁ ଯାଉଛି ତାହା 10 ଜୁଲାଇରେ ପଡ଼ିବ

ଦ୍ୱିତୀୟ ସୋମବାର ବ୍ରତ 17 ଜୁଲାଇ କୁ 2023 ପଡ଼ିବ ତୃତୀୟ ସୋମବାର ବ୍ରତ 24 ଜୁଲାଇ 2023 କୁ ପଡ଼ିବ ଏବଂ ଚତୁର୍ଥ ସୋମବାର ବ୍ରତ 31 ଜୁଲାଇ 2023 କୁ ପଡ଼ିବ ଏହି ପ୍ରକାରରେ ପଞ୍ଚମ ସୋମବାର ବ୍ରତ 7 ଅଗଷ୍ଟ ରେ ପଡ଼ିବ ଷଷ୍ଠ ବ୍ରତ 14 ଅଗଷ୍ଟ ,ସପ୍ତମ ବ୍ରତ 21 ଅଗଷ୍ଟ କୁ ପଡ଼ିବ ଏବଂ ଅନ୍ତିମ ସୋମବାର ବ୍ରତ 29 ଅଗଷ୍ଟ 2023 ରେ ପଡ଼ିବ |

ଆପଣ ଯଦି ମନ୍ଦିର ଯାଇ ଭୋଳାନାଥଙ୍କ ଦର୍ଶନ କରୁଛନ୍ତି ତେବେ ଧଳା ବସ୍ତ୍ର ପିନ୍ଧି ଯାଆନ୍ତୁ ଭୁଲରେ କଳା ରଙ୍ଗର ବସ୍ତ୍ର ପିନ୍ଧିବେ ନାହିଁ କିମ୍ବା କୌଣସି କଳା ରଙ୍ଗର ବସ୍ତ୍ର ବ୍ୟବହାର କରିବେ ନାହିଁ | ଯଦି ଆପଣ ଶ୍ରାବଣ ମାସରେ ବ୍ରତ ରଖୁଛନ୍ତି ତେବେ ପାଟିରେ ଭୁଲରେ ବି କଠୋର ଶବ୍ଦ ପ୍ରୟୋଗ କରନ୍ତୁ ନାହିଁ ଏହା ଦ୍ୱାରା ଭଗବାନ ଭୋଳାନାଥ କ୍ରୋଧିତ ହୋଇ ଥାଆନ୍ତି |

ଯଦି କୌଣସି ବ୍ୟକ୍ତି ଏହି ଶ୍ରାବଣ ମାସରେ ବ୍ରତ ରଖୁଛନ୍ତି ତେବେ ଷଣ୍ଢକୁ ମିଠା ଜାତୀୟ ଦ୍ରବ୍ୟ ଖାଇବାକୁ ଦେବା ଉଚିତ କିମ୍ବା ଦୂବ ଘାସ ଖାଇବାକୁ ଦେବ ଉଚିତ ଏହା ଦ୍ୱାରା ଆପଣଙ୍କୁ ବ୍ରତର ଦୁଇ ଗୁଣା ଲାଭ ମିଳିଥାଏ |ଆପଣ ଯଦି ଏହି ଶ୍ରାବଣ ମାସରେ ବ୍ରତ ରଖୁଛନ୍ତୁ ତେବେ ହଳଦୀ ,କୁମକୁମ ,ସିନ୍ଦୁର ଏବଂ ତୁଳସୀ ପତ୍ର ଛିଡାନ୍ତୁ ନାହିଁ |

ଯଦି ଆପଣ ଏମିତି କରିବେ ଭଗବାନ ଭୋଳାନାଥ ବହୁତ କ୍ରୋଧିତ ହୋଇ ଯାଆନ୍ତି ଏବଂ ଆପଣଙ୍କୁ କେତେ ପ୍ରକାର ଦୋଷ ଲାଗିଥାଏ |ଆପଣ ଜାଣିଥିବେ ବେଲ ପତ୍ର ପ୍ରଭୁଙ୍କର ବହୁତ ପ୍ରିୟ ହୋଇଥାଏ ତେବେ କୌଣସି ଖଣ୍ଡିତ ବେଲ ପତ୍ର ଦେବା ଉଚିତ ନୁହେଁ |

Leave a Reply

Your email address will not be published. Required fields are marked *