ନମସ୍କାର ଦର୍ଶକ ବନ୍ଧୁ ଶ୍ରାବଣର ଏହି ପବିତ୍ର ମାସ4 ଜୁଲାଇରୁ ଆରମ୍ଭ ହୋଇସାରିଛି ଏବଂ ଏହା 31ଅଗଷ୍ଟରେ ସମାପ୍ତ ହେବ ଏହି ଥର ଶ୍ରବଣର ପବିତ୍ର ମାସ ପୁରା 59ଦିନ ରହିବ ଏହି ଥରର ପବିତ୍ର ଶ୍ରବଣ ମାସର ପ୍ରଥମ ସୋମବାର ବ୍ରତ 10 ଜୁଲାଇ ପଡିବ | ବେଦ ପୁରାଣରେ କୁହାଯାଇଥାଏ ଯେଉଁ ଶ୍ରାବଣର ପବିତ୍ର ମାସ ହୋଇଥାଏ ଏହାର ପ୍ରତ୍ୟକଟି ମୁହୂର୍ତ ଦିନ ଗଙ୍ଗାଜଳ ସମାନ ପବିତ୍ର ହୋଇଥାଏ |
ଆମର ବେଦ ପୁରାଣରେ କୁହାଯାଇଥାଏ ଶ୍ରାବଣର ପବିତ୍ର ମାସରେ ଭଗବାନ ଭୋଳାନାଥ ବହୁତ ପ୍ରସନ୍ନ ମୁଦ୍ରାରେ ଥାନ୍ତି ଏବଂ ନିଜର ଭକ୍ତ ମାନଙ୍କୁ ଆସରିବାଦ ପ୍ରଦାନ କରିଥାନ୍ତି | ମଣିଷ ପାଇଁ ଏହା ଏକ ଉତ୍ତମ ସମୟ ହୋଇଥାଏ ଯାହା ଦ୍ୱାରା ମନୁଷ୍ୟ ସାକ୍ଷାତ ଭୋଳାନାଥଙ୍କ କୃପା ପ୍ରାପ୍ତ କରି ନିଜ ଜୀବନର ଦୁଃଖ କଷ୍ଟ ଦରିଦ୍ରରୁ ମୁକ୍ତି ପାଇଥାନ୍ତି | ତେବେ ଆସନ୍ତୁ ଜାଣିବା କଣ ସେହି ଗୋଟିଏ ଜିନିଷ ଯାହାକୁ ଖାଇଲେ ବାବା ଭୋଳାନାଥଙ୍କ କୃପା ପ୍ରାପ୍ତ ହୋଇଥାଏ |
ଯଦି ଆପଣ ଶ୍ରାବଣ ମାସର ସୋମବାର ବ୍ରତ ରଖୁଛନ୍ତି ଏହି ସମ୍ପୂର୍ଣ ଶ୍ରାବଣ ମାସରେ ବ୍ରତ ରଖିବା ସହିତ କୌଣସିବି ଷଣ୍ଢକୁ କିଛିବି ମିଠା ଜାତୀୟ ଜିନିଷ ଖୁଆଇଦେବା ଉଚିତ ଜୋକିମ୍ବା ଦୁବ ଘାସ ଖୁଆଇଦେବା ଉଚିତ ଏହା ଦ୍ୱାରା ଆପଣଙ୍କର ବ୍ରତର ଦୁଇଗୁଣ ଲାଭ ଆପଣଙ୍କୁ ପ୍ରାପ୍ତ ହୋଇଥାଏ ଏବଂ ଆପଣଙ୍କର ଭାଗ୍ୟ ବଦଳି ଥାଏ |
ଯଦି ଆପଣ ଭଗବାନ ଭୋଳାନାଥଙ୍କର ପୂଜା ପାଠ କରିବେ ଏହି ଶ୍ରାବଣର ପବିତ୍ର ମାସରେ ପ୍ରତେକ ସୋମବାର ବ୍ରତ ରଖିବେ ତେବେ ଧ୍ୟାନ ରଖିବେ ଭୋଳାନାଥଙ୍କ ଶିବଲିଙ୍ଗରେ ହଳଦୀ କୁମକୁମ ସିନ୍ଦୁର ଏବଂ ତୁଳସିପତ୍ର ଭୁଲରେବି ଚଢନ୍ତୁ ନାହିଁ | ଯଦି ଆପଣ ଏମିତି କରନ୍ତି ତ ଏହା ଦ୍ୱାରା ବାବା ଭୋଳାନାଥ ବହୁତ କ୍ରୋଧିତ ହୋଇଥାନ୍ତି ଏବଂ ଆପଣଙ୍କୁ ଆପଣଙ୍କର ଜୀବନରେ ଅନେକ ପ୍ରକାରର ଦୋଷ ଲାଗିଥାଏ |