ନମସ୍କାର ଦର୍ଶକବନ୍ଧୁ ଭାରତର ସବୁଠାରୁ ସୁନ୍ଦରୀ କିନ୍ନର ରୂପ ଦେଖି ଐଶ୍ଵରିୟା ରାଇଙ୍କୁ ମଧ୍ୟ ହୋଇଥିଲା ଇର୍ଷା ସମାଜରେ କିନ୍ନରଙ୍କୁ ତୃତୀୟ ଲିଙ୍ଗିର ମାନ୍ୟତା ମିଳି ସାରିଥିଲେ ମଧ୍ୟ ଏବେ ବି ଆମ ସମାଜ ଆଡ଼ ଆଖିରେ ଦେଖେ କିନ୍ନର ମାନେ ପୁରୁଷ ହୋଇଥାଆନ୍ତି ନା ମହିଳା ସେମାନଙ୍କୁ ଦେଖି କିନ୍ନର ବୋଲି ବାରି ହୋଇ ଯାଇଥାଏ କିନ୍ତ ଦୁନିଆରେ ଏମିତି କିଛି କିନ୍ନର ଅଛନ୍ତି |
ଦେଖିବାକୁ ଅପୂର୍ବ ସୁନ୍ଦରୀ ଆଜି ଆମେ ଆପଣଙ୍କୁ ଭାରତର ଜଣେ ଚର୍ଚ୍ଚିତ କିନ୍ନର ବିଷୟରେ କହିବୁ ଯାହାଙ୍କ ଆଗରେ ବଲିଉଡ ହିରୋଇନ ମଧ୍ୟ ଫିକା ପଡ଼ନ୍ତି ତାଙ୍କ ରୂପ ଦେଖି ଆପଣ ମଧ୍ୟ ଦିୱାନା ହୋଇଯିବେ ଏହି ସୁନ୍ଦରୀ କିନ୍ନରଙ୍କ ଘର ହେଉଛି ମଣିପୁର ରାଜ୍ୟରେ ଲୋକଙ୍କ ସୁନ୍ଦର ହଟୁ ନଥିବା ଏହି କିନ୍ନର ଙ୍କ ନାମ ହେଉଛି ହୁଇରେନ |
ଥାଇଲାଣ୍ଡରେ ଅନୁଷ୍ଠିତ ହୋଇଥିବା ଏକ ପ୍ରତିଯୋଗିତା ରେ ତିରିଶ ଜଣ ସୁନ୍ଦରୀ ଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ହୁଇରେନ 2004 ମସିହାରୁ ଏହି ପ୍ରତିଯୋଗିତା ଥାଇଲାଣ୍ଡରେ ଅନୁଷ୍ଠିତ ହୋଇ ଆସୁଛି | ହୁଈରେନ ବାଙ୍ଗାଲୋର ବିଶ୍ୱ ବିଦ୍ୟାଳୟରୁ ଫ୍ୟାସନ ଡିଜାଇନ ପଢ଼ିଛନ୍ତି |
ମହିଳା ପୋଷାକ ପ୍ରତି ହୁଇରନ ଙ୍କ ବିଶେଷ ଭଲ ପାଇବା ଥିଲା |ତାଙ୍କ ପିତା ମାତା ଜାଣିବାକୁ ପାଇଲେ ଯେ ତାଙ୍କ ପୁଅ ପ୍ରକୃତରେ କିନ୍ନର ସେମାନେ ଖୁବ ରାଗି ଯାଇଥିଲେ ଏବଂ ପରେ ସେମାନେ ତାଙ୍କୁ ଆପଣାଇ ନେଇଛନ୍ତି ଆମ ପୁଅ କୋଉ ଝିଅ ଠାରୁ କମ ନୁହେଁ ଏଥିପାଇଁ ସେ ଗର୍ବିତ ବୋଲି କୁହନ୍ତି |