ଆଜିର ରାଶିଫଳ 2023 ଜୁଲାଇ 06 ଗୁରୁବାର, କେମିତି କଟିବ ଆଜିର ଦିନ

ମେଷ : ପରସ୍ପର ସ୍ନେହାନୁବନ୍ଧିତ ହେଲେ ଘର ବୈକୁଣ୍ଠ ସମାନ ହେବ। ଆପଣଙ୍କ ମହନୀୟ କର୍ମ ସମୂହ ଶୀର୍ଷାସନ ଦେଇପାରେ । ଜ୍ଞାନର ପ୍ରଦୀପରେ ଚଲାଫାକୁ ଆଲୋକିତ କରିପାରନ୍ତି । ଦୟାଳୁ ହେବେ

ବୃଷ : ବ୍ୟବହାରରେ ନମ୍ରତା ଓ ଶଳୀନତା ଆପଣଙ୍କୁ ମହାନ୍‌ କରିପରେ। ହ୍ଦକର୍ମ ଭାଗ୍ୟକୁ ନିୟନ୍ତ୍ରଣ କରିପାରେ। ପତିପ୍ରଣା ପ୍ରିୟଙ୍କ ମନସ୍କାମନା ପୂରଣ କରିପାରନ୍ତି। ଉଦ୍ୟୋଗୀ ହେବେ। ସତାପତିଜ୍ଞସମନ ହେବେ |

ମିଥୁନ : ଫ୍ରାମେ ଉପୁଜିଥୁବା ବ୍ୟତିକ୍ରମକୁ ଅତିକ୍ରମ କରି ଆଗକୁ ବଢ଼ିପାରନ୍ତି। ମାନ ସିକ ସଂଘାତ ଅନୁ ଭବ କରିପାରନ୍ତି। ସମସ୍ୟାର ସମ୍ମୁଖୀନ ହେବା ହିଁ ତା’ର ସମାଧାନ ବୋଲି ବିଦେଚିତ ହେବ। ସତର୍କରେ ଚଳିବେ |

କର୍କଟ : ସେବା ଭାବନାରେ ଉନ୍ଦୁଖ ହୋଇପରନ୍ତି। ଅସୂର୍ଯ୍ୟସ୍ପର୍ଣା ପତ୍ନୀଙ୍କ ଉପସନାର ପ୍ରତୀକ ହେବେ। ସମାଜସେବା କ୍ଷେତ୍ରରେ ପ୍ରତିଷ୍ଠା ଅଜ୍ଜନ କରିପାରନ୍ତି। ମନରେ ଉପୁଜିଥୁବା ଅହଂଭାବକୁ ଦିସର୍ଜଜ ଦେଇପରବ୍ତି|

ସିଂହ : ଭ୍ରାତୃତ୍ମର ବନ୍ଧନ ନିବିଡ଼ ହୋଇପାରେ। ଲାଭଜନକ ପଦପଦଟୀ ଯୁକ୍ତ ହୋଇ ଜନସେବାରେ ପ୍ରଶଂସାର ପତ୍ର ହେବେ। ସୁସ୍ଥ ଓ ନିରାମୟ ରହିଦେ। କଠୋର ପଦକ୍ଷେପ ଜେଇ ଶଢୁଦମନ କରିବେ

କନ୍ୟା : ଚିନ୍ତା କରିନଥୁବା କ୍ଷେତୁରୁ କିମା ବିନା ଉଦାମରେ ହଠାତ୍‌ କିଛି ଧନ ମିଳି ପରେ। ଆର୍ଥିକ ସ୍ପୋତ ବ୍ୟବସାୟଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଭଣ୍ଡାର ପରିପୂର୍ଷ ହେବ |

ତୁଳା : ପ୍ରେମ ଓ ଉଦାର ମଜଦିକତା ରୂପକ ଧର୍ମଧାରଣ କରିପରବ୍ତି| ନୈତିକତାର ମହାମନ୍ତ୍ରରେ ଦୀକ୍ଷିତ ହେବେ। ଦାନଶୀଳ ଟ୍ୟକ୍ତିଭାବେ ଖାତି ଅର୍ଜନ କରିପାରନ୍ତି। କୃଷକ ବନ୍ଧୁର ଭୂମିକା ନିର୍ବାହ କରିପରନ୍ତି|

ବିଛା : ଶସ୍ତ୍ରମାନଙ୍କରୁ ଆହରିତ ଜ୍ଞାନରେ ଜ୍ଞନୀ ହୋଇ ଅନ୍ୟମାନଙ୍କୁ ଦିଗ୍‌ଦର୍ଶନ ଦେଇପରନ୍ତି। ଭଣ୍ଵିରୀୟ ଭଲ୍ତିରେ ମହାନ୍‌ ଶଲ୍ତିର ଆଧାର ହେବେ। ପ୍ରେମୀ ଓ ସାହସୀ ହେବେ। ପରୋପକାରୀ ହେବେ

ଧନୁ : ସ୍କକର୍ମି ବଳରେ ବଳୀୟନ ହେବେ । ସୌଭାଗ୍ୟଶାଳୀ ହୋଇପାରନ୍ତି । ଦୂଢ଼ ଇଚ୍ଛାଶକ୍ତି ବଳରେ ଉତ୍କଷର ଆଧାର ହୋଇପରତ୍ତି । ଅନ୍ତଃକରଣ ବୃଦ୍ଧି ଯୋଗୁଁ ଆପଣଙ୍କ ଜ୍ଞନ ଚକ୍ଷୁ ଭଢ଼ୀଳିତ ହେବ। ସୁଖ ହେବେ |

ମକର : ଶ୍ରୀଚ୍ଦ ଭୋଗ ହେଉଥ୍ବାରୁ ପଡ଼ୋଶୀଙ୍କ ସହ ଆତ୍ମୀୟସ୍ୱଜନ ମିଷ୍ଟାନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଏଶୂୃମ୍ଯ୍ୟ ପ୍ରସ୍ତିର ସୂଚନା ମିଳୁ ଛି। ମୋକଦ୍ଦମାର ବିଚାର ପଦ୍ଧତି ଆପଣଙ୍କ ସପଷରେ ଯାଇପରେ |

କୁମ୍ଭ : କର୍ମକୁ ଆପଣଙ୍କ ଜୀବନର ମାର୍ଗଭାଦେ ବାଛି ନେଇପରନ୍ତି | ନିଜ ଜୀବନକୁ ଉସର୍ଗ କରି ସେବା ଓ ପରୋପକାର କରିପାରନ୍ତି | ଧର୍ମ କାର୍ଯିରେ ଧଜ ବ୍ୟୟ କରିବେ ସାଧନା ଫଳବତୀ ହୋଇପାରେ |

ମୀନ : ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ । ଯେଉଁ କାର୍ଯ୍ୟରେ ହାତ ଦେବେ ତାହା ନିଶ୍ଚିତ ପୂରଣ ହେବ। ପ୍ରତ୍ୟେକ କ୍ଷେତ୍ରରେ ସଫଳ ହେବେ। ସରକାରୀ ସ୍ତର୍‌ରୁ ଅର୍ଥାଗମର ସୂଚନା ମିଳୁଛି

Leave a Reply

Your email address will not be published. Required fields are marked *