ନମସ୍କାର ଦର୍ଶକ ବନ୍ଧୁ ସତ ହେଲା ମାଳିକା ବଚନ ଏବେ ଏବେ ଏକ ଚମତ୍କାର ଘଟଣା ଘଟିଯାଇଛି ପୁରୀ ସମୁଦ୍ର କୂଳରେ ଏକ ଅତି ସୁନ୍ଦର ଶିବଲିଙ୍ଗ ଆବ୍ରିଭାବ ହୋଇଛି | ସେହି ଲିଙ୍ଗକୁ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି ତେବେ ଆପଣ ଚିନ୍ତା କରନ୍ତୁ ଗୋଟିଏ ଶିବଲିଙ୍ଗ ଭାସି ଭାସି ଆସି ଯାହାର ଓଜନ କେତେ ହେବ ମଧ୍ୟ କେହି କହି ପାରିବେ ନାହିଁ |
ଶିବଲିଙ୍ଗର ଆକାର ମଧ୍ୟ ବହୁତ ବଡ ଯାହା ଆସି ପୁରୀ ସମୁଦ୍ର କୁଳରେ ପହଁଚିଛି | କାରଣ ଏହି ଶେଷ ସମୟରେ କେତେବେଳେ କିଛିବି ହୋଇଯିବ ସେଥିପାଇଁ ଭଗବାନ ଶିବ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ କୂଳକୁ ଆସିଛନ୍ତି | ତେବେ ଏହା ଏବେ ସାରା ଓଡ଼ିଶାରେ ଚର୍ଚ୍ଚା ପାଲଟିଛି ମାଳିକା କଥା ଗୋଟି ଗୋଟିକରି ସତ ହେବାରେ ଲାଗିଛି |
ଆଗକୁ କଣ ଘଟିବାକୁ ଯାଉଛି ଆଉ କି ବିପଦ ମାଡିଆସୁଛି ସବୁ ସେହି ପ୍ରଭୁ ଜଗନ୍ନାଥଙ୍କୁ ଜଣା ମହାପୁରୁଷମାନେ 600ବର୍ଷ ତଳୁ ଯେଉଁ କଥା ବର୍ଣ୍ଣନା କରିଥିଲେ ଆଜିକା ସମୟରେ ସେହି ସବୁ ଅକ୍ଷର ଅକ୍ଷର ସତ ହେଉଛି ଏବଂ ଆଗକୁ ମଧ୍ୟ ହୋଇଚାଲିବ |
ତେବେ ବର୍ତମାନ ଯେଉଁ ପରିସ୍ଥିତି ଆସିଛି ନିଜକୁ ପରିବର୍ତନ କରିବାକୁ ଚେଷ୍ଟା କରନ୍ତୁ ଗୀତାପାଠ କରନ୍ତୁ ଭଲମନ୍ଦ ବୁଝିବାକୁ ଚେଷ୍ଟା କରନ୍ତୁ ଆଉ ନିଜ ଜୀବନରେ ଆଣିବାକୁ ଚେଷ୍ଟା କରନ୍ତୁ | ତାପରେ ଯାଇ ଆପଣଙ୍କୁ ମାଳିକା ବିଶ୍ୱାସ ହେବ କାରଣ ମାଳିକାରେ ଯାହାସବୁ ଲେଖା ହୋଇଛି ତାହା ସବୁକୁ ମଧ୍ୟ ମଣିଷ ସମାଜରେ ଜାଣିବା ବହୁତ ମାତ୍ରାରେ ଆବଶ୍ୟକ ଅଛି |