ଏବେ ଏବେ Anganwadi କର୍ମୀଙ୍କ ପାଇଁ ସରକାର କଲେ ବଡ ଘୋଷଣା, ଜାଣିଲେ ଖୁସିରେ ନାଚିଉଠିବେ, ଶୀଘ୍ର ଦେଖନ୍ତୁ…

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ଯାହାକି ଆମ ରାଜ୍ୟରେ ଅଙ୍ଗନୱାଡି କର୍ମୀଙ୍କ ପାଇଁ ଆସୁଛି ଆଉ କିଛି ବଡ଼ ସୂଚନା ନୂଆ ଅପଡେଟ ଏଥି ସହିତ ଆପଣମାନେ ଜାଣିଥିବେ ଏବେ ଏବେ ରାଜ୍ୟରେ ଅଙ୍ଗନୱାଡି କର୍ମୀ ମାନେ ଧର୍ମ ପଥକୁ ଓଲ୍ହାଇଛନ୍ତି ତେବେ ଏହାରି ମଧ୍ୟରେ ପୁଣି 28 ତାରିକରେ ଧର୍ମ ପଥକୁ ଓଲ୍ହାଇବେ ଅଙ୍ଗନୱାଡି କର୍ମୀ ତେବେ ଏନେଇ ଜାରି ହୋଇଛି କିଛି ନୂଆ ଅପଡେଟ ଜାଣିବା ସମ୍ପୂର୍ଣ୍ଣ ଡିଟେଲ ଇନଫର୍ମେଶନ ତେବେ ଏହାରି ମଧ୍ୟରେ ପୁଣି 28 ତାରିକରେ ଧର୍ମ ଗ୍ରନ୍ଥକୁ ଓଲ୍ହାଇବେ ଅଙ୍ଗନୱାଡି କର୍ମୀ ତେବେ ଏନେଇ ଜାରି ହୋଇଛି କିଛି ନୂଆ ଅପଡେଟ |

ତେବେ ଆସନ୍ତା 28 ତାରିକରେ ପୁଣି ଆନ୍ଦୋଳନକୁ ଓଲ୍ହାଇବେ ଅଙ୍ଗନୱାଡି କର୍ମୀ ଏଥର ପିଏମଜି ନୁହେଁ ଦିଲ୍ଲୀ ଦରବାରକୁ ଓଲ୍ହାଇବେ ଅଙ୍ଗନୱାଡି ସହାୟିକା ଏବଂ କର୍ମୀ ଆସନ୍ତା 28 ତାରିକରେ ବିଭିନ୍ନ ଦାବି ନେଇ ସାରା ଦେଶରେ ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ଦିଲ୍ଲୀରେ ଏକଜ୍ୟୁଟ ହୋଇ ଆନ୍ଦୋଳନକୁ ଓଲ୍ହାଇବେ ଦିଲ୍ଲୀ ଦରବାରକୁ ଦୋହଲାଇବେ |ଅଙ୍ଗନୱାଡି କର୍ମୀ ଓ ସହାୟିକା ସାରା ରାଜ୍ୟରୁ 15,000 ରୁ ଅଧିକ ଅଙ୍ଗନୱାଡି କର୍ମୀ ଓ ସହାୟିକା ପାର୍ଲିଆମେଣ୍ଟ ସାମ୍ନାରେ ବିକ୍ଷୋପ କରି

ତେବେ ଓଡ଼ିଶାର 500 ରୁ ଅଧିକ ଅଙ୍ଗନୱାଡି କର୍ମୀ ଦିଲ୍ଲୀ ଦରବାରରେ ସାମିଲ ହେବେ | ଏନେଇ ତୀକ୍ଷ୍ମ ଓଡିଶା ଅଙ୍ଗନୱାଡି କର୍ମୀ ସଙ୍ଘ ପକ୍ଷରୁ ଘୋଷଣା କରା ଯାଇଥିବା ସୂଚନା ରହିଛି|ଏହି ଅବସରରେ ମହିଳା ଏବଂ ଶିଶୁ ବିକାଶ ଅଧିକାରୀଙ୍କୁ ସଙ୍ଘ ଭେଟିବାର ଯୋଜନା ରହିଛି

ଅଙ୍ଗନୱାଡି କର୍ମୀଙ୍କୁ ମାସିକ 26,000 ଟଙ୍କା ଦରମା ଏବଂ ବାର୍ଷିକ 10,000 ଟଙ୍କା ପେନସନ ଦିଆଯାଉ ଅଙ୍ଗନୱାଡି ଖାଉଥିବା ଶିଶୁ ମାନଙ୍କ ଖାଦ୍ୟର ଆୟ ବୃଦ୍ଧି କରିବା ଏନେଇ ସଂସଦ ଆଗରେ ଘେରାଉ କରିବେ ବୋଲି ଦାବି କରିଛନ୍ତି ଅଙ୍ଗନୱାଡି କର୍ମୀ |

Leave a Reply

Your email address will not be published. Required fields are marked *