ଦେଶୀ ଭକ୍ତ ପାଇଁ ମନ୍ଦିର ଛାଡିଲେ ମହାପ୍ରଭୁ, ପ୍ରଭୁ Jagannathaଙ୍କର ଏମିତି ଲୀଳା…ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ ଜଗନ୍ନାଥଙ୍କ ପ୍ରେମରେ ବାଇ ଇଂଲଣ୍ଡ ର ଦମ୍ପତି ତାନିଆ ଆଉ ତାଙ୍କ ସ୍ଵାମୀ ରିଚାର୍ଡ ମହାପ୍ରଭୁ ପ୍ରତ୍ୟେକ ରାତିରେ ସ୍ବାମୀ ସ୍ତ୍ରୀ ଙ୍କ ସ୍ବପ୍ନ ରେ ଆସନ୍ତୁ ଦେଖାଇ ଦିଅନ୍ତି ବଡ ଦେଉଳର ଅପୂର୍ବ ସୁନ୍ଦରତାକୁ ଦେଖାଇ ଦିଅନ୍ତି ସରାଧା ବାଲିକୁ ପତିତ ପାବନକୁ ସେଥି ପାଇଁ ପ୍ରଭୁଙ୍କ ପ୍ରେମରେ ତଲୀନ ହୋଇଯାଆନ୍ତି ତାନିଆ ଓ ରିଚାର୍ଡ ବୋହୂ ବାର ଚେଷ୍ଠା କରିଛନ୍ତି ଶ୍ରୀକ୍ଷେତ୍ର ଆସିବେ ମହାପ୍ରଭୁଙ୍କୁ ଦର୍ଶନ କରିବେ କିନ୍ତୁ କୌଣସି ନା କୌଣସି ସମସ୍ୟା ଆସିଯାଏ ଆଉ ସେମାନେ ଶ୍ରୀକ୍ଷେତ୍ର ଆସି ପାରନ୍ତି ନାହିଁ ଆଜି କିନ୍ତୁ କୌଣସି ସମସ୍ୟା ସେମାନଙ୍କୁ ବାଧା ଦେବ ନାହିଁ ମାନକୁ ଦୃଢ଼ କରିଛନ୍ତି ଆଉ ସକାଳୁ ସକାଳୁ ଦୁହେଁ ଘରୁ ବାହାରି ଆସିଛନ୍ତି ଫ୍ଲାଇଟ୍ ରେ ସିଧା ଆସିବେ ଭୁବନେଶ୍ୱର ମନରେ ଗୋଟିଏ ଲକ୍ଷ ଗୋଟିଏ ଉଦ୍ଦେଶ୍ୟ ପ୍ରଭୁ ଦର୍ଶନ ଜଗା ଦର୍ଶନ ମୁଣ୍ଡରେ ଚିତା ନାଇଥାଆନ୍ତି ସମ୍ପୂର୍ଣ୍ଣ ଭାରତୀୟ ବସ୍ତ୍ରରେ ପବିତ୍ର ମନରେ ଆଗେଇ ଆସିଛନ୍ତି ସେମାନେ ସେତେ ବେଳକୁ ସନ୍ଧ୍ୟା 7 ଟା ହୋଇ ଗଲାଣି |

ଫ୍ଲାଇଟ ଆସି ଭୁବନେଶ୍ଵରରେ ଲାଗି ଗଲାଣି ଜଗନ୍ନାଥଙ୍କ ପ୍ରଦେଶରେ ପହଞ୍ଚିବା କ୍ଷଣି ସ୍ବାମୀ ସ୍ତ୍ରୀଙ୍କ ଖୁସୀ କହିଲେ ନସରେ ମନ ଭିତରେ କେଉଁ ଏକ ଆଲୋଡନ ସୃଷ୍ଟି ହୋଇ ଯାଉଥିଲା ଠାକୁରଙ୍କୁ ଦର୍ଶନ କରି ବି କୋଟି ପୂର୍ଣ୍ଣ ପ୍ରାପ୍ତି କରିବି ତେଣୁ ସେମାନେ ଭୁବନେଶ୍ୱରରୁ ସଙ୍ଗେ ସଙ୍ଗେ ଏକ ବସ ରେ ଉଠିଲେ ପୁରୀ ଆସିବା ପାଇଁ ପେଟରେ ଅନେକ ଭୋକ ଥାଏ କିନ୍ତୁ ମନଖାଲି ଜାଗା ପାଦ ପଦ୍ମରେ ଥର ତେଣୁ ଭୋକର ଯନ୍ତ୍ରଣା ଜଣା ପଡୁନଥାଏ ସେମାନେ ଖୁବ୍ ଶୀଘ୍ର ବସ୍ ରେ ବସି ପଡିଲେ ବସ୍ ବି ଶୀଘ୍ର ଷ୍ଟେସନ ଛାଡ଼ିଲା ଦେଢ଼ ଘଟଣା ପରେ ସେମାନେ ପୁରୀ ପହଞ୍ଚି ଗଲେ ସେତେ ବେଳକୁ ଭୋକ ରେ ତାଙ୍କ ପେଟର ଷଡ଼ଯନ୍ତ୍ର ଅଣଆୟତ ହୋଇ ଯାଇଥାଏ ସେତିକି ବେଳେ ଜଣେ ବ୍ୟକ୍ତି ଯୋଗୀ ଭେଶରେ ଆସିଲେ ହାତରେ ଧରି ଥାଆନ୍ତି ମହାପ୍ରଭୁଙ୍କ ପ୍ରସାଦ ସେ ଯୋଗୀ ଜଣଙ୍କ ତାନୀଆ ଆଉ ରିଚାର୍ଡ କୁ ଖାଇବାକୁ ଦେଲେ|

ଆଉ ସେମାନେ ବି କିଛି ନଭାବି ପ୍ରସାଦ ଖାଇଲେ ତାହା ପରେ ଯୋଗୀଙ୍କୁ ପ୍ରମାଣ କରି ସେଠାରୁ ବିଦାୟ ନେଲେ ଶ୍ରୀମନ୍ଦିରର ଚାକ ଚକ୍ୟ ଦେଖି ତାନିଆ କୋହୁଥାର କି ଅପୂର୍ବ ଦୃଶ୍ୟ ଶୀଘ୍ର ମହାପ୍ରଭୁଙ୍କୁ ଦର୍ଶନ କରିବା ଚାଲ ତୁମେ ଶୀଘ୍ର ଚାଲ ପାଦରେ ଚାଲି ଚାଲି କିଛି କ୍ଷଣ ମଧରେ ସେଠାରେ ପହଞ୍ଚି ଗଲେ ଯେତେ ବେଳେ ସେମାନେ ମନ୍ଦିର ଭିତରକୁ ଯିବାକୁ ପ୍ରସ୍ତୁତ ହୁଅନ୍ତୁ ସେତେ ବେଳେ ଦୁଇ ଜଣ ପୋଲିସ ସେମାନଙ୍କୁ ଅଟକାଇଲେ କାରଣ ଶ୍ରୀମନ୍ଦିର ଭିତରକୁ ବିଦେଶୀ ଲୋକମାନେ ଯିବା ନିଷେଧ ଯିବା ମାନା ଅଟେ ତେବେ ସେମାନେ ଭାରି ମନ ଦୁଃଖ କରୁଥାନ୍ତି ଦୁହେଁ କାନ୍ଦି ଜାଗାକୁ କହିଲେ ହେ ଜଗନ୍ନାଥ ହେ ମହାପ୍ରଭୁ ତୁମକୁ ଟିକେ ଦେଖିବା ପାଇଁ କାହିଁ କେତେ ଦୂରରୁ ଆମେ ଦୌଡ଼ି ଆସିଛୁ ହେଲେ ଏଥି ଏମିତି କଣ ତୋ ଚକା ଆଖି ନାଲି ଓଠକୁ ଦେଖିବାକୁ ଟକେ ସୁଯୋଗ ମିଳୁନି |

ଆମ ମାନଙ୍କୁ ବିଦେଶୀ ହେଲୁବୋଲି ଆମେ କନ ଟି ଭକ୍ତ ହୋଇ ପାରିବୁନି ତତେ କଣ ଦେଖି ପାରିବୁନି ତୋ ଗରୁଡ ସ୍ତମ୍ବକୁ ଟିକେ କୁଣ୍ଢେଇ ପାରିବୁନି ଏମିତି କହି ସ୍ବାମୀ ସ୍ତ୍ରି ବୋହୁତ କାନ୍ଦୁଥାଆନ୍ତି ତା ପରେ ସେମାନେ ଗୋଟିଏ ଫାଙ୍କା ଜାଗାରେ ଆସି କିଛି ସମୟ ବସିଲେ ସେତେବେଳକୁ ପ୍ରାୟ ରାତି 11 ଟା ବାଜି ଗଲାଣି ମନ୍ଦିରରେ ଭିଡ କମି ଗଲାଣି ମହାପ୍ରଭୁଙ୍କ ଶୃନ୍ୟ ନିର୍ଦ୍ଦେଶରେ ସେମାନେ ଗୋଟିଏ ଶୁନଶାନ୍ ଜାଗାକୁ ଆସିଲେ ଏତିକି ବେଳେ ଆକାଶ ବାଣୀ ହେଲା ହେ ମୋର ପ୍ରିୟ ଭକ୍ତ ଦୁଇଜଣ ସେମାନେ ଆର୍ଶ୍ଚଯ୍ୟ ହେଲେ ଏହି ଶବ୍ଦ କେଉଁଠୁ ସୁଭୁଛି |

ତା ପରେ ଆକାଶ ରେ ଉର୍ଜଳ ଆଲୋକ ଦେଖା ଦେଲା ଏବଂ କିଛି ସମୟ ପରେ ଜାଗାର ଚକା ଆଖି ଓ ନାଲି ଓଠ ଦେଖା ଗଲା ଜଗନ୍ନାଥ କୋଉଛନ୍ତି ହେ ମୋର ପ୍ରିୟ ଭକ୍ତ ତୁମେ ଯେମିତି ମତେ ଦେଖିବାକୁ ବ୍ୟସ୍ତ ମୁଁ ବି ତୁମକୁ ଦେଖିବାକୁ ବ୍ୟସ୍ତ ଆତୁର ହୋଇ ପଡିଲିଣି ତେଣୁ ତୁମେ ଯେତେ ବେଳେ ମୋ କ୍ଷେତ୍ରରେ ପାଦ ଦେଲ ମୁଁ ଯୋଗୀ ଭେଷରେ ତୁମକୁ ପ୍ରସାଦ ଖୁଆଇଲି ତୁମେ ମାନେ ବ୍ୟସ୍ତ ହୁଅନ୍ତି ମୋର ଦର୍ଶନ ତୁମେ ଆଗରୁ ପାଇ ସାରିଛ ଏବେ ମୋର ଚକା ଆଖି ଭେଷକୁ ଦେଖ ତୁମର ସବୁ ମନସ୍କାମନା ପୂର୍ଣ୍ଣ ହେବ ମୁଁ ସବୁ ବେଳେ ତୁମ ମାନଙ୍କ ସହିତ ଅଛି ଆଜିଠାରୁ ତୁମର କୌଣସି ବିପଦ ରହିବ ନାହିଁ

Leave a Reply

Your email address will not be published. Required fields are marked *