ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଭଗବାନଙ୍କ ଏମିତି ଚମତ୍କାର ବିଷୟରେ ଦେଖାଇବୁ ଆପଣ ଦେଖି ସାରିଲା ପରେ କହିବେ ଭଗବାନ ସତରେ ଅଛନ୍ତି ତେଣୁ ଆପଣଙ୍କୁ ଅନୁରୋଧ ଭିଡିଓକୁ ଶେଷ ଯାଏ ଦେଖନ୍ତୁ|
ନମ୍ବର 1 -ଆମ ଓଡ଼ିଶାର ବାବା ଗୌରବ ନାଥ ମନ୍ଦିରର ଏହି ମନ୍ଦିରର ଚମତ୍କାର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଜଗତସିଂହ ପୁର ଜିଲ୍ଲାରେ ଥିବା ଗୌରବ ନାଥ ମନ୍ଦିରରେ ଏମିତି କଥା ରହିଛି କି ଯଦି କୌଣସି ବ୍ୟକ୍ତିଙ୍କୁ ସାପ କାମୁଡ଼େ ସେ ଗୌରବ ନାଥ ମନ୍ଦିରକୁ ଆଣି ବିଭୁତି ଖୁଆଇଲେ ବିଷ ଝରିଯାଇଥାଏ ଭଗବାନ ଭଲ କରି ଦେଇଥାଆନ୍ତି |
ନମ୍ବର 2-ଏହି ଫୋଟରେ ଆପଣ ଦେଖିପାରୁଥିବେ ଗୋଟିଏ ତୁଳସୀ ଗଛରେ ମନ୍ଦାର ଫୁଲ ଫୁଟିଛି ଏହି ଭିଡିଓ ବହୁତ ଭାଇରଲ ମଧ୍ୟ ହୋଇଥିଲା ଏହି ଭିଡିଓ ଏତେ ମାତ୍ରରେ ଭାଇରଲ ହୋଇଥିଲା ଯେ ନ୍ୟୁଜ ଵାଲା ମଧ୍ୟ ରିପୋର୍ଟିଂ କରିଥିଲେ ବୈଜ୍ଞାନିକ ମାନେ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ |
ନମ୍ବର 3- ଏଥିରେ ଗୋଟିଏ ଲୋକ ସନ୍ଧ୍ୟା ସମୟରେ ଆକାଶରେ ଭିଡିଓ ନେଉଥିଲେ ସେହି ସମୟରେ ଭଗବାନ ଶିବଙ୍କର ଦର୍ଶନ ମିଳିଲା ଯାହା ଆପଣମାନେ ଫୋଟରେ ଦେଖି ପାରୁଥିବେ |
ନମ୍ବର 4-ଆପଣ ମାନେ ଦେଖନ୍ତୁ ଯେତେବେଳେ ପ୍ରଭୁ ଶିବଙ୍କର ଉପରେ କ୍ଷୀର ଢଳାଗଲା ଭଗବାନ ଶିବଙ୍କ ଆଖି ପତା ତଳକୁ ହୋଇଯାଉଛି କିଛି ସମୟ ପରେ ଉପରକୁ ଉଠି ଯାଉଛି ଏହି ଚମତ୍କାରକୁ ଆପଣ ଦେଖିପାରୁଥିବେ |
ନମ୍ବର 5-ଆପଣମାନେ ଦେଖି ପାରୁଥିବେ ପ୍ରଭୁ ଶିବଙ୍କର ଏକ ମୂର୍ତ୍ତି ଛକ ଜାଗାରେ ବନା ଯାଇଛି ଟିକେ ଧ୍ୟାନରେ ଦେଖି ପାରୁଥିବେ କେମିତି ଭଗବାନ ଶିବଙ୍କର ଗୋଟିଏ ଜାଗାରେ ଥିବା ତ୍ରିଶୂଳ ଉପରକୁ ଉଡ଼ିଯାଉଛି ଏହି ଚମତ୍କାରିତାକୁ ସେଠାରେ ଥିବା ଲୋକ ନିଜ ଆଖିରେ ଦେଖୁଥିଲେ
ଭଗବାନ ଶିବଙ୍କର ଏଭଳି ଚମତ୍କାର, Jaha କୁ ଦେଖି ବୈଜ୍ଞାନିକ ମାନଙ୍କର ବି ହୋସ ଉଡେଇଦେଲା, ଦେଖିକି ଆପଣ ବି କହିବେ ଏ ତ ଭଗବାନଙ୍କର ଚମତ୍କାର…
