ଆଜି ଅଚାନକ ଆରପାରିକୁ ଚାଲିଗଲେ ଏହି ଲୋକପ୍ରିୟ ବରିଷ୍ଠ ଅଭିନେତା, ଶୋକରେ ପୁରା Film ଜଗତ… ଭଗବାନ ଏମିତି କାହିଁକି କରୁଛ

ନମସ୍କାର ବନ୍ଧୁଗଣ ଚଳଚ୍ଚିତ୍ର ଜଗତ ପାଇଁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଚି ଆଜି ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳିଯାଇଛି ଏହି ଲୋକପ୍ରିୟ ଅଭିନେତା 88 ବର୍ଷ ବୟସରେ ଦୁନିଆକୁ କହିଲେ ଅଳବିଧା ଆଜି ଏହି ଲୋକପ୍ରିୟ ଅଭିନେତାଙ୍କ ଘରେ ତାଙ୍କର ଦେହାନ୍ତ ହୋଇଛି ତାଙ୍କୁ 88 ବର୍ଷ ବୟସ ହୋଇଥିଲା ସେ ତାଙ୍କ ଅଭିନୟ କ୍ୟାରିଅର ରେ 250 ରୁ ଅଧିକ ଚଳଚ୍ଚିତ୍ର କରିଥିଲେ |

ଏହି ଅଭିନେତା ଜଣକ ସେ ଦୁଇଦିନ ପୂର୍ବରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବା ନେଇ ଅଭିଯୋଗ କରିଥିଲେ ଏହା ପରେ ତାଙ୍କୁ ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରା ଯାଇଥିଲା ଏବଂ ଶୁକ୍ରବାର ଦିନ ଡିସଚାର୍ଜ କରା ଯାଇଥିଲା ଶନିବର ସକାଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିବାରୁ ତାଙ୍କର ଦେ-ହା-ନ୍ତ ହୋଇଥିଲା ଏହି ଲୋକପ୍ରିୟ ଅଭିନେତା ତାଙ୍କ କ୍ୟାରିଅରରେ ଅନେକ ଥ୍ରୀଏଟର ଏବଂ ନାଟକ ଟେଲିଭିଜନ ସିରିଏଲରେ ଅଭିନୟ କରିଥିଲେ|

ଭାଲୁ ଚନ୍ଦ୍ର କୁଲକର୍ଣ୍ଣି ପ୍ରଥମେ 1965 ରେ ଲୋକ ନୃତ୍ୟୁରେ ଅଭିନୟ ଆରମ୍ଭ କରିଥିଲେ ଭାଲୁଚନ୍ଦ୍ର ଫୁଲ କର୍ଣ୍ଣି ବହୁ ବର୍ଷ ଧରି ଅଭିନୟ କ୍ଷେତ୍ରରୁ ଦୂରେଇ ଥିଲେ କିଛି ମାସ କୋଲହାପର ଲାଇଫ ଟାଇମ ଆଚିବମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଥିଲା ବର୍ତ୍ତମାନ ସେ ଆଉ ଏହି ଦୁନିଆରେ ନାହାଁନ୍ତି |

ଲୋକପ୍ରିୟ ମରାଠୀ ଅଭିନେତା ଭାଲୁଚନ୍ଦ୍ର କୁଲକର୍ଣ୍ଣି 88 ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଚାଲି ଯାଇଛନ୍ତି ତାଙ୍କ ପରଲୋକରେ ଏବେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ମରାଠୀ ସିନେମା ଜଗତରେ ଶୋକର ଲହରୀ ଖେଳିଯାଇଛି

Leave a Reply

Your email address will not be published. Required fields are marked *