ଗ୍ରୀଷ୍ମ ତାତିରେ ଅସହ୍ୟ ହେଲେଣି ଓଡ଼ିଶା ବାସୀ ,ଏହି ସବୁ ଜିଲ୍ଲାରେ ଜଳୁଛି ନିଆଁ ଘରୁ ବାହାରିଲେ ଲୋକେ ହେଉଛନ୍ତି ବେହୋସ

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ଗତକିଛି ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆଜି ୮ ସହରର ତାପମାତ୍ରା ୪୩ ଉପରେ ରହିଛି। ଝାରସୁଗୁଡ଼ା ଆଜି ୪୩.୮ ସେଲ୍‌ସିୟସ ସହ ଉତ୍ତପ୍ତ ସହର ତାଲିକାର ଶୀର୍ଷରେ ରହିଛି। ଏହା ପଛକୁ ବାରିପଦାରେ ୪୩.୬୮, ସୂଚନା ମିଳିଛି ।

୩୪.୨° ରହିଥିବା ଗ୍ରୀଷ୍ମକଷ୍ଟରେ ପୂରା ଓଡ଼ିଶା ଛଟପଟ ହେଉଥିବା ବେଳେ ଆଞ୍ଚଳିକ ପାଣିପାଗ ବିଭାଗ ଆତଙ୍କିତ କଲା ଭଳି ତଥ୍ୟ ଦେଇଛି । ବିଭାଗ ତରଫରୁ ଆଜି ଜାରି ହୋଇଥିବା ଆକଳନ ଅନୁଯାୟୀ ରାଜ୍ୟରେ ଆଗାମୀ ଦୁଇ ସପ୍ତାହ ଯାଏଁ ଗ୍ରୀଷ୍ମପ୍ରବାହ ପରିସ୍ଥିତି ।

। ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ୪୦ ଡିଗ୍ରି ଉପରେ ୩୩ ସହର ॥ ୮ ସହରର ତାପମାତ୍ରା ଟପିଲା ୪୩° ନୂଆପଡ଼ା ୪୩.୫°, ତାଳଚେର ଲାଗିରହିବ ପ୍ରଥମ ସପ୍ତାହରେ୪୩:୪୩, ବୌଦ୍ଧ ୪୩.୨୮, କେନ୍ଦ୍ରାପଡ଼ା, କଟକ ଓ ବଲାଙ୍ଗୀରରେ ୪୩ ରେକର୍ଡ କରାଯାଇଛି। ଏଥିସହ ୩୩ ସହରର ତାପମାତ୍ରା ୪୦ ଉପରେ ରହିଥିବା ବେଳେ ୨୨ ସହରରେ ୪୨ ରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି।

ଦିନର ସର୍ବନିମ୍ନ ତାପମାତ୍ରା ପାରାଦୀପରେ ।ସମ୍ଭାବନା ୬୮ ରୁ ୧୦୦% ଥିବା ବେଳେ ଦ୍ବିତୀୟ ସପ୍ତାହ ବେଳକୁ ଗ୍ରୀଷ୍ମପ୍ରବାହ ନିମନ୍ତେ ମଧ୍ୟମ ଧରଣର ସମ୍ଭାବନା ସହ ୩୪ ରୁ ୬୭% ସମ୍ଭାବନା ରହିଛି। ଏପଟେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଆହୁରି ସପ୍ତାହେ କିମ୍ବା ୧୦ ଦିନ ଜାରି ରହିବ ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *