ସୂର୍ୟମୟୀ ଙ୍କ ଅନୁଭବ ଙ୍କର ରୋମାନ୍ସ | ଆଗାମୀ ଚଳଚିତ୍ର ଯାହା ରିଲିଜ ହେବାର ଅଛି କର୍ମ | ଅନୁଭଵ ଙ୍କ ସହ ହେରୋଇନ ରହିବେ ସୂର୍ୟମୟୀଙ୍କ ସହି ଆହୁରି ବି ଭହୁତ ସାରା କଳା କରା ଏହି ଥିରେ ଅଭିନୟ କରିଛନ୍ତି | ସେମାଙ୍କୁ ଦେଖିବାକୁ ପାଇବେ ସୂର୍ୟମୟୀଙ୍କ ଅନୁଭବ ଙ୍କର ସ୍ତ୍ରୀ ଭାବରେ ଦେଖିବାକୁ ମିଳିବ | ଅନୁଭବ ଏବଂ ସୂର୍ୟମୟୀଙ୍କ ସହିତ ରୋମାନ୍ସ ଦେଖିବାକୁ ମିଳିଛି |ଆଗାମୀ ଦିନ ମାନଙ୍କରେ ତାଙ୍କ ଚଳଚିତ୍ର ଦେଖିବାକୁ ମିଳିବ |
ଅନୁଭଵ କହିଛନ୍ତି ତାଙ୍କ କ୍ୟାରିଅର ର ସବୁ ଠାରୁ ବେଷ୍ଟ ଫିଲିମ ରହିଛି |ଏହି ଚଳଚିତ୍ର ରେ ଅନୁଭବ ମହାନ୍ତି ଜଣେ ପୋଲସ କ୍ୟାରେଟର ରେ ନଜର ଆସିବେ |ଏହି ସିନେମାରେ ତାଙ୍କ ସହିତ ମନାମୟ ଦେବୀ ବି ରହିଛନ୍ତି |ସିରିଏଲ ଷ୍ଟାର ବି ନଜର ଆସିବେ | ଅନୁଭବ ମହାନ୍ତି ଗତ ଦିନ ମାନଙ୍କରେ ବର୍ଷା ଙ୍କ ଠାରୁ ଡ଼ିଭାସ ନେଇ ସାରିଛନ୍ତି |ଅନୁଭଵ ବର୍ଷା ଦୁହେଁ ଦୁହିଁ ଙ୍କୁ ସୁଟିଙ୍ଗ ସେଟ ରୁ ଭଲ ପାଇଁ ବିବାହ କରିଥିଲେ |
ଏବେ ଦୁହେଁ କୋଟ ଙ୍କ ଅନୁମତି ରେ ଅଲଗା ହୋଇସାରିଛନ୍ତି |ସେ ଏବେ ରିଲ ଲାଇଫ ରେ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି | ତାହାଲେ ଅନୁଭବ ମହାନ୍ତି ଙ୍କୁ ଏବେ 42 ବୟସ ହୋଇଯାଇଛି | ଅନୁଭବ ମହାନ୍ତି ଏବେ ଏକୁଟିଆ ରହିଛନ୍ତି | ସେ ଆଗାମୀ ଦିନରେ ବିବାହ କରିବେ ବୋଲି କହିଛନ୍ତି | ସେ କହିଛନ୍ତି ନିଜ ପରିବାର ଲୋକ ଯୋଉଁଠି କହିବେ ସେ ବିବାହ କରିବେ |ଆଗକୁ ତାଙ୍କର ଚଳଚିତ୍ର ଦେଖିବାକୁ ମିଳିବ ଭହୁତ ଜଲ୍ଦି |