ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ତାହେଲେ କଣ ସେହି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଆସନ୍ତୁ ଆଉ ଡେରି ନକରି ଜାଣିବା। ଗୋଟେ ସ୍ତ୍ରୀଲୋକ ପ୍ରତୀକ ଦିନ ତା ଫୋନରେ ରିଲ୍ସ ଆଉ ଲୋକଙ୍କ ସାମ୍ନାରେ ଅଣ୍ଟା ହଲେଇ ନାଚୁଥିଲେ କେତେବେଳେ ଅଧା ଡ୍ରେସ୍ ପିନ୍ଧି ନାଚୁଥିଲେ |
ତ କେତେବେଳେ ଅନ୍ୟ ଟୋକାଙ୍କ ସହିତ ଫୋନରେ ରାତି କାଟୁଥିଲା ଯାହାକି ସ୍ୱାମୀକୁ ଟିକେ ହେଲେ ପସନ୍ଦ ଆସୁନଥିଲା ଆଉ ଶେଷରେ ସ୍ଵାମୀ ଏପରି କାର୍ଯ୍ୟ କରୁଥିଲା ଯାହା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଦର୍ଶକ ବନ୍ଧୁ ଏ ହେଉଛନ୍ତି ସେହି ସ୍ବାମୀ ଯିଏକି ସାମାନ୍ୟ ରିଲ୍ସ ପାଇଁ ନିଜ ସ୍ତ୍ରୀର ଜୀବନ ନେବାକୁ ମଧ୍ୟ ପଛାଇ ନଥିଲେ ତେବେ ଏହି ଦମ୍ପତି ଯିଏକି ପ୍ରେମ କରି ବିବାହ କରିଥିଲେ |
ଆଉ ଦୁହେଁ ପଇସା କମାଇବା ପାଇଁ ରିଲ୍ସ କରୁଥିଲେ ଆଉ ଏମାନେ ଧିରେ ଧିରେ ଲୋକ ପସନ୍ଦ ମଧ୍ୟ କରୁଥିଲେ ହେଲେ କିଛି ଦିନ ପରେ ସେହି ସ୍ତ୍ରୀଙ୍କୁ ଲୋକମାନେ କମେଣ୍ଟ କରିବାକୁ ଲାଗିଥିଲେ ଯାହା ସେହି ଯୁବତୀ ସ୍ବାମୀଙ୍କୁ ଜମା ପସନ୍ଦ ଆସି ନଥିଲା ଆଉ ଧିରେ ଧିରେ ସେ କମେଣ୍ଟ ଘଟଣା ଯୋଗୁ ସ୍ବାମୀ ଜଣଙ୍କ ସ୍ତ୍ରୀଙ୍କୁ ନିର୍ଯାତନା ଦେବାରେ ଲାଗିଥିଲେ |
କେତେବେଳେ କ୍ୟାମେରା ଆଗରେ ନିଜ ସ୍ତ୍ରୀକୁ ମାଡ଼ ମାରିଥିଲେ ତ ତାଙ୍କ ସ୍ତ୍ରୀ ପର ପୁରୁଷ ସହିତ ସମ୍ପର୍କ ରଖିଛି ବୋଲି କହୁଥିଲେ ହେଲେ ଏହାର କିଛି ଦିନ ପରେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ଦେଇ ଚାଲି ଯାଇଥିଲେ ହେଲେ ଏହାକୁ ସେହି ସ୍ବାମୀ ଜଣଙ୍କ ସହି ନପାରି ତାଙ୍କ ସ୍ତ୍ରୀ ଘରେ ପଡ଼ି ଭଙ୍ଗା ରୁଜା କରୁଥିଲେ ହେଲେ ଏହି ଝଗଡ଼ା ଧିରେ ଧିରେ ବଡ ରୂପ ନେଇଥିଲା ଆଉ ଦିନ ସେହି ସ୍ବାମୀ ଜଣଙ୍କ ନିଜ ବନ୍ଧୁକ ଧରି ତନକ ସ୍ତ୍ରୀକୁ ଶେଷ କରିଦେଇ ଥିଲେ ।