ଏକ ଝିଅ ଭଳି ଦେଖା ଯାଉଥିବା ଫଳ (Fruits), ଯାହାକୁ ଦେଖିଲେ ଆପଣଙ୍କ ଡରିଯିବେ ହୋସ |

ନମସ୍କାର ବନ୍ଧୁଗଣ ଆପଣ ସମସ୍ତେ ଆମ୍ବ କମଳା ପିଜୁଳି ଏବଂ ସେଓ ଭଳି ଫଳ ନିଶ୍ଚୟ ଦେଖିଥିବେ କିନ୍ତୁ ଦର୍ଶକ ବନ୍ଧୁ ପୃଥିବୀରେ ଏମିତି ବି ଫଳ ଅଛି ଯାହା ଦେଖିବାକୁ ପୁରା ସ୍ତ୍ରୀ ଲୋକଙ୍କ ଭଳି ଆଉ ଏହି ଫଳର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ତେବେ ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଜାଣିବା ଏମିତି କିଛି ଅଜବ ଫଳ ଗୁଡ଼ିକ ବିଷୟରେ।

ଥାଇଲ୍ୟାଣ୍ଡର ଲୋକମାନଙ୍କ କହିବା ଅନୁସାରେ ଏହି ଗଛ ଏବଂ ଫଳ ଥାଇଲ୍ୟାଣ୍ଡରେ ଦେଖାଯାଏ ଏବଂ ସେଠାକାର ସ୍ଥାନୀୟ ଲୋକମାନେ ଏହି ଫଳକୁ ନାରୀ ଫଳ ବୋଲି କୁହନ୍ତି ଏବଂ ଏହି ଫଳ ପ୍ରତି ସେମାନଙ୍କ ଗଭୀର ଶ୍ରଦ୍ଧା ରହିଛି ଥାଇଲ୍ୟାଣ୍ଡର ଲୋକମାନଙ୍କ ବିଶ୍ଵାସ ଅନୁସାରେ ସ୍ଵୟଂ ଭଗବାନଙ୍କ ଦ୍ଵାରା ଏହି ଗଛ ଥାଇଲ୍ୟାଣ୍ଡରେ ଲଗା ଯାଇଥିଲା ଏବଂ ଏହି ଗଛକୁ ଭାରତରେ ନାରୀଲତା ବୋଲି କୁହାଯାଏ ଏବଂ ଭାରତର କିଛି ଲୋକମାନଙ୍କ କହିବା ଅନୁସାରେ ଏହି ଫଳ କେବଳ ହିମାଳୟର କିଛି ଭାଗରେ ପ୍ରତି ୨୦ ବର୍ଷରେ ଥରେ ଫଳେ।

ତେବେ ବର୍ତ୍ତମାନ ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ ଆସୁଛି ଯେ ସତରେ ଏମିତି ଫଳ କଣ ସମ୍ଭବ ବିଭିନ୍ନ ୱେବ୍ ସାଇଟ୍ ଏବଂ ଭିଡିଓ ଏହାକୁ ସତ୍ୟ ବୋଲି ଦାବି କରିଛନ୍ତି କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଲା ଯଦି ଏହି ଫଳ ଆଗରୁ ଥିଲା ତେବେ ବୈଜ୍ଞାନିକମାନେ କଣ ହେଲା ଏପର୍ଯ୍ୟନ୍ତ ଏହି ଗଛକୁ ଖୋଜି ପାଉ ନାହାଁନ୍ତି ଏହି ଫଳ ଏବଂ ଏହି ଗଛର କେବଳ ଫଟୋ ଓ ଭିଡିଓ ମିଳି ପାରିଛି କିନ୍ତୁ ଏହି ଗଛ ଓ ଫଳକୁ ଏପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ନିଜ ଆଖିରେ ଦେଖି ନାହାଁନ୍ତି ତାହା ସହିତ ହିମାଳୟକୁ ପ୍ରତି ବର୍ଷ ହଜାର ହଜାର ଫଟୋଗ୍ରାଫି ଏହି ଗଛର ଫଳକୁ ଖୋଜିବାକୁ ଆସୁଥିଲେ ମଧ୍ୟ ତାର ସନ୍ଧାନ ମିଳି ପାରୁନାହିଁ।

ଥାଇଲ୍ୟାଣ୍ଡର ଲୋକମାନଙ୍କ କହିବା ଅନୁସାରେ ଏହି ଗଛ ବର୍ତ୍ତମାନ ବିଲୁପ୍ତ ହୋଇ ଗଲାଣି ଦର୍ଶକ ବନ୍ଧୁ ଚାଇନାରେ ଯିଏନହୋ ନାମକ ଏକ କୃଷକ ନାସପାତିର ଫଳକୁ ଗୌତମ ବୁଦ୍ଧଙ୍କ ଆକୃତିରେ ତିଆରି କରିଛନ୍ତି ଏବଂ ଏହି ଆକୃତି ଦେବା ପାଇଁ ସେ ପ୍ଲାଷ୍ଟିକର ଏକ ଖୋଳକୁ ବ୍ୟବହାର କରୁଛନ୍ତି ତେଣୁକରି ବଟାନିଷ୍ଟ୍ ଏବଂ ବୈଜ୍ଞାନିକମାନଙ୍କ ମତରେ ଏହି ନାରୀ ଫଳକୁ କେହି ଲୋକ ଛାଞ୍ଚରେ ତିଆରି କରିଛି ଦର୍ଶକ ବନ୍ଧୁ ଦିନୁଆରେ ଏମିତି ଅନେକ ଅଦ୍ଭୁତ ଫୁଲ ମଧ୍ୟ ରହିଛି |

ଯାହା ଦେଖିବାକୁ ବିସ୍ମୟକର ଯେମିତିକି ଡାନ୍ସଇଂ ଗାର୍ଲ୍ ନାମକ ଏହି ଫୁଲ ଯାହା ନାଚୁଥିବା ଝିଅ ଭଳି ଦେଖାଯାଏ ତାହା ସହିତ ପ୍ୟାରୋଟ ଫ୍ଲାଉଅର୍ ନାମକ ଏହି ଫୁଲ ଏକ ଚଢେଇ ଆକୃତିର ଏବଂ ହୁକର ଲିପ୍ ନାମକ ଏହି ଫୁଲ ଓଠ ଭଳି ଦେଖାଯାଏ ଦେଶ ଯେତେ ବିକାଶ କରୁଛି ସେହି ଅନୁସାରେ ନୂଆ ଜିନିଷର ସନ୍ଧାନ ମିଳି ପାରୁଛି ତାହା ସହିତ ଲୋକମାନଙ୍କ ମନରେ ଥିବା ଅନ୍ଧବିଶ୍ୱାସକୁ ଦୂର କରି ପାରୁଛି।

Leave a Reply

Your email address will not be published. Required fields are marked *