Vastutips : ଘରେ ରାତିରେ ଜଳେଇ ଦିଅନ୍ତୁ ଏହି ୨ଟି ଜିନିଷ, ଦେଖିବେ ୧୦ଗୁଣା ବଢିବଯିବ ଧନ, ଥରେ କରିକି ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଏପରି ଏକ ଚମତ୍କାରି ଉପାୟ ବିଷୟରେ ଜାଣିବା ଯାହାକୁ କରିବା ଦ୍ୱାରା ଆପଣ ମଧ୍ୟ ଜଣେ ଧନବାନ୍ ବ୍ୟକ୍ତି ହୋଇଯିବେ ଘରେ ଯଦି ଏହି ୨ଟି ଜିନିଷକୁ ଜାଳି ଦିଅନ୍ତି ତେବେ ଆପଣଙ୍କୁ ଧନୀ ହେବାରୁ କେହିବି ରୋକି ପାରିବେ ନାହିଁ ଦର୍ଶକ ବନ୍ଧୁ ଜୀବନରେ କିଏବା ଧନୀ ହେବାକୁ ଚାହିଁ ନଥାଏ ସମସ୍ତେ ଖୁସିରେ ଜୀବନ ବିତାଇବାକୁ ଚାହିଁଥାନ୍ତି ବିଳାସ ବ୍ୟସନରେ ଜୀବନ କାଟିବା ପାଇଁ ଚାହିଁଥାନ୍ତି ଏଥିପାଇଁ ଟଙ୍କା ପଇସାର ଆବଶ୍ୟକ ହୋଇଥାଏ କିନ୍ତୁ ଆଜିର ସମାଜରେ ଧନ କମାଇବା ଏତେଟା ସହଜ ହୋଇ ନଥାଏ ଆଜିର ସମାଜରେ ଅଲ୍କାନ୍ତ ପରିଶ୍ରମ କରି ମଧ୍ୟ ଜୀବନ ଜିଇଁବା ପାଇଁ ଅଳ୍ପ ଧନ କମାଇ ପାରିଥାଏ ଏଣୁ ସବୁ ମଣିଷ ଭୋଗ ବିଳାସରେ ଜୀବନ କାଟି ପାରନ୍ତି ନାହିଁ ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଏମିତି ଉପାୟ ବିଷୟରେ ଜାଣିବା ଯାହାକୁ କରିବା ଦ୍ଵାରା ଆପଣ ମଧ୍ୟ ଧନୀ ହୋଇ ପାରିବେ ଏହି ଦୁଇଟି ଜିନିଷକୁ ଘରେ ଜଳାଇବା ଦ୍ଵାରା ଧନୀ ହେବାର ସୌଭାଗ୍ୟ ଅର୍ଜନ କରି ପାରିବେ।

ପ୍ରଥମେ କର୍ପୁର ଏବଂ କିଛି ଲବଙ୍ଗ ଘରକୁ ଆଣନ୍ତୁ ଏହି ଦୁଇଟି ଜିନିଷକୁ ଜଳାଇ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରି ପାରିବେ ଏହାକୁ ଜାଣିବା ଦ୍ଵାରା ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂରୀଭୂତ ହେବ ଏବଂ ଆପଣ ଆପଣଙ୍କ କରଜରୁ ମୁକ୍ତି ପାଇଜିବେ ଏହି କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ଜୋର୍ ସୋର୍ ରେ ଚାଲିବାକୁ ଲାଗିବ ଏବଂ ଆପଣଙ୍କର ସମସ୍ତ ମନସ୍କାମନା ଏବଂ ସମସ୍ତ ଇଚ୍ଛା ପୂରଣ ହେବାକୁ ଲାଗିବ ଧନ ସମସ୍ୟାକୁ ଦୂର କରିବ ଏଣୁ ଏହି ଉପାୟ ବୋହୁତ ଲାଭକାରୀ ହୋଇଥାଏ ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

ରାତ୍ର ସମୟରେ ଗୋଟିଏ ମାଟି ଦ୍ଵୀପତେ ଗୋଟିଏ କର୍ପୁର ରଖି ଦିଅନ୍ତୁ ଏବଂ ସେଥିରେ ପାଞ୍ଚଟି ଲବଙ୍ଗ ମଧ୍ୟ ରଖି ଦିଅନ୍ତୁ ଏହାପରେ ଏହି କର୍ପୁରକୁ ନିଆଁ ଲଗାଇ ଦିଅନ୍ତୁ ଏହି କର୍ପରକୁ ନିଆଁ ଲଗାଇବା ଦ୍ଵାରା ସେଠାରେ ଥିବା ଲବଙ୍ଗ ମଧ୍ୟ ଜଳିବାକୁ ଲାଗିଥାଏ ଏବଂ ଦୁଇଟିଜାକ ଜଳିବାକୁ ଲାଗିଥାଏ ଏବଂ ଦୁଇଟି ଯାକ ଜାଳିବା ସମୟରେ ଏହାକୁ ନେଇ ଆପଣଙ୍କ ମୁଖ୍ୟ ଦ୍ଵାରର ଦୁଆର ବାମ ପାଖରେ ରଖି ଦିଅନ୍ତୁ କାରଣ ଏହି କର୍ପୁର ଜଳିବା ଦ୍ଵାରା ସମସ୍ତ ନକାରାତ୍ମକ ଉର୍ଜା ଠାରୁ ମୁକ୍ତି ମିଳିଥାଏ ଘରକୁ ଧନ ଆସିବାର ସବୁ ରାସ୍ତା ଖୋଲି ଦେଇଥାଏ ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ ଘରକୁ ଟଙ୍କା ପଇସାର ଆଗମନ ହେବ ଏହାଦ୍ବାରା ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ ମା ଲକ୍ଷ୍ମୀ ଟାଣି ହୋଇ ଆସନ୍ତି ଏଣୁ ଯେଉଁଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ ସେହିଘରେ କେବେବି ଧନ ଏବଂ ଟଙ୍କା ପଇସାର ଅଭାବ ହୋଇନଥାଏ ସେହି ଘରେ ମାଷଷ୍ଟେ ସର୍ବଦା ଭୋଗ ବିଳାସରେ ଜୀବନ କାଟିଥାନ୍ତି।

ଦର୍ଶକ ବନ୍ଧୁ ଲୁଣର ପ୍ରୟୋଗ କରି ଆପଣ କିପରି ଧନବାନ୍ ହୋଇ ପାରିବେ ତାହା ବିଷୟରେ ଆସନ୍ତୁ ଜାଣିବା ଲୁଣର ଆମ ଜୀବନରେ ବୋହୁତ ଉପଯୋଗ ରହିଅଛି ଡାଲି ବା ତରକାରୀରେ ଯଦି ଲୁଣ ଅଧିକ ହେଲା ତେବେ ତାହା ବେକାର ହୋଇ ଯାଇଥାଏ ଏବଂ ଖୁବ୍ କମ୍ ହୋଇଗଲେ ମଧ୍ୟ ବେକାର ହୋଇଯାଏ ଏହି ଲୁଣ ଆମର ଆୟୁଷ ମଧ୍ୟ ବଢାଇଥାଏ ଏବଂ ଏହି ଲୁଣ ଆମର ଆୟୁଷ ମଧ୍ୟ କମାଇଥାଏ ତେବେ ଆଜି ଆମେ ଲୁଣର କିଛି ଚମତ୍କାରି ଉପାୟ ବିଷୟରେ ଜାଣିବା ଏହି ଉପାୟ କରିବା ଦ୍ୱାରା ମଧ୍ୟ ଆପଣ ଆପଣଙ୍କ ଘରୁ ନକାରାତ୍ମକ ଊର୍ଜା ଗୁଡ଼ିକୁ ବାହାରକୁ ବାହାର କରିଦେଇ ପାରିବେ ଏହି ଲୁଣରେ ଏମିତି ଅଦ୍ଭୁତ ଶକ୍ତି ରହିଥାଏ ଯାହାଦ୍ଵାରା ଘରୁ ନକାରାତ୍ମକ ଉର୍ଜାକୁ ବାହାର କରି ପାରିବେ।

ଦର୍ଶକ ବନ୍ଧୁ ପ୍ରଥମେ ଆପଣ ଅଳ୍ପ ଲୁଣ ଆଣନ୍ତୁ ତାପରେ ଗୋଟିଏ ଲାଲ କପଡ଼ା ଆଣନ୍ତୁ ଏବଂ ସେଥିରେ ଏହି ଲୁଣକୁ ବାନ୍ଧି ଦିଅନ୍ତୁ ତାପରେ ସେହି ଲାଲ୍ କପଡ଼ାକୁ ଆପଣ ଆପଣଙ୍କ ଘରର ମୁଖ୍ୟ କବାଟରେ ଟାଙ୍ଗୀ ଦିଅନ୍ତୁ ଦର୍ଶକ ବନ୍ଧୁ ଏହା କରିବା ଦ୍ୱାରା ଘରେ ନକାରାତ୍ମକ ତଥା ଖରାପ ଶକ୍ତି ପ୍ରବେଶ କରି ପାରିନଥାଏ ଏବଂ କାହାର ନଜର ମଧ୍ୟ ଲାଗି ନଥାଏ ଏହା ବ୍ୟତୀତ ଯଦି ଏହି ଲାଲ୍ କନାକୁ ଆପଣଙ୍କ ଧନ ରଖିବାର ସ୍ଥାନରେ ତାଉପରେ ଟାଙ୍ଗୀ ଦିଅନ୍ତୁ ତେବେ ତାହାଦ୍ୱାରା ମଧ୍ୟ ଆପଣଙ୍କ ଧନର ଦୁଇଗୁଣ ଉନ୍ନତି ହୋଇଥାଏ। ଯଦି ଆପଣ କୌଣସି କାଚ ପତ୍ରରେ ଅଳ୍ପ ଲୁଣ ନେଇ ନିଜର ବାଥରୁମ୍ ରେ ରଖି ଦିଅନ୍ତି ତେବେ ଏହାଦ୍ବାରା ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର ହେବା ସହିତ ଘରେ ସୁଖଶାନ୍ତି ବଢ଼ିଥାଏ। ଦର୍ଶକ ବନ୍ଧୁ ଯଦି ଆପଣଙ୍କ ପିଲାକୁ ନଜର ଲାଗିଛି ତେବେ ଗୋଟିଏ ଚିମୂଟା ଲୁଣ ଆଣି ୭ ଥର ତା ମୁଣ୍ଡରେ ବୁଲାଇ ବହି ଯାଉଥିବା ପାଣିରେ ବା ଟ୍ୟାପ୍ ଖୋଲି ସେହି ପାଣିରେ ପକାଇ ଦିଅନ୍ତୁ ଦେଖିବେ ଆପଣଙ୍କ ପିଲା ଉପରୁ ନଜର ଦୋଷ ଦୂର ହୋଇଯିବ।

Leave a Reply

Your email address will not be published. Required fields are marked *