ନମସ୍କାର ବନ୍ଧୁଗଣ ଏକ ସୁଖୀ ଏବଂ ସମୃଦ୍ଧି ଜୀବନର କାମନା ପ୍ରତ୍ୟେକ ବ୍ୟକ୍ତି କରିଥାନ୍ତି କିନ୍ତୁ ଆମର ସମୟ ଏମିତି ହୋଇଯାଇଥାଏ କି ସଫଳତା ପ୍ରାପ୍ତ କରିବା ପାଇଁ ବୋହୁତ ଚେଷ୍ଟା କରିବା ପରେ ବି ଆମର ଜୀବନର ସବୁ କ୍ଷେତ୍ରରେ ବାରମ୍ବାର ଅସଫଳ ହୋଇଯାଇଛନ୍ତି ଏବଂ ଦୁଃଖୀ ହୋଇ କରି ଜୀବନର ସବୁ ସୁଖର ବଞ୍ଚିତ ହୋଇଯାଇ ଥାଆନ୍ତି। ଆମର ପ୍ରତ୍ୟେକ ସଫଳତା ଏବଂ ଅସଫଳତାର କାରଣ ଆମର କୁଣ୍ଡଳୀରେ ଗ୍ରହର ସ୍ଥିତି ହୋଇଥାଏ। ଯେମିତିକି ଆମେ ସମସ୍ତେ ଜାଣିଛନ୍ତି କି ଆମର କୁଣ୍ଡଳୀରେ ଆମର ଜନ୍ମ ସମୟରୁ ହିଁ କୌଣସି ଗୋଟିଏ ଗ୍ରହର ପ୍ରଭାବ ସବୁଠାରୁ ଅଧିକ ହୋଇଥାଏ। ଯାହା ଅନ୍ୟ ଗ୍ରହ ସହିତ ୟୁକ୍ତି କରିକି ଆମକୁ କେବେ ଶୁଭ ବା ଅଶୁଭ ଫଳ ଦେଇଥାଏ। ଏଥିପାଇଁ ଆମେ ଆମ ଦୈନିକ ଜୀବନରେ ଯେଉଁ ବି କାର୍ଯ୍ୟ କରିଥାନ୍ତି ତାହା ସବୁ ଗ୍ରହମାନଙ୍କର ପ୍ରଭାବରୁ ହିଁ କରିଥାନ୍ତି। ଏଥିପାଇଁ ଆମ ଅସଫଳତାର କାରଣ ବି ଆମର କୁଣ୍ଡଳୀରେ ସ୍ଥିତ ଗ୍ରହର ପ୍ରଭାବ ଏବଂ ଗ୍ରହର ସ୍ଥିତି ହିଁ ହୋଇଥାଏ। କୁହାଯାଏ ଯେଉଁଥି ସମସ୍ୟା ଅଛି ସେଠାରେ ସମାଧାନ ବି ଅଛି। ଆମର ଜ୍ୟୋତିଷ ଶାସ୍ତ୍ର ବି ଏହା କହୁଥାଏ ଆମର କୁଣ୍ଡଳୀରେ କୌଣସି ଗ୍ରହର ସ୍ଥିତି ଯଦି ଖରାପ ଥାଏ ତ ଜ୍ୟୋତିଷ ଶାସ୍ତ୍ରରେ ତାହାର କିଛି ସରଳ ଉପାୟ କୁହାଯାଇ ଅଛି। ଯାହାକୁ ଆପଣାଇକି ଆମେ ସେହି ଗ୍ରହର ଦୁପ୍ରଭବକୁ ନିଶ୍ଚିତ ରୂପେ କମ୍ କରି ପାରିବା। ଜ୍ୟୋତିଷ ଶାସ୍ତ୍ରରେ କିଛି ଏମିତି ଚମତ୍କାରି ଉପାୟ କୁହାଯାଇଛି ଯାହାକୁ ଆପଣାଇକି ଆମେ ରାତାରାତି ଆମର ଭାଗ୍ୟକୁ ଚମକାଇ ଦେଇ ପାରିବା। ଆଜି ଆସନ୍ତୁ ସେହି ଉପାୟ ଗୁଡ଼ିକ ମଧ୍ୟରୁ ଗୋଟିଏ ଉପାୟ ବିଷୟରେ ଜାଣିବା ଯାହାକୁ ଆପଣାଇ କି ଆପଣ ଆପଣଙ୍କ ଭାଗ୍ୟକୁ ଚାମକାଇ ପାରିବେ।
ଏହି ଉପାୟଟି ଏକ ଏମିତି ବାସ୍ତୁ ସହିତ ସମ୍ବନ୍ଧିତ ଅଟେ ଯାହାର ପ୍ରୟୋଗ ଆମେ ପ୍ରତିଦିନ କରିଥାଉ। ନିଶ୍ଚିତ ରୂପେ ଆପଣ ବି ସେହି ବସ୍ତୁକୁ ସାମାନ୍ୟ ଭାବୁଥିବେ କିନ୍ତୁ ସେହି ବସ୍ତୁର ସଦୁପଯୋଗରୁ ହେବାକୁ ଥିବା ଚମତ୍କାରି ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସେହି ବସ୍ତୁ ହେଉଛି ଆପଣଙ୍କ ତକିଆ। କେବଳ ସାମାନ୍ୟ ଦେଖା ଯାଉଥିବା ତକିଆ ଆପଣଙ୍କ ଭାଗ୍ୟକୁ ଚମକାଇ ପାରିବ। ତକିଆ ଏକ ଏପରି ବସ୍ତୁ ହୋଇଥାଏ ଯାହାର ତଳେ କିଛି ବସ୍ତୁ ରଖି କରି ଶୋଇବା ଦ୍ଵାରା ଚମତ୍କାରି ଲାଭ ମିଳିଥାଏ। ଯାହା ଦ୍ଵାରା ରାତାରାତି ଆପଣ ଗରୀବରୁ ଧନୀ ହୋଇପାରନ୍ତି ଏବଂ ଆମ ଜୀବନରେ ଚାଲୁଥିବା ସବୁ ଧନ ସମ୍ପତ୍ତି ସମସ୍ୟା, ସବୁ ପ୍ରକାର ବେମାରୀରୁ ଆମକୁ ମୁକ୍ତି ଦେଇଥାଏ। ତେବେ ଆସନ୍ତୁ ଜାଣିବା ତକିଆ ତଳେ କେଉଁ ଜିନିଷ ରଖିବା ଶୁଭ ହୋଇଥାଏ।
ତୁଳସୀର ଗଛକୁ ହିନ୍ଦୁ ଧର୍ମରେ ସବୁଠାରୁ ଅଧିକ ମହତ୍ତ୍ଵ ଦିଆଯାଇଥାଏ ଓ ପବିତ୍ର ମାନା ଯାଇଥାଏ। ତୁଳସୀ ଅଧାର୍ମିକ, ଧାର୍ମିକ ଏବଂ ବୈଜ୍ଞାନିକ ଗୁଣରେ ଭରପୁର ହୋଇଥାଏ। ତୁଳସୀ ପତ୍ରରୁ ବାହାରୁଥିବା ସକାରାତ୍ମକ ଉର୍ଜା ଆମର ଅନେକ ସଙ୍କଟକୁ ଦୂର କରିପାରେ। ତୁଳସୀର ପତ୍ରରେ ବି ଏକ ଚମତ୍କାରିତା ଶକ୍ତି ରହିଥାଏ। ଏଥିପାଇଁ ଏହି ପତ୍ରକୁ ଆପଣ ତକିଆ ତଳେ ରଖିକି ଶୋଇବା ଦ୍ଵାରା ଶାନ୍ତ ଏବଂ ଭଲ ନିଦ ଆସିଥାଏ। ଖରାପ ସ୍ବପ୍ନ ଆସି ନଥାଏ, ଖରାପ ଚିନ୍ତା ଆସି ନଥାଏ ଏବଂ କୌଣସି ପ୍ରକାରର ଡର ଲାଗି ନଥାଏ। ଏହି ଉପାୟ ଲଗାତାର ୨୧ ଦିନ କରିବା ଦ୍ଵାରା ଆମର ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ ବିନା କୌଣସି ବାଧା ବିଘ୍ନରେ ସଂପୂର୍ଣ୍ଣ ହୋଇଯାଇଥାଏ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ।
ଯଦି ଆପଣଙ୍କୁ ଏମିତି ଲାଗିଥାଏ କି ଆପଣଙ୍କ ଭାଗ୍ୟ ଆପଣଙ୍କୁ ଧୋକା ଦେଉଛି ଏବଂ ଆପଣ ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟରେ ଅସମ୍ପୂର୍ଣ୍ଣ ମନେ କରୁଛନ୍ତି ତ ଏହି ଉପାୟ ଆପଣ ଅବଶ୍ୟ କରିକି ଦେଖନ୍ତୁ। ଆପଣ ପ୍ରତିଦିନ ରାତିରେ ଆପଣଙ୍କ ତକିଆ ତଳେ ମୟୂର ପଙ୍ଖ ଅବଶ୍ୟ ରଖନ୍ତୁ ଏବଂ ସକାଳୁ ଉଠି କରି ସବୁଠାରୁ ପ୍ରଥମେ ସେହି ମୟୂର ପଙ୍ଖର ଦର୍ଶନ କରନ୍ତୁ। ଏମିତି କିଛି ଦିନ ପର୍ଯ୍ୟନ୍ତ କରିବା ଦ୍ଵାରା ଆପଣଙ୍କ କୁଣ୍ଡଳୀରେ ଯାହାବି ଦୋଷ ଥିବ ତାହା ସବୁ ଧିରେ ଧିରେ କମ୍ ହେବାରେ ଲାଗିବ ଏବଂ ଆପଣଙ୍କର ସମସ୍ତ ବିଗିଡି ଯାଇଥିବା କାମ ବନିବାକୁ ଲାଗିବ।
ଯଦି ଆପଣ କୌଣସି କରଜକୁ ସୁଝି ପାରୁ ନାହାଁନ୍ତି, ଆପଣଙ୍କର ଆର୍ଥିକ ସମସ୍ୟା ଲାଗି ରହୁଥାଏ, ଆପଣଙ୍କ ପାଖରେ ପଇସା ରହୁ ନାହିଁ କିମ୍ବା ଆପଣ ଯେତେ କମାଉଛନ୍ତି ତାହା ଆପଣଙ୍କୁ ହେଉ ନାହିଁ ତ ଆପଣ ଏହି ଉପାୟ କରନ୍ତୁ। ଆପଣଙ୍କ ଆଖପାଖରେ ଯଦି ଆପଣ ଦେଖନ୍ତି ତ ଆପଣଙ୍କୁ ଏମିତି ବାସ୍ତୁ ଦେଖାଯିବ ଯେଉଁଥିରେ ସକାରାତ୍ମକତା ଦେଖାଯାଏ, ଯେମିତିକି ଆପଣଙ୍କ ଆରାଧ୍ୟ ଦେବୀ ଦେବତାଙ୍କ ଫଟୋ, କୌଣସି ବି ପବିତ୍ର ପୂଜାର ଚାଉଳ, ହଳଦୀ, ଲୁଣ ଆହୁରି ବୋହୁତ କିଛି। ଏହି ସବୁ ବାସ୍ତୁ ମଧ୍ୟରୁ ନିରନ୍ତର ସକାରାତ୍ମକ ଉର୍ଜା ବାହାରିଥାଏ। ଆପଣ ଏହି ବସ୍ତୁମାନଙ୍କ ମଧ୍ୟରୁ କିଛି ବସ୍ତୁକୁ ଲାଲ୍ କପଡ଼ାରେ ବାନ୍ଧି କରି ଈଶ୍ୱରଙ୍କ ସାମ୍ନାରେ ଅଭିମନ୍ତ୍ରିତ କରି ଆପଣ ତକିଆ ତଳେ ରଖିକି ଶୁଅନ୍ତୁ। କିଛି ଦିନରେ ଆପଣଙ୍କୁ ଆପଣଙ୍କ ସମସ୍ୟାରୁ ମୁକ୍ତି ମିଳିଯିବ ଏବଂ ଆର୍ଥିକ ସ୍ଥିତି ବି ମଜବୁତ୍ ହୋଇଯିବ।
ସୁନା ଏବଂ ଚାନ୍ଦି ଏହି ଦୁଇଟି ଧାତୁର ସମ୍ବନ୍ଧ ଆମର ଗ୍ରାହମାନଙ୍କ ସହିତ ରହିଥାଏ। ଏଥିପାଇଁ ଆମ ଶୋଇବା ତକିଆ ତଳେ ସୁନା ଏବଂ ଚାନ୍ଦିର ପଇସା କିମ୍ବା କୌଣସି ଅନ୍ୟ ବସ୍ତୁ ରଖିକି ଶୋଇବା ଦ୍ବାରା ଏହାର ଲାଭ ଆମର ଆର୍ଥିକ ଏବଂ ପାରିବାରିକ ଜୀବନରେ ହୋଇଥାଏ ଏବଂ ବ୍ୟାପାରରେ ଉନ୍ନତି ମଧ୍ୟ ହୋଇଥାଏ।