ଆପଣ ଙ୍କ ର 2024 ସେପ୍ଟମ୍ବର ମାସ ଟି କିପରି ରହିଛ | ଆସନ୍ତୁ ଜାଣିବା ରାଶି ଚକ୍ର ର ପ୍ରଥମ ରାଶି ହେଉଛି ମେଷ ରାଶି | ଆପଣ ଙ୍କ ରାଶି ର ସ୍ୱାମୀ ହେଉଛନ୍ତି ମଙ୍ଗଳ ଆପଣ ଙ୍କର ତୃତୀୟ ଭାବରେ ଅଛନ୍ତି | ଆପଣଙ୍କର ଦ୍ୱିତୀୟ ଭାବରେ ଅଛନ୍ତି ଦେବ ଗୁରୁ ବୃହସ୍ପତି | ପଞ୍ଚମ ଭାଗରେ ଅଛନ୍ତି ସୁଯ୍ୟ |ଷଷ୍ଟ ଭାଗରେ ଅଛନ୍ତି କେତୁ ଙ୍କ ସହ ଶୁକ୍ର | ଆପଣଙ୍କର ଏକାଦଶ ଭାରେ ଅଛନ୍ତି ଶନି ଏବଂ ଦ୍ୱାଦଶ ଭାବରେ ଅଛନ୍ତି ରହୁ |ଆପଣଙ୍କ ସ୍ଵାସ୍ଥ କୁ ନେଇ କୌଣସି ଚିନ୍ତା କରିବା ଦରକାର ନାହିଁ |
କିନ୍ତୁ ଆପଣ ଯଦି ଅଥିକା ବୁଲନ୍ତି କୋଉଠିକି ଯାତ୍ରା କରନ୍ତି ସାମାଜିକ କାଯ୍ୟ କଳାପରେ ଅଥିକା ସମୟ ବିନିଯୋଗ କରନ୍ତି ସେହି ସମୟରେ ଆପଣ ନିଜ ଦେହର ଧାନ ରଖନ୍ତୁ | ଯଦି କୌଣସି ଜାଗାକୁ ଯାତ୍ରା କରୁଛନ୍ତି ନିଜର ଖାଇବା ପିଇବା ପ୍ରତି ଧାନ ରଖନ୍ତୁ | ଏବଂ ଯଦି ସାମାଜିକ କାଯ୍ୟକଳା ପରେ ବିନିଯୋଗ କରୁଛନ୍ତି ସେତେବେଳେ ବି ନିଜ ଦେହ କଥା ଭାବନ୍ତୁ | ଆପଣଙ୍କ ପଞ୍ଚମ ଭାଗଟି ହୋଇଥାଏ ପାଠପଢା ର ଭାଗ | ଆପଣଙ୍କ ପଞ୍ଚମ ଭାଗର ଅଧିପତି ହେଉଛନ୍ତି ସୂର୍ଯ୍ୟ |16 ସେପ୍ଟେମ୍ବର ପୂର୍ବରୁ ଆପଣ ଙ୍କ ପାଠପଢା ସ୍ତିତି ଭଲ ରହିବ |
ଯଦି ଆପଣ ଙ୍କର କୌଣସି ପରୀକ୍ଷା ଅଛି ସେଥିରେ ଭଲ ହେବ ସଫଳ ମିଳିବ |ଆପଣଙ୍କର ରାଜଯୋଗ ପାଇବେ | 15 ସେପ୍ଟେମ୍ବର ପରେ ପାଠପଢା ରେ ମନ ନ ଲାଗି ପରେ |ଆପଣ ଙ୍କର ମନ ଅନ୍ୟ କୌଣସି ଜିନିଷକୁ ଯାଇପାରେ | ଆପଣଙ୍କ ପଞ୍ଚମ ଭାଗଟି ହୋଇଥାଏ ପ୍ରେମର ଭାଗ ଏବଂ ସନ୍ତାନ ର ଭାଗ |ମଙ୍ଗଳ ଆପଣଙ୍କର ତୃତୀୟ ଭାଗରେ ଅଛନ୍ତି |ଆପଣଙ୍କର ପାଟନର ଆପଣଙ୍କର ଭହୁତ ଯତ୍ନ ନେବେ | ମାତ୍ର 15 ଅଗଷ୍ଟ ପରେ ପ୍ରେମ ଜୀବନ ରେ କିଛି ସମସ୍ୟା ଦେଖାଦେଇପାରେ |ଆପଣଙ୍କ ଭିତରେ ଝଗଡା ହୋଇପାରେ |
କୁଣ୍ଡଳୀ ର ସପ୍ତମ ଭାଗଟି ହୋଇଥାଏ ବୈବାହିକ ଭାଗ 17 18 ସେପ୍ଟେମ୍ବର ପରେ ଆପଣଙ୍କ ବୈବାହିକ ଜୀବନ ଭଲ ରହିବ |କିନ୍ତୁ ତା ପୂର୍ବରୁ କିଛି ତା ସମସ୍ୟା ଦେଖାଦେଇପାରେ |କୁଣ୍ଡଳୀ ର ନବମ ଭାଗଟି ହୋଇଥାଏ ଭାଗ୍ୟ ର ଭାବ |ଆପଣ ଙ୍କର ଦଶମ ଭାଗଟି ହୋଇଥାଏ କରିଅର ର ଭାଗ | ଆପଣ ଯଦି କିଛି କରିବାକୁ ଭାହୁଚନ୍ତି ତାହାଲେ 15 ସେପ୍ଟେମ୍ବର ପୁର୍ବରୁ କରନ୍ତୁ | ଯଦି ନିଜର କାର୍ଯ୍ୟ କ୍ଷେତ୍ର ରେ ପରିବର୍ତନ ଚାହୁଁଛନ୍ତି ସେମାନ ଙ୍କର ପରିବର୍ତନ ହେବାର ସୁଯଗ ରହୁଛି | ଯୋଉଁ ଲୋକ ମାନଙ୍କର ଚାକିରୀ ନାହିଁ ସେମାନଙ୍କୁ 16 ସେପ୍ଟେମ୍ବର ପୂର୍ବରୁ ଚାକିରୀ ମିଳିବାକୁ ଯାଉଛି | ଏହି ମାସ 18 ସେପ୍ଟେମ୍ବର ପୂର୍ବରୁ ଉନତି ଦେଖାଯିବ |ଆପଣ ପ୍ରତି ଦିନ ହନୁମାନ ଚାଳିଶା ପାଠ କରନ୍ତୁ | ଏହା ଦ୍ୱାରା ଆପଣଙ୍କୁ ଶୁଭ ଫଳ ମିଳିବ |