ନମସ୍କାର ବନ୍ଧୁଗଣ ଭାଗ୍ୟ ବୋହୁତ କମୀନା ଜିନିଷ ଅଟେ ଏହା କେତେବେଳେ ପାଲଟି ଯାଏ ଆମକୁ ଜଣା ବି ପଡ଼େନାହିଁ ତେଣୁ ଆଜି ଆସନ୍ତୁ ଦୁନିଆର ଏମିତି କିଛି ଅନଲକି ଲୋକଙ୍କୁ ଦେଖିବା ଯାହାଙ୍କ ଭାଗ୍ୟ ଦେଖିବା ପରେ ଆପଣ କହିବେ ହେ ଭଗଵାନ ସତରେ ଏମାନେ କେତେ ଭାଗ୍ୟହିନ।
କୌଣସି ଦୋକାନ ମାଲିକ ଏବଂ ଚୋରଙ୍କ ମଧ୍ୟରେ କିଛି ଅଜବ ଘଟଣା ଘଟିଲା କାନାଡ଼ାର ଏହି ଦୋକାନରେ ଗୋଟିଏ କପୂଲ୍ ବୋହୁତ ଆରାମରେ ସପିଙ୍ଗ କରି ନିଅନ୍ତି କିନ୍ତୁ ଯେତେବେଳେ ପଇସା ଦେବା ସମୟ ଆସେ ତ ସେମାନେ ସେଠାରେ ବିନା ପଇସା ଦେଇ ଖସିବାକୁ ଚେଷ୍ଟା କରନ୍ତି ସେହି ଟୋକାକୁ ଷ୍ଟୋର ମାଲିକ ଆରାମରେ ଧରିନିଏ କିନ୍ତୁ ଝିଅକୁ ଦୋକାନର ଉପରି ଭାଗକୁ ଯାଇ ଲୁଚିବାକୁ ଚେଷ୍ଟାକରେ ଝିଅର ଭାଗ୍ୟ ତ ଦେଖନ୍ତୁ ସେହି ଜାଗା ଭାଙ୍ଗିଯିବା ଯୋଗୁଁ ଦୋକାନ ମଝିରେ ସେ କଚାଡି ହୋଇପଡେ ପରେ ପୋଲିସ ଝିଅଟିକୁ ଧରି ମାମୁଁ ଘରକୁ ପଠେଇଦିଏ ମାନିବାକୁ ପଡ଼ିବ ସେହି ଝିଅର ଭାଗ୍ୟକୁ ଯେଉଁଠି ଘରର ଛାତ ବି ଭାଙ୍ଗିଗଲା।
ଆପଣ ସପିଂ ମହଲ ଭଳି ଜାଗା ଗୋଡ଼ିକରେ ଏକ୍ସିଲେଟରରେ ବୋହୁତ ଥର ଯିବା ଆସିବା କରିଥିଲେ ଯାହା ନୂଆ ଲୋକଙ୍କୁ କେବେ କେବେ ଅସୁବିଧାରେ ପକାଇ ଦିଏ କିନ୍ତୁ ଏଠାରେ ଏହି ଦୁଇଜଣ ବୁଢ଼ା ଲୋକଙ୍କର ଏକ୍ସିଲେଟରରେ ଉପରେ ଚଢିବା ଏଭରେଷ୍ଟ ପର୍ବତ ଉପରେ ଚଢ଼ିଲା ଭଳି ହୋଇଗଲା କାରଣ ପ୍ରଥମେ ତ ଏମାନେ ବୁଢ଼ା ଥିଲେ ଏବଂ ଦ୍ଵିତୀୟରେ ଏମାନଙ୍କୁ ଯେଉଁ ସେଢ଼ି ଦେଇ ଯିବାର ଥିଲା ସେପଟେ ନଯାଇ ଯେଉଁ ସେଢ଼ି ତଳକୁ ଆସେ ସେଥିରେ ଚଢିବା ଆରମ୍ଭ କରିଦେଲେ ଏହି ବିଚାର ବୁଢାଲୋକମାନେ ଯେତିକି ସ୍ପୀଡ୍ ରେ ଉପରକୁ ଚଢ଼ୁଥିଲେ ସେହି ସେଢ଼ି ସେତିକି ସ୍ପୀଡ୍ ରେ ତଳକୁ ଆସୁଥିଲା।
ଏହି ଯେଉଁ ଝିଅକୁ ଆପଣମାନେ ଦେଖୁଛନ୍ତି ସେ ଦିନର ସବୁଠାରୁ ବୁଦ୍ଧିମାନ ଝିଅଙ୍କ ଠାରୁ ଅନ୍ୟତମ ଯିଏ ଆଜି ଗାଡ଼ିରେ ତେଲ ଭରିବା ଉଦ୍ଦେଶ୍ୟରେ ଘରୁ ବାହାରିଛି ଯେମିତି ସେ ଟାଙ୍କିର ପାଇପ୍ କୁ ତେଲ ଭରିବା ପାଇଁ ଧରିଛି ତ ତାକୁ ଜଣା ପଡ଼ିଲା ଯେ ଗାଡ଼ିର ତେଲ ଟାଙ୍କି ଅନ୍ୟ ଦିଗରେ ରହିଛି ତ କିଛି ଭାବିବାର କାରଣ ଏମିତି ଭୁଲ୍ ସମସ୍ତଙ୍କର ହେଇପାରେ ଏହାପରେ ସେ ପାଣିକୁ ବିଲେଇ ପୁଣି ଟାଙ୍କି ପାଖକୁ ଆଣେ କିନ୍ତୁ ଝିଅର ବୋକମି ଦେଖନ୍ତୁ ଦ୍ୱିତୀୟ ଥର ବି ଗାଡ଼ିର ତେଲ ଟାଙ୍କି ବିପରୀତ ଦିଗରେ ରହିଗଲା ଏବଂ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମିତି ଆଉ କିଛି ଥର ଟ୍ରାଏ କରି ବିଫଳ ହେବା ପରେ ତ ସେ ବିନା ତେଲରେ ସେଠାରୁ ମୁଁହ ଲୁଚାଇ ଚାଲିଗଲା।
ସୁନା ଏକ ଏମିତି ଜିନିଷ ଯାହାକୁ ପାଇବାର ସଉକ ଗରୀବ ଏବଂ ଧନୀ ସମସ୍ତେ ରଖିଥାନ୍ତି ଯେମିତି ଆପଣ ଏହି ଚୋରକୁ ନିଅନ୍ତି ଯାହା ମୁହଁକୁ ଦେଖି ଜଣା ପଡ଼ି ଯାଇଥିଲା ଯେ ତାହା ପାଖରେ ଗୋଟିଏ କାଣି କଉଡ଼ିଟିଏ ନାହିଁ କିନ୍ତୁ ସେହି ଚୋରର ଟାର୍ଗେଟ ଥିଲା କୌଣସି ସୁନା ଜିନିଷ ଧରି ସେଠାରୁ ଫେରାର ହୋଇଯିବା ଏବଂ ସେ ଏମିତି କାମ ବି କଲା କିନ୍ତୁ ଜୁଏଲେରି ଦୋକାନର ମାଲିକ ୟାର ମୁଁହ ଦେଖି ପୂର୍ବରୁ ରୀମୋଟ ଦ୍ଵାରା ଡୋର ବନ୍ଦ କରି ଦେଇଥିଲା ଏବଂ ଚୋର ଧରା ପଡ଼ିବା ପରେ ତାର ଅବସ୍ଥା କଣ ହୋଇଥିବ ଆପଣ ବୁଝି ପାରୁଥିବେ।
ଆଜିକାଲି ପ୍ରତ୍ୟେକ କମ୍ପାନୀ ତାଙ୍କ କମ୍ପାନୀ ପାଇଁ ଏକ୍ସପେରିୟେନ୍ସ ପିଲା ଖୋଜୁଛନ୍ତି ଏବଂ ତାର କାରଣ ହେଉଛି ଅଭିଜ୍ଞତା ଥିବା ପିଲା ଯେକୌଣସି କାମକୁ ଆରାମରେ କରି ପାରନ୍ତି କିନ୍ତୁ ବେଳେ ବେଳେ ଏକ୍ସପେରିୟେନ୍ସ ଥିବା ପିଲା ବି ନିଜ ଭାଗ୍ୟ ଆଗରେ ଫେଲ୍ ମାରି ଯାଆନ୍ତି ଯେମିତି ଏଠାରେ ଏହି ମହାଶୟ ଜଣଙ୍କ ଏହି ଟ୍ରଲିରେ ବିଶାଳ ପେଟି ନେଉଥିଲେ ଯାହାକୁ ସେ ଅତି ଆରାମରେ କରି ପାରନ୍ତି କିନ୍ତୁ ଆଜି ଏହି ଟିକିଏ ଭୁଲ ପାଇଁ ତାଙ୍କର ଗୋଟିଏ ସପ୍ତାହର ଦରମା କଟିଗଲା।