ଦୁର୍ବଳ ଓ ପତଳା ପିଲାଙ୍କୁ ମୋଟା କରିବେ କିପରି ? ଆପଣଙ୍କ ପିଲା ଖୁବ ପତଳା ବୋଲି ଚିନ୍ତା ରେ ଅଛନ୍ତି କି ? ଖାଇବାରେ କରନ୍ତୁ ଏହି ଛୋଟ ପରିବର୍ତନ ଖୁବ ଶୀଘ୍ର ଗୁଲୁଗୁଳିଆ ଦେଖାଯିବ ଆପଣ ଙ୍କ ପିଲା |ଏହି ଖାଦ୍ୟ ସାମଗ୍ରୀ ତିଆରି କରିବା ଉପାୟ |ଆଶନ୍ତୁ ଜାଣିବା – ଗହମ ରୁ ତିଆରି ସୁଜି 6 ରୁ 7 ମାସ ପାଇଁ ଏକ ଚାମଚ ରୁ ଆଥିକ ସୁଜି |
1 ବର୍ଷ ରୁ ଅଧିକ ଛୁଆ ଙ୍କ ପାଇଁ 2 ରୁ 3ଚାମଚ ବେବହାର କରିବେ ପିଲାର ବୟସ ଅନୁସାରେ ଆପଣ ସୁଜି ବେବହାର କରିବେ |ପିଲାଙ୍କ ପାଇଁ ଡ୍ରୟଫୁଡ ରେ କିଛି ପାଣି କିମ୍ବା କ୍ଷୀର ମିଶାଇ ଭଲ ଭାବରେ ଗ୍ରାଇଡିଙ୍ଗ କରିଦିଅନ୍ତୁ |
ପ୍ରଥମେ ଗ୍ୟାସ ରେ ଏକ କଢେଇ ବସାଇ ସେଥିରେ ଏକ ଚାମଚ ଘିଅ ପକାନ୍ତୁ ଘିଅ କାମ ଗରମ ହୋଇସାରିବା ପରେ ସେଥିରେ ସୁଜି ପକାନ୍ତୁ କମ ଆଞ୍ଚରେ ରେ ସୁଜି କୁ ଭାଜନ୍ତୁ ସେଥିରେ ଏକ ଗ୍ଲାସ କ୍ଷୀର ମିଶାନ୍ତୁ ଏହାପରେ ଆପଣ ଗ୍ରାଇଡିଙ୍ଗ କରିଥିବା ଡ୍ରାୟଫୁଡ ସବୁ ପକାନ୍ତୁ ଖାଦ୍ୟା କୁ ମିଠା କରିବା ପାଇଁ ସେଥିରେ ଦୁଇ ଚାମଚ ଚିନି ମିଶାନ୍ତୁ ଓ ଭଲ ଭାବରେ ଗୋଳାଇଦିଅନ୍ତୁ |
୬ ରୁ 7 ମାସ ପିଲାଙ୍କୁ ଏହା ଦେଉଥିଲେ ବେଶୀ ବହଳିଆ କରି କମ ପାଣି କିମ୍ବା କ୍ଷୀର ମିଶାଇ ପଣିଆ ଭାବରେ ପ୍ରସ୍ତୁତ କରନ୍ତୁ |ପିଲା ର ବୟସ 1 ବୟସ ରୁ ଅଥିକା ହୋଇଥାଏ ପିଲା ଯେଭଳି ଖାଇପାରିବ ସେଭଳି ତିଆରି କରନ୍ତୁ | 1 ରୁ 2ମାସ ଜାୟା ଦିନେ ଦିନେ ଚଡି ଏହି ପୃଷ୍ଟିସାର ଖାଦ୍ୟା ଖାଇବାକୁ ଦିଅନ୍ତୁ |