ଯେତେବେଳେ ଏହି ଭୟଙ୍କର ଘଟଣା କ୍ୟେମେରାରେ ରେକର୍ଡ଼ ହୋଇଗଲା, ଆଉ ତାପରେ ଯାହା ହେଲା ଦେଖନ୍ତୁ |

ବନ୍ଧୁଗଣ କେବେ କେବେ କ୍ୟାମେରା ରେ ଏମିତି କିଛି ରେକର୍ଡ ହୋଇଯାଏ ଯାହାକୁ ଦେଖିଲେ ଆମ ଦିମାଗ ହଲିଯାଏ ଆଜି ଆମେ ଜାଣିବା ସେମିତି କିଛି ଘଟଣା ବିଷୟରେ |

ବନ୍ଧୁଗଣ ଆପଣମାନେ ଦେଖିପାରୁଥିବେ କିଛି ଲୋକ ସ୍ମସାନ ଯାଇ ଭିଡିଓ କରୁଥିଲେ ଯେତେବେଳେ ସେମାନେ ଆଗକୁ ଆଗକୁ ଗଲେ ତାଙ୍କୁ ମିଟି କିଛି ଦେଖିବାକୁ ମିଳିଲା ଯେ ସେମାନେ ଏହାକୁ ଦେଖି ଡରିଯାଇଥିଲେ ଯେତେବେଳେ ସେମାନେ ସେ କବର ପାଖକୁ ଗଲେ ସେମାନେ ଦେଖିଲେ ଯେ ଜଣେ ଅଜବ ଲୋକ ସେ କବର ଭିତରେ ବସିଛି ଯେତେବେଳେ ତାକୁ କିଛି ପଚରାଗଲା ସେ କିଛି କହିନଥିଲା ଆଉ କିଛି ସମୟ ପରେ ସେ ସେଠାରୁ ବାହାରି ଚାଲିଯାଇଥିଲା |

ଯେତେବେଳେ ଗୋଟେ ଝିଅ ତା ଘରର ଆଇନା ସଫା କରୁଥିଲା ସେତେବେଳେ ସେ ଝିଅ କିଛି ଅଜବ ଦେଖିଲା ଯାହାକୁ ସେ ନିଜ କ୍ୟାମେରା ରେ ରେକର୍ଡ କଲା ସେ ଦେଖିଲା କି ଯେତେବେଳେ ସେ ଆଇନା କୁ ଅନାଏ ତା ପଛରେ ଆଉ ୨ଜଣଙ୍କ ଭୟାନକ ଚେହେରା ଦେଖାଦିଏ ଯେତେବେଳେ ସିଏ ଏହି ଚେହେରା କୁ ସଫା କରିବାକୁ ଚେଷ୍ଟା କଲା କିନ୍ତୁ ଏହା ସେହି ଜାଗାରୁ ହଟିଲା ନାହିଁ ତେବେ ଆପଣଙ୍କୁ କଣ ଲାଗୁଚି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

ଡିସେମ୍ବର 2019 ରେ ବାଇକ ରେ ଯାଉଥିବା କିଛି ପିଲା ନିଜ ସାଙ୍ଗର ବାହାଘର ରୁ ଫେରୁଥିବା ସମୟରେ ସେମାନେ ଦେଖିଲେ କି ଶୂନ ସାନ ରାତି 1 ସମୟରେ ଗୋଟେ ଝିଅ କେଉଁଠିକି ଯାଉ ଅଛି ଯେତେବେଳେ ସେମାନେ ଯାଇ ତାକୁ ପଚାରିଥିଲେ କି ଏତେ ରାତିରେ ତମେ କୁଆଡେ ଯାଉଛ ସେ ଝିଅ ଏମିତି ଇସାରା ଓ ହରକତ କଲା କି ଏମାନେ ପୁରା ଡରିଯାଇଥିଲେ |

ବନ୍ଧୁଗଣ ସମୁଦ୍ର କୂଳରୁ ସମୁଦ୍ର ଜନ୍ତୁଙ୍କ କଙ୍କାଳ ମିଳିବ କିଛି ନୂଆ କଥା ନୁହେଁ କୀଟୁ ଯେତେବେଳେ ଜଣେ ବ୍ୟକ୍ତି ସମୁଦ୍ର କୂଳରୁ ଗୋଟେ କଙ୍କାଳ ଭାସୁଥିବାର ଦେଖିଲା ସେ ପୁରା ଚକିତ ହୋଇଗଲା କାରଣ ସେ କଙ୍କାଳ ଅଧା ମଣିଷ ଆଉ ଅଧା ମାଛ ର ଥିଲା ଯାହାକୁ ଦେଖି ଆମେ ଜଳପରି କଥା ମାନେ ପଡ଼ିଯାଏ |

ଦର୍ଶକବନ୍ଧୁ ଆପଣମାନେ ଭୁତଙ୍କୁ କେଉଁ ଶୂନଶାନ ଜାଗା କିମ୍ବା କେଉଁ ଖାଲିପଡିଥିବା ଘରେ ଦେଖିଥିବେ କିନ୍ତୁ ଆପଣ କେବେ ଭାବିପାରିବେ କି ଭୁତ କେଉଁ କ୍ରିକେଟ ଷ୍ଟାଡିଅମ ରେ ହଜାର ହଜାର ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିବ ତେବେ ଘଟଣା ଏହା କି ଯେତେବେଳେ ଜିମ୍ବାଵେ ଆଉ ବଙ୍ଗଳାଦେଶ ଟିମ ମଧ୍ୟରେ ଖେଳ ହେଉଥିଲା ସେତେବେଳେ ଅଚାନକ କିଛି ନବାଜି ଉଇକେଟ ଟି ହଲିଯାଇ ତାର ବେଲ ଖସିପଡିଥିଲା ଯେତେବେଳେ ଏହାର ରିପ୍ଲେ ଦେଖାଗଲା ସମସ୍ତେ ଆଶ୍ଚର୍ଯ୍ୟ ଵୋଇଯାଇଥିଲେ |

ବନ୍ଧୁଗଣ ଏହା ଜାଣିବା ପରେ ଆପଣଙ୍କ ପିଲାମାନଙ୍କୁ ରାତିରେ ପାର୍କ ନେବାକୁ କେବେ ଭାବି ମଧ୍ୟ ପାରିବେନି ଯେତେବେଳେ ଗୋଟେ ପାର୍କ ରେ ଗୋଟେ ଛୁଆ ଖସଡ଼ା ଖସୁଥିଲା ଆଉ ଏହାର ଭିଡିଓ ତାର ମା ବନାଉଥିଲା ଯେତେବେଳେ ସେମାନେ ଘରେ ଆସି ସେଇ ଭିଡିଓ ଦେଖିଲେ ସେମାନେ ଚକିତ ରହିଗଲେ ସେ ଭିଡିଓ ରେ ଦେଖିବାକୁ ମିଳେ ଯେ ଯେ ଛୁଆ ପଛରେ ଆଉ ଗୋଟେ ଭୂତୟା ଛୁଆ ର ମୁହଁ ଯାହା ସେମାନଙ୍କୁ ବହୁତ ଡରାଇ ଦେଇଥିଲା |

Leave a Reply

Your email address will not be published. Required fields are marked *