ସେଦିନର ସେ ଅଜୟ ଆଜି ଟଙ୍କା ଦେଇ ପୁଅ ରୁ ହେଲା ଝିଅ ତା ଜୀବନରେ ଏମିତି କଣ ଘଟିଥିଲା | ଆଜି ର ରିଙ୍କି ନାମରେ ପରିଚିତା ସେଦିନ ର ଅଜୟ |ଯାହାକୁ ନେଇ ସବୁଆଡେ କଥାବାର୍ତା |ସେ ଗୁଣୁ ଗୁଣୁ ହୋଇ ଗାଉଛନ୍ତି ଗୀତ ସେଥିଲେ ପୁଅ ଆଜି ସେ ହୋଇଯାଇଛନ୍ତି ସର୍ବଗୁଣା ହାତ ରେ ଶଙ୍ଖ ସିନ୍ଦୂର ଶାଢ଼ୀ|
ସହ ତେବେ ସେ ପୁଅ ଥିଲେ ସତ କିନ୍ତୁ ଏବେ ସେ ସୁନ୍ଦରଝିଅ ନାରୀ ମାନଙ୍କ ପ୍ରତି ହୋଉଥିବା ଅନ୍ୟୟ ସେ ସହି ନ ପାରି ଆଜି ସେ ନାରୀ | ନାରୀମାଙ୍କୁ ନୟା ଦେବାପାଇଁ ପାଇଁ ଆଜି ସେ ଝିଅ | ତେବେ ଏହି ଅଲଗା କାହାଣୀ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶର ବ୍ଲକ ଅନ୍ତରଗତ ନଙ୍କନା ଗାଁ ରେ |
ସେହି ଗାଁ ରବୀନ୍ଦ୍ର ବାରିକ ଙ୍କ 3 ପୁଅ ଭିତରୁ ମଝିଆ ପୁଅ ହେଉଛନ୍ତି ଅଜୟ ବାରିକ ଜଣେ ପୁରୁଷ ଭାବରେ ପାଠ ପଢା ଶେଷ ହେବାପରେ କଲିକତା ରେ ରହି ଏକ ଘରୋଇ କମ୍ପାନୀ ରେ କାମ କରୁଥିଲେ |ଦେଶ ସ୍ୱାଧୀନ ହେବା ପେରେ ଆଜି ବି ନାରୀମାନେ ସ୍ୱାଧୀନ ନାହାନ୍ତି |
ତେଣୁ ଆଜ ର ସମାଜରେ ପୁଅ ଠାରୁ ଝିଅ ଙ୍କ ପାଇଁ ଘୃଣା ଭାବ ସୃଷ୍ଟି ହେଉଛି |ନିଜ ପରିଵାର ଲୋକଙ୍କ ସହମତକମେ ଦିଲ୍ଲୀ ରେ ଏକ ହସ୍ପିଟାଲ ରେ ଡ଼କ୍ଟର ନରେନ୍ଦ୍ର ଙ୍କ ପାଖରେ ଅସ୍ତ୍ର ପଚାର କରାଇଥିଲେ ଅଜୟ |ସମସ୍ତ ପରୀକ୍ଷା ନିରୀକ୍ଷା ପରେ 6 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ସେ ଅଜୟ ବାରିକରୁ ରିଙ୍କି ବାରିକ ପରିଚୟ ପାଇଥିଲେ |