ଦୁଃଖ ସରିବ ସୁଖ ଫେରିବ ସିଂହ ରାଶି ଗଣେଶ ଚତୁର୍ଥୀ ଠାରୁ ଭାଗ୍ୟ ଚମକିବ, ଘଟିବ 4ଘଟଣା…ଦେଖନ୍ତୁ |

ଗଣେଶ ଚତୁଥି ଠାରୁ ସିଂହ ରାଶି ଙ୍କ ପାଇଁ ଏହି ସେପ୍ଟେମ୍ବର ମାସ ଟି କିପରି ରହିବ |ସିଂହ ରାଶି ର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ |ଆପଣ ଙ୍କ ସପ୍ତମ ଭାଗରେ ଅଛନ୍ତି ଶନି |ରାହୁ ଅଷ୍ଟମ ଭାଗରେ ଅଛନ୍ତି|ଦଶମ ଭାଗରେ ଅଛନ୍ତି ଗୁରୁ |ଆପଣ ଙ୍କ କୁଣ୍ଡଳୀ ର ପ୍ରଥମ ଭାଵଟି ହୋଇଥାଏ ସ୍ଵାସ୍ଥ | ଆପଣ ଙ୍କର ରାଶି ର ସ୍ୱାମୀ ନିଜ ଗୃହରେ ଅଛନ୍ତି ଏହି ମାସଟି ଆପଣ ଙ୍କର ଭଲ ରହିବ | ଷୋହଳ ସେପ୍ଟେମ୍ବର କୁ ସୂର୍ଯ୍ୟ ଆପଣଙ୍କର ଦ୍ୱିତୀୟ ଭାଗକୁ ଚାଳନ କରିବେ | ଶନି ଙ୍କର ଦୃଷ୍ଟି ଆପଣ ଙ୍କର ପ୍ରଥମ ଭାଗରେ ରହୁଛି | ଆପଣ ଙ୍କ ସ୍ଵାସ୍ଥ କୁ ନେଇ କୌଣସି ବଡ଼ ସମସ୍ୟା ନାହିଁ |

ଆପଣ ଙ୍କର ପାଞ୍ଚମ ଭାଗଟି ହୋଇଥାଆ ଶିକ୍ଷା ର ଭାଗ | ଆପଣ ଙ୍କର ପାଞ୍ଚମ ଭାଗର ଏଥିପତି ହେଉଛନ୍ତି ଦେବଗୁରୁ ଶୁକ୍ଳ ଯେକି ଆପଣ ଙ୍କର ଦଶମ ଭାଗରେ ବିରାଜ ମାନ ଅଛନ୍ତି | ଏହି ମାସରେ ଆପଣ ଙ୍କର ଶିକ୍ଷା କ୍ଷେତ୍ର ଭଲ ରହିବ |ସୂର୍ଯ୍ୟ ଙ୍କର ସ୍ଥିତି ଭଲ ରହିଛି ବୁଦ୍ଧଙ୍କର ବି ଭଲ ରହିଛି | ପାଠ ପଢାକୁ ନେଇକି ଆପଣ ଙ୍କ ମନ ରେ ଭଲ ଭାବନା ରହିବ | ଯଦି ଏହି ମାସ ରେ ଆପଣ ଙ୍କର କୌଣସି ପରୀକ୍ଷା ରହିଛି ନିହାତି ଭାବରେ ଶୁଭ ଫଳ ମିଳିବ | ଆପଣ ଙ୍କର ଜୀବନ ସାଥି ଙ୍କ ମଧ୍ୟରେ କିଛି ସମସ୍ୟା ଦେଖାଦେଇପାରେ |

ଗୁରୁ ଆପଣଙ୍କର ଦଶମ ଭାଗରେ ଅଛନ୍ତି ଆପଣଙ୍କ ର ଛୋଟ ମୋଟ ଝଗଡ଼ା ଦେଖାଦେଇପାରେ | ଆପଣଙ୍କର ସମାଧାନ ବି ଜଲ୍ଦି ହୋଇଯିବ | ଆପଣଙ୍କର ର ସପ୍ତମ ଭାଗଟି ହୋଇଥାଆ ବୈବାହିକ ଜୀବନ ଆପଣ ଙ୍କର ସପ୍ତମ ଭାଗଟି ହେଉଛନ୍ତି ଶନି | ଆପଣଙ୍କ ଜୀବନରେ ଆଗରୁ କିଛି ସମସ୍ୟା ଥିଲା ତାହା ଦୂର ହେବାକୁ ଯାଉଛି | ଆପଣ ଙ୍କର ନବମ ଭାଗଟି ହୋଇଥାଆ ଭାଗ୍ୟର ଭାଗ | ଆପଣ ଯଦି କିଛି ଆରମ୍ଭ କରିବାକୁ ଚାହୁଁଛନ୍ତି ତାହାଲେ ଏ ମାସ ରେ କରିପାରିବେ |ଯଦି କୌଣସି ଜିନିଷ କିଣା ବିକା କରିବାକୁ ଚାହୁଁଛନ୍ତି କରିପାରିବେ | 18 ସେପ୍ଟମ୍ବର ପରେ ଆପଣ ଙ୍କୁ ଚାକିରୀ ମିଳିବାର ଯୋଗ ରହିଛି | ଆପଣଙ୍କର ବେପାରବାଣିଜ୍ୟ କୁ ନେଇ ଏ ମାସ ଟି ଭଲ ଅଛି |

Leave a Reply

Your email address will not be published. Required fields are marked *