ଭଗବାନଙ୍କ ନାମ ନେଇଁ ବାଛନ୍ତି ଗୋଟିଏ ନଂ ଆଉ ଦେଖନ୍ତୁ ଆପଣ ଙ୍କୁ କୋଉ ଖୁସି ଖବର ଜଲ୍ଦି ମିଳୁଛି | ଏମିତି କେହି ନାହାନ୍ତି ଯେ ଯାହାଙ୍କ ର ଜୀବନରେ ଦୁଃଖ ନାହିଁ |
ଆପଣ ଯଦି ନଂ 1 ବାଛନ୍ତି ତାହାଲେ ଆପଣଙ୍କର କୌଣସି କାମ ହେବା ପୂର୍ବରୁ ବନ୍ଦ ହୋଯାଉଥିଲା |ପଇସା ଫଶି ରହିଥିଲା ଆପଣ କୌଣସି ରୁଣ କରିଥିଲେ ତାହା ସୁଜିବାର ସମୟ ଆସିଯାଇଛି |ଆପଣ ଯୋଉଁ କାମ ରେ ହାତ ଦେବେ ତାହା ସଫଳ ପାଇବେ | ଆପଣ ଜମା ବି ନିରାଶ ହୁଅନ୍ତୁ ନାହିଁ |ଯାହା ବି କିଛି ସମସ୍ୟା ଥିଲା ତାହା ଦୂର ହେବାକୁଯାଉଛି |
ଆପଣ ପ୍ରଥମ ନଂ ଟି ବାଛିଛନ୍ତି ତେବେ ଆପଣ ସବୁ କାମ ରେ ପ୍ରଥମ ହେବେ |ସୁଖ ର ସୁବିଧାର ଯୋଗ ଆପଣ ଙ୍କ ନିକଟ କୁ ଆସିଯାଇଛି | ଆପଣ ଙ୍କ ସମୟ ସୁଖମାୟ ହେବାକୁ ଯାଉଛି | ଆପଣ ଯୋଉଁ କାମ କରିବାକୁ ଇଛା କରିଛନ୍ତି ତାହାନିହାତି ମିଳିବ | ଆପଣଙ୍କର ର ଖରାପ ଦଶା ହେତୁ ଭହୁତ କଷ୍ଟ ପାଇସାରିଛନ୍ତି |ଆପଣ ଙ୍କ ଜୀବନ କାଳ ରେ 2 3 ଟି ଖରାପ ଦଶା ରହିଅଛି | ପଣ୍ଡିତ ଙ୍କ ଦୂର ଜାତକ ଦେଖାଇଦିଅନ୍ତୁ ଏବଂ ତାର ନିରାକାରଣ କରିଦିଅନ୍ତୁ ହନୁମାନ ଚାଳିଶା ନିହାତି ପଢନ୍ତୁ |
ଆପଣ ଯଦି ନଂ 2 ବାଛିଛନ୍ତି ତାହାଲେ ଆପଣ କରି ଥିବା କାମ ସବୁ ବିଗିଡି ଯାଉଛି ଆପଣ କରିଥିବା କାମ ସଫଳ ମିଳୁନାହିଁ |ନିଜ ଲୋକ ବି ଧୋକା ଦେଉଛନ୍ତି | ଆପଣ ନିଜ ଜୀବନ ଠାରୁ ଅଥିକା ଯାହାକୁ ବିଶ୍ୱାସ କରିଥିଲେ ସେ ମଧ୍ୟ ଆପଣଙ୍କ ସହ ଧୋକା ଦେଉଛି |ଅପାଙ୍କ ସାଙ୍ଗ ସାଥି ମାନେ ଦୁରେଇଯାଇଛନ୍ତି |ସତ କଥା କହିବାକୁ ଗଲେ ଆପଣ ଙ୍କ ପାଖରେ ଏବେ ଅର୍ଥ ର ଘୋର ଅଭାବ ଦେଖାଦେଇଛି |ହେଲେ ଆପଣ ଜମା ବି ବେସ୍ତ ନହୋଇ ଯାହା ଖରାପ ସମୟ ଚାଲିଥିଲା ତାହା ଦୂର ହେବାକୁ ଯାଉଛି ଆପଣଙ୍କ ଜୀବନରେ ଭଲ କର୍ମ ଶୁଭ ଅଛି |
ଆପଣ ଆଗରୁ ଭଲ କାମ କରିଥିଲେ ଯାହା ଆପଣ ଙ୍କୁ ପ୍ରାପ୍ତ ହେବାକୁ ଯାଉଛି | ଆପଣଙ୍କ ଉପରେ ଯଦି ପଥର ପଡ଼ିବାର ଥିଲା ତାହା ଗୋଡି ସଦୁସ୍ୟ ହୋଇପଡିଛି |ଆପଣଙ୍କ ଜୀବନରେ ସେ ସବୁ ଦୁଃଖ ଆଉ ରହିବ ନାହିଁ |ଏବେ ଆପଣ ଙ୍କର ଶୁଭ ସମୟ ଚାଲିଅଛି |ସନ୍ତାନ ସୁଖ ମିଳିବାକୁ ଯାଉଛି | ଆପଣ କୌଣସି କାମରେ ସାନମାନ ମିଳିବାକୁ ଯାଉଛି |ଧନ ର ସମସ୍ୟା ଦୂର ହେବାକୁ ଯାଉଛି | ଆଉ କଷ୍ଟ ଭୋଗିବାକୁ ପଡ଼ିବନାହିଁ |ଆପଣ ଙ୍କ ସନ୍ତାନଙ୍କ ର ଉନତି ହେବ | ଆପନଙ୍କ ର ଯାହା ବି ରୋଗ ଥିଲା ସେ ସବୁ ଦୂର ହେବାକୁ ଯାଉଛ |ଆପଣଙ୍କୁ ସମୟ ଅନୁସାରେ ଧନ ପ୍ରାପ୍ତି ହେବ ଜମା ବି ବେସ୍ତ ହୁଅନ୍ତୁ ନାହିଁ |