ମେଡ଼ିକାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି ଏହି ଲୋକପ୍ରିୟ ହିରୋଇନ |

ଚଳଚିତ୍ର ଜଗତପାଇଁ ଯାହାକି ଏକ ଦୁଃଖ ଦାୟକ ଖବର ଆସିଛି ଏହି ପ୍ରସିଦ୍ଧ ଅଭିନେତ୍ରୀ ମେଡ଼ିକାଲରେ ଭର୍ତି ହୋଇଛନ୍ତି | ତେବେ କାହିଁକି କଣ ହୋଇଛି ତାଙ୍କର ଆସନ୍ତୁ ଜାଣିବା | ମେଡ଼ିକାଲରେ ଏକ ଭିଡ଼ିଓ ସେଆର କରିଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ |

ଏହା ବ୍ୟତୀତ ଏହି ଲୋକପ୍ରିୟ ଅଭିନେତ୍ରୀ ମେଡ଼ିକାଲର ଏକ ରାଜକୀୟ ଘର ରୁମ୍ ରେ ସେ ଅକ୍ସିଜେନ ନେଉଥିବାର ଦେଖିବାକୁ ମିଳିଛି | ତାଙ୍କୁ ବହୁତ ବଡ ଆଘାତ ଲାଗି ରକ୍ତ ବାହାରିବା ଦେଖିବାକୁ ମିଳିଛି ଏହି ଖରାପ ଅବସ୍ଥାରେବି ଫେସନକୁ ସାଇଡ ଲାଇନ କରୁନାହାନ୍ତି ଏବଂ ସେ ଗାଉନ ପିନ୍ଧିଛନ୍ତି |

ଏଥିସହିତ ସେ ଆରାମରେ ବସି କିଛି ପଢ଼ୁଥିବା ନଜର ଆସୁଛନ୍ତି | ଲୋକପ୍ରିୟ ଅଭିନେତ୍ରୀ ଊର୍ବଶୀଙ୍କ କଣ ହୋଇଛି ଏବଂ ସେ ଅଚାନକ ମେଡ଼ିକାଲରେ କାହିଁକି ଭର୍ତି ହୋଇଛନ୍ତି ଏହାକୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ | ଉର୍ବଶୀ ଏହି ଭିଡ଼ିଓକୁ ସେଆର କରି ଫ୍ୟାନ ମାନଙ୍କୁ କହିଛନ୍ତି ଯେ ଖୁବ ଶୀଘ୍ର ଠିକ ହୋଇଯିବେ |

ସମସ୍ତେ ପ୍ରାଥନା କରନ୍ତୁ ବର୍ତମାନ ସୋସିଆଲ ମିଡିଆରେ ଅଭିନେତ୍ରୀ ଉର୍ବଶୀଙ୍କ ଏହି ଭିଡ଼ିଓ ଖୁବ ଜୋରରେ ଭାଇରଲ ହେଉଛି | ଫ୍ୟାନ ମାନେ କମେଣ୍ଟ କରି ପାର୍ଥନା କରିବା ଦୂରର କଥା ତାଙ୍କୁ ଟ୍ରୋଲ କରିଛନ୍ତି | ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରାଉତଲା ଏବେ ହସ୍ପିଟାଲରେ ଭର୍ତ୍ତି | ତେବେ ସେ ଖୁବ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ | ଭବନଙ୍କ ନିକଟରେ କିଛି ଫ୍ୟାନ ମନେ ମଧ୍ୟ ପ୍ରାଥନା କରିଛନ୍ତି |

Leave a Reply

Your email address will not be published. Required fields are marked *