ବନ୍ଧୁ ଗଣ ଆଜି ଆମେ ଆଲୋଚନା କରିବା ଏମିତି ଏକ ସମସ୍ୟା ବିଷୟରେ ଅଧିକାଂଶ ଲୋକ ହଇରାଣ ହୋଇଥାନ୍ତି | କୋଷ୍ଟକାଠିନ୍ୟ ବିଷୟରେ | ଏହି ପ୍ରାୟତ ପେଟ ଯଦି ସଫା ନହୁଏ ପୁରା ଦିନ ଖରାପ ହୋଇଯିବ | ଆପଣ ମେଡିସିନି ଖାଇ ଠିକ କରିବାକୁ ଚାହୁଁଛନ୍ତି ତେବେ ଆପଣ ବହୁତ ବଡ ଭୁଲ କରୁଛନ୍ତି | ଏହା ଦ୍ୱାରା ଆପଣ ଙ୍କୁ ମେଡ଼ିସିନ ଉପରେ ନିଭର ହେବାକୁ ପଡିବ |
ଯେବେ ଆପଣ ଖାଇବା ପିଇବାରେ ପରିବର୍ତନ କରନ୍ତି ଏହାକୁ ଠିକ କରିବାକୁ ଚେଷ୍ଟା କରନ୍ତି ହେଇପରେ ସମୟ ଲାଗିପାରେ | ଆପଣ ବାହାର ଜିନିଷ ଖାଅନ୍ତୁନାହିଁ | କେବେ କେବେ ଏସବୁ ସମସ୍ୟା ଅଥିକା ହୋଇପାରେ| ଆପଣ ପ୍ରଥମେ ଜୁଆଣି ଏବଂ ଗୁଡ଼| ଆପଣ ଦୁଇ ଚାମଚ ଗୁଡ଼ ନିଅନ୍ତୁ ଏକ ଚାମଚ ଜୁଆଣି ନିଅନ୍ତୁ | ଗୁଡ଼ ରେ ଜୁଆଣି ମିଶାନ୍ତୁ ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ |
ଯଦି ଆପଣ ଏଥିରୁ ଅଥିକା ଫଳ ପାଇବାକୁ ଚାହୁଁଛନ୍ତି ତାହା ହେଲେ ଗୋଟିଏ ସସ୍ପେନ୍ସ ରେ ଏକ ଚାମଚ ଜୁଆଣି ନେଇ ଟିକେ ଭାଜନ୍ତୁ ତାପରେ ଏଥିରେ ଗୁଡ଼ ପକାନ୍ତୁ ଦୁଇଟି ଜିନିଷ କୁ ଭଲ ଭାବରେ ମିକ୍ସ କରନ୍ତୁ | ତାପରେ ଏହାକୁ ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ |ଏବଂ ରାତିରେ ଶୋଇବା ପୂର୍ବର ରୁ ଏହାକୁ ସେବନ କରନ୍ତୁ ତାପରେ ଏକ ଗ୍ଳାସ ଉଷୁମ ପାଣି ପିଦିଅନ୍ତୁ |
ଜୁଆଣି ରୁ ଥାଇମର ମିଳିଥାଏ ଯାହା କି ଏକ ପ୍ରକାର ପେନକିଲର ଅଟେ ଯାହା ହଜମ ଶକ୍ତି କୁ ବଢ଼ାଇଥାଏ | ଗୁଡ଼ ଏବଂ ପ୍ରାକୃତିକ ଜିନିଷ ଅଟେ ଯାହା କି ଆପଣ ଙ୍କୁ ମଳଜନିତ ରୋଗ ରୁ ଦୁରେଇ ରଖେ | ଏହି ଦୁଇଟି ଜିନିଷ ମିଶି କବଚ ସହ ଲଢ଼ିବାରେ ସାହାଯ୍ୟ କରେ | ଏହାର ସବୁଦିନ ବେବହାର ଆପଣ ଙ୍କୁ ଭହୁତ ଭଲ ପ୍ରଦାନ କରିଥାଏ | ଏହା ସବୁ କବଚ ରୁ ଆପଣ ଙ୍କୁ ମୁକ୍ତି ଦେଇଥାଏ |