ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ କିଛି ଭ୍ରଷ୍ଟ ଏବଂ ଲାଞ୍ଚୁଆ ସରକାରୀ କର୍ମଚାରୀଙ୍କୁ ଦେଖିବା ଯାହାଙ୍କ କାମ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ଏବଂ ଆପଣଙ୍କ ମୁଣ୍ଡ ଗରମ ହୋଇଯିବ।
ଏଠାରେ ଜଣେ ସରକାରୀ କର୍ମଚାରୀ ନିଜ ଡିଉଟିରେ ଥିବା ଅବସ୍ଥାରେ ମାଲ୍ ପିଉଥିଲେ ଦେଖନ୍ତି କେମିତି ମଦର ବୋତଲ ଏମାନଙ୍କ ଟେବୁଲ୍ ଉପରେ ପଡ଼ିଛି କିନ୍ତୁ ଠିକ୍ ସମୟରେ ଉପର ଅଫିସର ରେଡ୍ କରିଦିଅନ୍ତି ଏବଂ ରେଡ୍ ହ୍ୟାଣ୍ଡେଡ ଏମାନଙ୍କ କଳା କାରନାମା ଧରା ପଡ଼ିଯାଏ ଯେତେବେଳେ ଉପର ଅଫିସର ଏହା ପଚାରନ୍ତି ଯେ ଆପଣ ଏ କଣ କରୁଛନ୍ତି ତ ଉତ୍ତର ମିଳେ ସାର୍ ଆମେ ଟିକେ ରିଲାକ୍ସ ହେଉଥିଲୁ କିନ୍ତୁ ମହାଶୟଙ୍କ ରିଲାକ୍ସ ହେବା ସେଦିନ ତାଙ୍କ ଚାକିରୀ ନେଇଗଲା।
ଏଠାରେ ଗୋଟିଏ ଟ୍ରାଫିକ ପୋଲିସ୍ ବି ବାଇକ୍ ବାଲା ଠାରୁ ଲାଞ୍ଚ ନେଇଥିବା ଅବସ୍ଥାରେ କ୍ୟାମେରାରେ ରେକର୍ଡ ହୋଇଗଲା ଅସଲରେ ପୋଲିସ୍ ଜଣଙ୍କ ବାଇକ୍ ବାଲାର ଚାଲାଣ କାଟିବା ପାଇଁ ତାକୁ ଅଟକାଇ ଥିଲା ଏବଂ ଗାଡ଼ିର ଚାବି ନେଇଗଲା ପରେ ଦେଖାଗଲା ଯେ ଲାଞ୍ଚ ନେବାପରେ ହିଁ ଟ୍ରାଫିକ ପୋଲିସ ବାଇକ୍ ର ଚାବି ଫେରାଇ ଥିଲା।
ଏଠାରେ ରେଲୱେ ଟିକେଟ କାଉଣ୍ଟରରେ ବସିଥିବା ଏହି କର୍ମଚାରୀର ଗୋଟିଏ ଛାତ୍ର ଉପରେ ଦାଦାଗିରି ଦେଖିବାକୁ ମିଳିଲା ଆଉ ଏଠାରେ ଏହି ସରକାରୀ କର୍ମଚାରୀ ଛାତ୍ର ଜଣଙ୍କୁ ବାରମ୍ବାର କରିଥିଲା ଯେ ମୁଁ ତମକୁ ପେନ୍ ଦେଇ ଦୟା କରିଛି କିନ୍ତୁ ଛାତ୍ର ଜଣଙ୍କ ବି ଏତେ ସହଜରେ ଛାଡ଼ିବା ପିଲା ନଥିଲା ସେ ସେହି ଅହଂକାରୀ ସରକାରୀ କର୍ମଚାରୀକୁ ତା ଓକାତ୍ ଦେଖାଇ ଦେଲା।
ଦର୍ଶକ ବନ୍ଧୁ ଏହି ଘଟଣା ଆପଣଙ୍କୁ ଯେତିକି ଫନୀ ସେତିକି ଅଜବ ଲାଗିବ ଏଠାରେ ଦିଲ୍ଲୀର ଡେପୁଟି ସିଏମ୍ ମଣି ଶିଶୁଦିଆ ହଠାତ୍ ଏକ ସରକାରୀ ଅଫିସରେ ପହଞ୍ଚିଗଲେ ଏବଂ ସବୁକିଛି ଚେକ୍ କରିବାକୁ ଲାଗିଲେ ଡେପୁଟି ସିଏମ୍ କୁ ଦେଖି ସମସ୍ତ କର୍ମଚାରୀ ସଚେତ ହୋଇଗଲେ କିନ୍ତୁ ଏହି ଭାଇ ଜଣଙ୍କ ଫିଲ୍ମ ଦେଖିବାରେ ବ୍ୟସ୍ତ ଥିଲେ ତାଙ୍କୁ ଜଣା ବି ନଥିଲା ଯେ ତାଙ୍କ ପଛରେ ଡେପୁଟି ସିଏମ୍ ଛିଡ଼ା ହୋଇଛନ୍ତି ଯେତେବେଳେ ମହାଶୟ ପଛକୁ ବୁଲିଲେ ତ ତାଙ୍କ ହୋସ ଉଡ଼ିଗଲା।
ଏହି ଘଟଣା ଦିଲ୍ଲୀ ଏୟାରପୋର୍ଟର ଅଟେ ଯେଉଁଠି ଏୟାର ଇଣ୍ଡିଆର କର୍ମଚାରୀର ବ୍ୟବହାର ଆପଣଙ୍କ ମୁଣ୍ଡ ଗରମ କରି ଦେଇପାରେ ଭିଡିଓ ବନାଉଥିବା ଯୁବକର କରିବା ଅନୁସାରେ ସେ ସକାଳ ୫ ଟାରୁ କାଉଣ୍ଟର ପାଖରେ ଅପେକ୍ଷା କରିଛି କିନ୍ତୁ ଏହି ମ୍ୟାଡ଼ାମ୍ ତାଙ୍କ କାମ କରୁନାହିଁ ଏମିତିକି ମ୍ୟାନେଜରଙ୍କୁ ଡାକିବା ପାଇଁ ମନା କରିବାରୁ ଶେଷରେ ବାଧ୍ୟ ହୋଇ ଯୁବକ ଜଣଙ୍କ ଭିଡିଓ ବାନାଇବା ଠିକ୍ ଭାବିଲା ଏହାପରେ ଆଉଜଣେ କର୍ମଚାରୀ ଆସିଲା ଆଉ ସେ ବି ମ୍ୟାଡ଼ାମ୍ ଙ୍କ ସପକ୍ଷରେ କଥା କହିଲା ଯାହାପରେ କେବଳ ସେ ଯୁବକ ନୁହଁନ୍ତି ବରଂ ଅନ୍ୟ ଯାତ୍ରୀମାନେ ମଧ୍ୟ ଏହି ମହିଳା କର୍ମଚାରୀର ବ୍ୟବହାରକୁ ବିରୋଧ କଲେ।
ପୋଲିସ ବାଲାର ବି ଚାଲାଣ କଟିପାରେ କେବଳ ଚାଲାଣ କାଟିବା ଲୋକ ଥିବା ଦରକାର ଯେମିତି ଏଠାରେ ଜଣେ ଲୋକ ରାସ୍ତାରେ ବିନା ହେଲମେଟରେ ଯାଉଥିବା ଜଣେ ପୋଲିସ୍ କୁ ଅଟକାଇ ଦେଲା ଲୋକଟି ପୋଲିସ୍ ର ବାଇକ୍ କୁ ରାସ୍ତା କଡ଼ରେ ରଖିଦେଲା ଏବଂ ସେଠାରେ ଟ୍ରାଫିକ ପୋଲିସକୁ ଡାକି ଏହି ପୋଲିସ୍ ର ଚାଲାଣ କଟାଇଲା ସେଦିନ ଏହି ଲୋକଟି ସେହି ପୋଲିସ୍ ବାଲାକୁ ବିଚ୍ ରାସ୍ତାରେ ଦିନ ଦ୍ୱିପ୍ରହରରେ ଆଇନର ପାଠ ପଢାଇଲା।
ଲକ୍ ଡାଉନ୍ ସମୟରେ ଯେତେବେଳେ କିଛି ପୋଲିସ୍ ସାଧାରଣ ଲୋକମାନଙ୍କର ସାହାଯ୍ୟ କରୁଥିଲେ ତ ପଞ୍ଜାବର ଫଗୁୱାର୍ ରେ ଏହି ପୋଲିସ୍ ଅଫିସର ବିଚାର ଗରୀବ ପରିବା ବିକଳୀଙ୍କ ପରିବାକୁ ଫୋପାଡି ସେମାନଙ୍କ ପେଟକୁ ଲାତ ମାରିଲା ଯାହାକୁ ଯେତେ ନିନ୍ଦା କରିଲେ ବି କମ୍ ପଡ଼ିଯିବ।