ମା ଲକ୍ଷ୍ମୀ ଏହି ଘର କୁ ଅଶାନ୍ତି ନାହିଁ | ଯଦି ଆମେ ଏପରି କିଛି ଭୁଲ କରନ୍ତି | ୩ଟି ଜିନିଷ ପୂଜା ଘରେ ରହିବା ନିହାତି ଆବଶକ୍ୟ | ଆସନ୍ତୁ ଜାଣିବା ଏହି ଅଶୁଭ ଜିନିଷ ଗୁଡିକ ଯାହା ଠାକୁର ଘରେ ରଖିଲେ ଅଶୁଭ ହୋଇଥାଆ | ମନ୍ଦିରେ ର ରେ ମାଟିର ତିଆରି ଦୀପ ନିହାତି ରହିବା ଦରକାର | ଯଦି ଆପଣ ମାଟିର ରେ ତିଆରି ଦୀପ ରଖିପାରିବେନି ଧାତୁ ର ତିଆରି ଦୀପ ରଖିବା ଦରକାର | ଆପଣ ଚାହିଁଲେ ଗୋବର ର ତିଆରି ଘଷି ରଖିକରି ଏହା ଉପରେ ଗୁଡ଼ ଏବଂ ଘିଅ ରଖିକରି ଏହାର ଧୂପ ଦେଇପାରିବେ |
ଏମିତି କରିବା ଦ୍ୱାରା ଘରେ ସୁଖ ଶାନ୍ତି ବନିରହିଥାଏ | ଘର ର ମନ୍ଦିର ରେ ଶସ୍ତୀକ ରହିବ ନିହାତି ଦରକାର | କାହିଁକି ନା ଆପଣ ଙ୍କ ଘରେ ଶସ୍ତୀକ ଶକ୍ତି ସୌଭାଗ୍ୟ ଏବଂ ଶୁଭ ର ପ୍ରତୀକ ହୋଇଥାଆ | କୌଣସି ଶୁଭ କାମ କରିବା ପୃବରୁ ରୁ ଶସ୍ତୀକ କରାଯାଇଥାଆ | କଳସ ହେଉଛି ସୁଖ ଶାନ୍ତି ର ପ୍ରତୀକ ଅଟେ | କଳସ ଉପରେ ସିନ୍ଦୁର ରେ ଶସ୍ତୀକ କରି କଳସ ଅବଶ୍ୟ ରଖନ୍ତୁ ତାହା ପରେ ଘରେ ସୁଖ ଶାନ୍ତି ଲାଗିରହିବ | ଶଙ୍ଖ ମା ଲକ୍ଷ୍ମୀ ର ପ୍ରିୟ ଅଟେ ଶଙ୍ଖ ର ଧୋନୀ ଦ୍ୱାରା ଘରେ ସାକାରାମତ୍କ ଶକ୍ତି ଦୂର ହୋଇଥାଆ |
ଏଥି ପାଇଁ ଶଙ୍ଖ ଘରେ ରଖିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି | ସେହି ଘରେ କେବେବି ଧନର କମି ହୋଇନଥାୟ | ଘଣ୍ଟି କୁ ଘରେ ରଖିବା ଦ୍ୱାରା ଶୁଭ ହୋଇଥାଏ | ଘଣ୍ଟି ର ଶବଦ ହୋଇଥାଏ ସେଠାକାର ବାତାବରଣ ପ୍ରବିତ୍ର ବନିଥାଏ | ସୁଖ ମିଳିଥାଏ | କେବେବି ଗଣେଶ ଙ୍କର ମୃତ୍ତି କୁ ଏକ ,ତିନି ,ପାଞ୍ଚ ରଖନ୍ତୁ ନାହିଁ | ପ୍ରଭୁ ଗଣେଶ ଙ୍କର କେବଳ ୨ଟି ମୃତ୍ତି ରଖନ୍ତୁ | ଏହାକୁ ଶୁଭ ମନା ଯାଏ | ଆପଣ କେବେ ବି ଭାଙ୍ଗିଯାଇଥିବା ଚାଉଳ ରଖନ୍ତୁ ନାହିଁ | ପୃର୍ବରୁ ଛଡାଯାଇଥିବା ଚାଉଳ ନକାରତ୍ମକ ଅଟେ | ମନ୍ଦିରେ ରଖାଯାଇଥିବା ଚାଉଳ ର ହଳଦୀ ମିସାଇକି ବେବହାର କରନ୍ତୁ |