Tula ରାଶି ଆଗାମୀ ୩ମାସ ସବୁକିଛି ବର୍ବାଦ ହେଇଯିବ ମିଳିବନି କିଛି, ଜଲଦି ଦେଖନ୍ତୁ |

ତୁଳା ରାଶି ଙ୍କ ପାଇଁ ଏକ ଖବର | ଆପଣ ଙ୍କର ଅକ୍ଟାବର,ନେଭେମ୍ବର ,ଡିସେମ୍ବର ମାସ ଏହି ତିନି ଟି ମାସ ଆପଣ ଙ୍କର କେମିତି କାଟିବ | ସପ୍ତମ ରାଶି ହେଉଛି ତୁଳା ରାଶି | ତୁଳା ରାଶି ର ସ୍ୱାମୀ ହେଉଛନ୍ତି ଶୁକ୍ର | ଶୁକ୍ର ଆପଣ ଙ୍କର ପ୍ରଥମ ଗୃହ ରେ ଅବସ୍ଥାନ କରିଛନ୍ତି | ପଞ୍ଚମ ଗୃହ ରେ ଶନି ଅଛନ୍ତି |ଅକ୍ଟାବର ମାସ ପର ଠାରୁ ନଭେମ୍ବର ଡିସେମ୍ବର ମାସ ଆପଣ ଙ୍କର ଭଲ ରହିବ | ନବମ ରେ ମଙ୍ଗଳ ଦ୍ୱିତୀୟ ଓ ସପ୍ତମ ସ୍ଥାନ ର ସ୍ୱାମୀ ଅଟନ୍ତି ଆପଣ ଙ୍କ ଭିତରେ ରାଗ ଭହୁତ ମାତ୍ର ରେ ଦେଖାଦେଉଛି କାରଣ ମଙ୍ଗଳ ଦଶମ ଗ୍ରହ ରେ ରହିକି ପ୍ରଥମ ଗ୍ରହକୁ କୁ ଦୁଷ୍ଟି ଦେଉଛନ୍ତି |

କୋଡ଼ିଏ ଅକ୍ଟାବର ପ୍ରଯନ୍ତା ଆପଣ ରାଗ କୁ ନିୟନ୍ତ୍ରଣ କରନ୍ତୁ | ଶୁକ୍ର ଆପଣ ଙ୍କର ପ୍ରଥମ ସ୍ଥାନ ରେ ଅବସ୍ଥାନ କରିଛନ୍ତି | କୋଡ଼ିଏ ଅକ୍ଟାବର ପରେ ଦ୍ୱୀତିୟକୁ ଅବସ୍ଥାନ କରିବେ | ଆପଣ ଙ୍କ ର ଅକ୍ଟାବର ତେର ରୁ ନଭେମ୍ବର ସାତ ପ୍ରଯନ୍ତା କୌଣସି ସମସ୍ୟା ଦେଖାଯାଉନାହିଁ | ସାତ ନେଭେମ୍ବର ର ରୁ କୋଡିଏ ଡିସେମ୍ବର ଯାଏ ଆପଣ ଙ୍କର ସ୍ୱାସ୍ଥ୍ୟ ଟିକେ ସମସ୍ୟା ଦେଖାଯାଉଛି | ଶିଖା କ୍ଷେତ୍ର ର ଗୃହ ହେଉଛି ପଞ୍ଚମ ଗୃହ | ପଞ୍ଚମ ଗୃହ ର ଏଥିପତି ହେଉଛନ୍ତି ଶନି |

ଶନି ଏବେ ପଞ୍ଚମ ଗୃହ ରେ ଅଛନ୍ତି ଯେଉଁମାନେ ପାଠ ପଢ଼ା ପ୍ରତି ମନ ଲଗାଉନଥିଲେ ସେମାନ ଙ୍କର ଚଉଦ ନଭେମ୍ବର ପରେ ଭଲ ଫଳ ପ୍ରଦାନ ହୋଇବ | ଏକାଗ୍ରହ ଆସିଯିବେ ଶନି | ଆପଣ ଯାହା କିଛି ବି ପାଠ ପଢ଼ା କୁ ନେଇକି ଆପଣ ଙ୍କର ପାଠ ମନେ ରହୁନଥିଲା ଆପଣ ଙ୍କର ମନେ ରହିବ ଚଉଦ ନଭେମ୍ବର ପରେ ମନେ ରହିବ ଡିସେମ୍ବର ପ୍ରଯନ୍ତା ଆପଣ ଙ୍କର ଭଲ ଅଛି | ଆପଣ ଙ୍କ ମନ କୁ ସ୍ଥିର କରନ୍ତୁ |ଯୋଉଁ ମାନେ ପ୍ରେମ ଜୀବନ ପ୍ରତି ଧାଉଁଛନ୍ତି ତାଙ୍କ ଠାରୁ ଟିକେ ଦୂରେଇକି ରୁହନ୍ତୁ |

ଏବଂ ପାଠ ପଢ଼ା ରେ ମନ ଦିଅନ୍ତୁ କାହିଁକି ନା ଆପଣ ଙ୍କର ଭବିଷ୍ୟତ ଆଗକୁ ଅଛି |ଆପଣ ଙ୍କର ଭହୁତ ସମୟ ଅଛି ଆଗକୁ ଅଲଗା କିଛି କରିବେ କିନ୍ତୁ ଆପଣ ଙ୍କର ପାଠ ପଢ଼ା ବୟସ ପାଠ ପଠନ୍ତୁ | ଶନି ଆପଣ ଙ୍କର ମନ କୁ ଟିକେ ପାଠ ପଢ଼ା ରୁ ଭୁଲେଇ ଦେବେ କିନ୍ତୁ ଆପଣ ପାଠ ପାଠ ରେ ଧାନ ଦିଅନ୍ତୁ |ଆପଣ ବିପରୀତ ରାଜଯୋଗ ବାନେଉଛନ୍ତି | ତେଣୁ ବିପରୀତ ପରିସ୍ତିତିରୁ ଗୁରୁ ବୃହସ୍ପତି ଆପଣ କୁ ବାହାର କରିବେ | ଯଦି ଆପଣ ଙ୍କ ଠାରୁ କେହି ରୁଣ ନେଇଛନ୍ତି ଫେରୋଉନାହାନ୍ତି | ତାହାଲେ ଆପଣ ସେ ଥିରୁ ମୁକ୍ତି ହେବେ | ଆପଣ ଙ୍କର ଏହି ୩ ମାସ ଭଲ ହେବ |

Leave a Reply

Your email address will not be published. Required fields are marked *