ବାଛନ୍ତୁ ଗୋଟିଏ Swastika ଓ ଜାଣନ୍ତୁ ନିଜର ଭବିଷ୍ୟତର ଏମିତି କଥା ଯାହା ଆପଣଙ୍କୁ କେହି କହିନଥିବେ |

କାହାର ନାମ ଚିନ୍ତା କରି ବାଛନ୍ତୁ ଗୋଟିଏ ସ୍ୱସ୍ତିକ | ଦେଖନ୍ତୁ ନିଜ ଭାଗ୍ୟରେ କଣ ଲେଖା ହୋଇଛି |ଆପଣ ଏହି ୩ଟି ସ୍ୱସ୍ତିକ ଚିହ୍ନ ଭିତରୁ ଗୋଟିଏ ରଙ୍ଗ କୁ ବାଛନ୍ତୁ |

ଆପଣ ଯଦି ବାଇଗଣୀ ରଙ୍ଗ ସ୍ୱସ୍ତିକ ଚିହ୍ନ ଟିକୁ ବାଛିଛନ୍ତି ତାହାଲେ | ଆପଣ ଗୋଟିଏ ସୈତାନ ହାବୁଡ଼ରେ ପଡିଯାଇଛନ୍ତି ଯାହା ପାଇଁ ଆପଣ ଭହୁତ ଚିନ୍ତା ରେ ଅଛନ୍ତି କିନ୍ତୁ ଏହା କିଛି ସମୟ ପାଇଁ ରହିବ | ପରେ ସବୁକିଛି ଆପେ ଆପେ ଠିକ ହୋଇଯିବ ଆଦୌ ଚିନ୍ତା କରନ୍ତୁ ନାହିଁ | କିଛି ଲୋକ ଆପଣ ଙ୍କ ଠାରୁ ଦୁରେଇ ରହିବେ | ଆପଣ ଙ୍କ ଚାରିପାଖରେ ଶତ୍ରୁ ଅନେକ ହୋଇଯାଇଛନ୍ତି | ଆପଣ ଙ୍କୁ କୌଣସି କାମ ରେ ସଫଳତା ମିଳିନାହିଁ | ଆପଣ ସବୁ ବେଳ ପାଇଁ ଖେତୀହିଁ ପାଉଛନ୍ତି | ଆପଣ ନିଜ ସ୍ତ୍ରୀ ଙ୍କ କଥା ମାନି ଚାଲନ୍ତୁ ଦେଖିବେ ଆପଣ ଙ୍କର ସବୁ କାମ ଠିକ ଠାକ ଚାଲିବ |ଆପଣ ଙ୍କର ଯୋଉ ଦିନ ଶୁଭ ସମୟ ଆରମ୍ବ ହେବ ସେହିଦିନ ଆପଣ ଙ୍କର ମଙ୍ଗଳ ବାର ହୋଇଥିବା |

ଆପଣ ଯଦି ହଳଦିଆ ରଙ୍ଗ ର ସ୍ୱସ୍ତିକ ବାଛିଛନ୍ତି | ଆପଣ ଙ୍କର ଖରାପ ଦଶା ବିଦାୟ ନେବା ପରେ ଶୁଭ ଦଶା ର ଆଗମନ ହେବାକୁ ଯାଉଛି | ତେଣୁ ଆପଣ ଙ୍କୁ ଚିନ୍ତା କରିବାର କୌଣସି ଦରକାର ନାହିଁ | ଆପଣ ଯୋଉଁ କାମ କରିବା ପାଇଁ ଗୁଡ଼ାଏ ଦିନ ହେଲା ଭାବୁଛନ୍ତି | ସେହି କାମ କରିବା ପାଇଁ ଏବେ ସୁଯଗ ଆସିଛି |ଆପଣ ଯାହାବି କାମ କରୁଛନ୍ତି ତାହା ମିଳିମିଶି କରିବା ଉଚିତ | ତାହା ଆପଣ ଙ୍କର ଶକ୍ତି ବଡିବ ତାହା ସମସ୍ତ ପ୍ରକାର ଚିନ୍ତା ଆପଣ ଙ୍କର ଦୂର ହେବ | ଯାହାବି କିଛି ମାନସିକ ଚିନ୍ତା ଧାରା ଥିଲା ତାହା ଆପଣ ଙ୍କର ସହଜରେ ସମାଧାନ ହୋଇପାରିବ |

ଆପଣ ଯଦି ହନୁମାନ ରଙ୍ଗ ର ସ୍ୱସ୍ତିକ ବାଛିଛନ୍ତି ତାହାଲେ | ଆପଣ ଭହୁତ ଖଚାନ୍ତ ରେ ପଡିଯାଇପାରନ୍ତି | ଶେଷ ଭାଗରେ ଅନେକ ଧାର କରଜ ରେ ପଡିପାରନ୍ତି କିଏ ଜାଣିଥିଲା କି ଆପଣ ଙ୍କ ଭଳି ସରଳ ଲୋକ ଏହି ଭଳି ପରିସ୍ଥିରେ ରେ ପଡିଯିବେ | ଆପଣ ଏକ ବିପଦ ରେ ପଡିଯାଇଥିଲେ ବ୍ରତମାନ ସେହି ବିପଦ ର ଭୟ ଆପଣ ଙ୍କର ଦୂର ହେବ | ଆପଣ ଉପକାର କରୁ କରୁ ଅପକାର ରେ ପଡିଯାଇଛନ୍ତି | ପାରିବାରିକ ସମସ୍ୟା ଆପଣ ଙ୍କର ଆସନ୍ତା ମାସ ଠାରୁ ଦୂର ହେବାକୁ ଯାଉଛି | ଆପଣ ଜଣେ ସରଳ ବିଶ୍ୱାସୀ ମଣିଷଟିଏ କେବେ ହେଲେ ବି ଅନ୍ୟ ମନଙ୍କ ଉପରେ ଏତେଟା ବିଶ୍ୱାସ କରିବା ଉଚିତ ହୋଇନଥାଏ | ତେଣୁ ଆପଣ ଯାହା ବି କାମ କରୁଛନ୍ତି ଟିକେ ଭାବିଚିନ୍ତି କରନ୍ତୁ | ଅତି ସହଜରେ ଅନ୍ୟ ମନଙ୍କୁ ବିଶ୍ୱାସ କରନ୍ତୁ ନାହିଁ ଯେଉଁଥି ପାଇଁ ଆପଣ ଅନେକ ସମସ୍ୟା ଦେଇଗତି କରୁଛନ୍ତି | ଅନ୍ୟ ମାନଙ୍କୁ ବିଶ୍ୱାସ କମ କରନ୍ତୁ ଯାହା ଆପଣ ଙ୍କ ପାଇଁ ଶୁଭ ପ୍ରଦହେବ |

Leave a Reply

Your email address will not be published. Required fields are marked *