ସେପ୍ଟେମ୍ବର ୧ ତାରିଖରୁ ବଦଳିବ ଏହି ସବୁ ନିୟମ, ଆଧାର କାର୍ଡକୁ ନେଇ ରହିଛି ବଡ ଅପଡେଟ୍‌, ଜାଣନ୍ତୁ କଣ କ’ଣ ହେବ….

ସେପ୍ଟମ୍ବର ଏକ ତାରିଖରୁ ବଦଳି ଯିବ ଏହି ସବୁ ନିୟମ | ଆଧାର କାର୍ଡ କୁ ନେଇ ରହିଛି ବଡ ଅପଡେଟ | ଜଣାନ୍ତୁ କଣ କଣ ସବୁ ପରିବର୍ତନ ହୋଇଯିବ ? ବନ୍ଧୁଗଣ ଅଗଷ୍ଟ ମାସ ଶେଷ ହେବାକୁ ଆଉ କମ ଦିନ | ଜଣାନ୍ତୁ କଣ କଣ ପରିଵର୍ତନ ହେବା ସହିତ କିଛି ନିଅମ ଲାଗୁ ହେବାକୁ ଯାଉଛି |

ସାଧାରଣ ଖାଉଟି ଙ୍କୁ ଜାଣିବା ନିହାତି ଦରକାର | ସେପ୍ଟମ୍ବର ମାସ ନୂଆ ନୀୟମ ଲାଗୁ ହେବା ଦ୍ୱାରା ସାଧାରଣ ଲୋକ ଙ୍କ ଉପରେ ପଡ଼ିବାକୁ ଯାଉଛି | ଏଲପିଜି ଗ୍ୟାସ ସମେତ କ୍ରେଡିଟକାର୍ଡ କର୍ମଚାରିଙ୍କର ଆଉ କିଛି ଗୁରୁତରପୃନ୍ନ ନିୟମ ରେ ହୋଇଯିବ ସମିତି | ସାଧାରଣ ଭାବରେ ଆପଣ ଦେଖିଥିବେ ପହିଲାରୁ କିଛି ନିୟମ ବଦଳିଥାଏ ସବୁଠାରୁ ବଡ଼ କଥା ହୋଉଛି ଏଲ୍ପିଜି ଗ୍ୟାସ ର ହୋଇଥାଏ ପରିବର୍ତନ |

ଏଲ୍ପିଜି ଗ୍ୟାସ ରୁ ଆରମ୍ଭ କରି ଘର ର ରୋଷେଇ ପ୍ରଯନ୍ତା ଦାମ ରେ ହୋଇଥାଏ ଅଦଳ ବଦଳ | ଆସନ୍ତା ମାସ ଫୁଣି ପ୍ରରିଵର୍ତନ ହୋଇପାରେ |ଏଲ୍ପିଜି ସମିତ ବିମାନ ଇନ୍ଧନ ବଦଳରେ ଦର ରେ ପରିଵର୍ତନ ଦେଖିବାକୁ ମିଳିଥାୟ | ଦଳ କମ୍ପାନୀ ମାନେ ଏଥିରେ କିଛି ପ୍ରରିବର୍ତନ କରି ପାରନ୍ତି |ସେହି ଭଳି ସିୟଞ୍ଜି ଗ୍ୟାସ ର ପରିଵର୍ତନ ହୋଇପାରେ | ଫୋନେ କଲ ମଧ୍ୟରେ ରେ ଲଗାମ ଲାଗିପାରେ |

ଏଥିରେ ଟାୟା ପାଖ ରେ ଟେଲି କଲ ଉପରେ ନିଦେଶ ଦିଆଯାଇଛି | କିଛି ବ୍ୟାଙ୍କ ବି କ୍ରେଡିଟ କାର୍ଡ ସଂଶୋଧନ ଆଣିବାକୁ ଯାଉଛନ୍ତି |ସେହି ଭଳି ଭିଆସି କାର୍ଡ ରେ ପରିବର୍ତନ କରାଯାଇପାରିବ ପେମେଣ୍ଟ ତାରିକ ଅଠର ରେ ଥିଲା ତାକୁ ପନ୍ଦର କରାଯିବ ବୋଲି ଜଣାପଡିଛି | ଆଧାର କାର୍ଡ ଅପଡେଟ କରିବାର ଶେଷ ତାରିଖ ରହିଛି ସେପ୍ଟମ୍ବର ଚଉଦ ଏହାପରେ ଆଉ ମାଗଣା ରେ ଆଉ ଅପଡେଟ କରାଯିବ ନାହିଁ |

Leave a Reply

Your email address will not be published. Required fields are marked *