ନାତି ସହ କିପରି ଖେଳୁଛନ୍ତି Aparajita Mohanty, ଆଉ କହିଲେ ବାପତ ଥିଲା ଡାହା ବାଳୁଙ୍ଗା ପୁଅ….

ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ ଅଭିନେତ୍ରୀ ଅପରାଜିତା ମହାନ୍ତି ନିଜ ନାତିକୁ ବୁଝାଉଛନ୍ତି ତୋ ଜେଜେ ଦଣ୍ଡା ବାଳୁଙ୍ଗା ତୋ ବାପା ବାଳୁଙ୍ଗା ତୁ ଦୃଷ୍ଟ ହେବୁନି ଦର୍ଶକ ବନ୍ଧୁ ଗତ କିଛିଦିନ ପୂର୍ବେ ବାବୁସାନ୍ ମହାନ୍ତି ତୃପ୍ତି ଶତପଥୀ ଏବଂ ପ୍ରକୃତି ମିଶ୍ରଙ୍କର ପାରିବାରିକ କଳହ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା ଆଉ ଏହାପରେ ବାବୁସାନ୍ ମହାନ୍ତିଙ୍କ ସ୍ତ୍ରୀ ତୃପ୍ତି ତାଙ୍କୁ ଛାଡି ନିଜ ବାପଘରକୁ ଚାଲିଯାଇଛନ୍ତି ଏବଂ ସତ୍ୟବିହାର ସ୍ଥିତ ନିଜର ବାପଘରେ ରହୁଛନ୍ତି।

ତେବେ ବାବୁସାନ୍ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ସମ୍ପର୍କ ସାମ୍ନାକୁ ଆସିବା ପରେ ସବୁଠାରୁ ଅଧିକ ଭାଙ୍ଗି ପଡ଼ିଥିଲେ ବାବୁସାନ୍ ମହାନ୍ତି ମାଆ ଅପରାଜିତା ମହାନ୍ତି ଏବଂ ବାପା ଉତ୍ତମ ମହାନ୍ତି ଆଉ ମାଆ ଅପରାଜିତା ମହାନ୍ତି କାନ୍ଦି କାନ୍ଦି ଗଣମାଧ୍ୟମ ସାମ୍ନାରେ କହିଥିଲେ କି ବାବୁ ତୁ ଯୋଉଠି ଅଛୁ ଶୀଘ୍ର ଫେରିଆ ଆଉ ଏହାର କିଛିଦିନ ପରେ ବାବୁସାନ୍ ଭୁବନେଶ୍ୱରକୁ ଫେରି ଆସିଥିଲେ ଆଉ ନିଜ ମାଆକୁ ଧରି ବୋହୁତ କାନ୍ଦିଥିଲେ ତେବେ ଏହାପରେ ସବୁକିଛି ଠିକ୍ ହୋଇ ଯାଇଥିଲା ଆଉ ଅପରାଜିତା ନିଜ ପୁଅକୁ କ୍ଷମା କରିଦେଇଥିଲେ ଆଉ ସବୁ କଥାକୁ ଭୁଲି ଏକ ନୂଆ ଜୀବନ ଆରମ୍ଭ କରିବା ପାଇଁ ବାବୁସାନ୍ ମହାନ୍ତିଙ୍କୁ କହିଥିଲେ।

ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି ଯେଉଁ ଭିଡିଓରେ ଅପରାଜିତା ମହାନ୍ତି ନିଜ ନାତି ସହ ଖେଳୁ ଥିବାର ନଜର ଆସିଛନ୍ତି ଆଉ ନିଜ ନାତିକୁ କହୁଛନ୍ତି ତୋ ଜେଜେ ଦଣ୍ଡା ବାଳୁଙ୍ଗା ତୋ ବାପା ବାଳୁଙ୍ଗା ତୁ ଦୃଷ୍ଟ ହେବୁନି ଭଲ ମଣିଷ ହେବୁ ଆଉ ଏହି ଭିଡିଓ ଦେଖି ଦର୍ଶକମାନେ ମଧ୍ୟ ଭାବ ବିହ୍ୱଳ ହୋଇ ପଡୁଛନ୍ତି।

Leave a Reply

Your email address will not be published. Required fields are marked *