ଜ୍ଯୋତିଷ ଅନୁସାରେ କୌଣସି ବ୍ୟକ୍ତିର ପସନ୍ଦରୁ ତାର ଭବିଷ୍ୟତ ବିଷୟରେ ଅନେକ କିଛି ଜାଣି ହୋଇଥାଏ। ଆପଣ ମାନଙ୍କ ପାଇଁ ଆଣିଛୁ ୨ଟି ଗୋମାତା ଙ୍କ ଫୋଟୋ | ଆପଣ ୨ଟି ଗୋମାତା ଙ୍କ ଭିତରୁ ଗୋଟିଏ ବାଛନ୍ତୁ ଓ ଜାଣନ୍ତୁ ଆପଣଙ୍କ ଭାଗ୍ୟ ଆପଣଙ୍କୁ କୁଆଡ଼େ ନେବାକୁ ଚାହୁଁଛି |
ଆପଣ ଯଦି ପ୍ରଥମ ଫୋଟୋ ଟିକୁ ବାଛିଛନ୍ତି ତାହେଲେ | କାହା ଉପରେ ନବୁଝି ବିଶ୍ୱାସ କରନ୍ତୁ ନାହିଁ ନଚେତ ସମସ୍ୟା ହୋଇପାରେ |ଯୋଉଁ ମାନଙ୍କ ର ପ୍ରଭାବ ଆପଣ ଙ୍କ ଉପରେ ରହିଛି | ଆପଣ ସ୍ୱାଧୀନ ହୁଅନ୍ତି | ଆପଣ କାହା ଉପରେ ନିଭର ହୁଅନ୍ତୁ ନାହିଁ | ଆପଣ ବଡ ଲକ୍ଷ୍ୟ ସ୍ତର କୁ ନିହାତି ହାସଲ କରିବେ | ଆପଣ ଙ୍କର ଭାଗ୍ୟ ଉଜ୍ୱଳ ଅଟେ | ଆପଣ ଜୀବନରେ ସବୁ ପାଇବେ ଯାହା ଆପଣ ହକ ଦାରା ଅଟନ୍ତି | ଆପଣ ସେହି ସ୍ତର କୁ ଯିବାକୁ ଯାଉଛନ୍ତି ଯୋଉଠି ଲୋକ ଯିବାକୁ ଭହୁତ କଷ୍ଟ କରନ୍ତି | ପରିବାର ର ସହଯୋଗ ପାଇବେ | ପେଇଶା ର ଉପଯୋଗ ଠିକ ଭାବରେ କରନ୍ତୁ |
ଯଦି ଆପଣ ୨ ନମ୍ବର ଗୋମାତା ଙ୍କୁ ବାଛିଛନ୍ତି ତାହାଲେ | ଆପଣ ଙ୍କ ମନ ରେ ଭହୁତ ଅଧିକ ବିଚାର ଆସୁଛି | ଏମିତି କାହିଁକି ହୋଉଛି ତାହା ଆପଣ ମାନେ ଜାଣିନାହାନ୍ତି | ଆପଣ ଭହୁତ ବେସ୍ତ ବିବ୍ରତା ହୋଉଛନ୍ତି | ଆପଣ ଗୋଟିଏ ଜାଗା ରେ ବସିଥିବେ ଆଉ କଣ ଗୋଟିଏ କଥା ଭାବୁଥିବେ | ଆପଣ ଚିନ୍ତା ଧାରା ଆଉ ବିଚାର ପରିଵର୍ତନ କରନ୍ତୁ | କିଛି ବି ଚିନ୍ତା କରନ୍ତୁ ନାହିଁ | ପଇଶା ର ଚିନ୍ତା କରନ୍ତୁ ନାହିଁ | ଆପଣ ଖୁସି ରେ ରୁହନ୍ତୁ | ଯିଏ ଯାହା କହୁଛି ତାହା ଭୁଝିବାକୁ ଚେଷ୍ଟା କରନ୍ତୁ | ସେ କଥା ରାଗ ରେ ହୋଉ ବା ସମାଲୋଚନା କରି ହେଉଁ | ଖରାପ ଚିନ୍ତା ଧାରା ଯୋଗୁ ଆପଣ ପରିସ୍ଥିତିର ସାମ୍ନା କରିପାରୁନାହାନ୍ତି | ନିଜର ଲକ୍ଷ୍ୟ ପ୍ରତି ଧାନ ଦିଅନ୍ତୁ | କୌଣସି କାରଣ ପାଇଁ ଲୋକ ଙ୍କୁ ଦୁଃଖ ଦିଅନ୍ତୁ ନାହିଁ |