ବନ୍ଧୁ ଗଣ ଆଶନ୍ତୁ ଜାଣିବା ମେଷ ରାଶି ଙ୍କ ପାଇଁ ଖୁସି ଖବର ଅକ୍ଟାବର ନଭେମ୍ବର ଡିସେମ୍ବର ମାସ ଟି ଆପଣ ଙ୍କର ର କେମିତି ରହିବ |ମେଷ ରାଶି ର ସ୍ୱାମୀ ହେଉଛନ୍ତି ମଙ୍ଗଳ | ଅକ୍ଟାବର ମାସ ରେ – ଅକ୍ଟାବର ତେର ତାରିଖରେ ଶୁକ୍ଳ ବିଛା ରାଶି କୁ ଚାଳନ କରିବେ ଅର୍ଥତ ଆପଣ ଙ୍କର ର ଅଷ୍ଟମ ଭାଗ କୁ ଚାଳନ କରିବେ | ଆପଣ ଙଙ୍କୁ ଅକ୍ଟାବର କୋଡ଼ିଆ ପ୍ରଯନ୍ତା ଆପଣ ଙ୍କୁ ଆପଣ ଙ୍କ ଦେହ ର ଯତ୍ନ ନେବେ | ମାତ୍ର କୋଡିଏ ଅକ୍ଟାବର ପରେ କୌଣସି ଅପାଙ୍କ ଦେହ କୁ ନେଇ ଚିନ୍ତା କରିବେ ନାହିଁ |
କାରଣ କୋଡିଏ ଅକ୍ଟାବର ପୃବରୁ ମଙ୍ଗଳ ଆପଣ ଙ୍କର ତୃତୀୟ ଭାଗରେ ରହୁଛନ୍ତି ଯାହା ଦ୍ୱାରା ଆପଣ ଅଧିକ ବୁଲା ବୁଲି କରିପାରନ୍ତି | କିମ୍ବା ଆପଣ ଙ୍କର ଇମ୍ୟୁନିଟି ସିଷ୍ଟମ ଡାଉନ ହୋଇପାରେ | କୋଡିଏ ଅକ୍ଟାବର ପରେ ଯାହା କିଛି ବି ରୋଗ ଅଛି ସବୁ ଭଲ ହୋଇଯିବ ||କୋଟିଏ ଅକ୍ଟାବର ପୂର୍ବରୁ ନିଜର ଖାଇବା ପିଇବା ଧାନ ଦିଅନ୍ତୁ | ଗୁରୁ ଆପଣ ଙ୍କର ଦ୍ୱିତୀୟ ଭାବରେ ଅଛନ୍ତି | ଆପଣ ଙ୍କର ଏହି ସମୟ ରେ କୌଣସି ରାଶି ପରିବର୍ତନ ହେବାର ନାହିଁ | ଏହି ସମୟ ରେ ଆପଣ ଙ୍କର ପାଠପଡ଼ ରେ ମନ ନ ଲାଗି ପରେ | ପନ୍ଦର ର ଡିସେମ୍ବର କୁ ଆପଣ ଙ୍କର ସୂଯ୍ୟ ନବମ ଭାଗକୁ ଚାଳନ କରିବେ |
ସେତେବେଳେ ଆପଣ ଙ୍କର ପାଠ ପଢା ଭଲ ହେବ | ତେବେ ସତର ଅକ୍ଟାବର ରୁ ଷୋହଳ ନଭେମ୍ବର ଫୁଣି ପନ୍ଦର ଡିସେମ୍ବର ପରେ ଏହି ଦୁଇଟି ସମୟର ଆଭଥୀ ଆପଣ ଙ୍କର ଭଲ ରହିବ | ପଞ୍ଚମ ଭାଗ ହୋଇଥାଆ ଆପଣ ଙ୍କର ପ୍ରେମର ଜୀବନ | ଆପଣ ଙ୍କ ପ୍ରେମ ଜୀବନ ରେ କଥା ରେ ସଂଯତ ରଖିବା ଉଚିତ | ବିନା କାରଣ ରେ ଆପଣ କୌଣସି କଥା କୁ ନେଇ ରାଗି ପାରନ୍ତି | ଆପଣ କୁ ନିଜର ଭୁଲ ଦେଖାଯାଇନଥାଏ | ଏହି ଦୁଇ ମାସ ଆପଣ ଙ୍କୁ ଧାନ ଦେବାର ଅଛି ପନ୍ଦର ଅକ୍ଟାବର ରୁ ପନ୍ଦର ଡିସେମ୍ବର ପ୍ରଯନ୍ତା ଏହି ସମୟରେ ଆପଣ ଦୁଇ ଜଣ ଙ୍କ ଭିତରେ ଝଗଡା ହୋଇପାରେ |
ଶନି ଆପଣ ଙ୍କର ଏକାଦଶ ଭାବରେ ଅଛନ୍ତି ଏହି ସମୟ ରେ ସାନି ଙ୍କର କୋଣସି ରାଶି ପ୍ରବିରିବର୍ତନ ହେବାର ନାହିଁ | ଯଦି ଆପଣ ଚାକିରୀ କରୁଛନ୍ତି ଚାକିରୀରେ ପ୍ରମୋସନ ହେବ |ଯଦି ଆପଣ ଙ୍କର ଚାକିରୀ ନାହିଁ ଚାକିରୀ ମିଳିବ ଏହି ସମୟ ଭିତରେ କାଯ୍ୟ ଭାର ବୃଦ୍ଧି ପାଇବା ଏହି ସମୟ ଭିତରେ ଆପଣ ଙ୍କୁ ନିଜ କରିଆର ଉପରେ ଧାନ ଦେବାର ଅଛି | ଏଥିପାଇଁ ଆପଣ ଙ୍କର ଏହି ତିନି ମାସ ଆପଣ ଙ୍କର ରହିବ |ଆପଣ ତେର ଅକ୍ଟାବର ରୁ ସାତ ନଭେମ୍ବର ପ୍ରଯନ୍ତା ଆପଣ ଙ୍କର ବୈବାହିକ ଜୀବନ ଭଲ ରହିବ |