ରାସନ କାର୍ଡ ଥିଲେ ଏମିତି କରନ୍ତୁ e-kyc ନଚେତ କଟିଯିବ ଆପଣଙ୍କ Ration Card |

ଯୋଉ ମାନଙ୍କର ରାସନ କାର୍ଡ ଅଛି | e-kyc କରିବା କମ୍ପଲସୋରି ଏକଥା ସାରକରା ଘୋଷଣା କରିଛନ୍ତି | ଯଦି ଆପଣ e-kyc ନ କରିବେ ଆପଣଙ୍କର ନାମ କଟିଯିବ | ଯେତେ ବେଳେ ଆପଣ ରାସନ ଆଣୁଛନ୍ତି ଆପଣ ଆଖି ର ସ୍କାନ କରିକି ଆଣୁଛନ୍ତି | ଭହୁତ ସାରା ଲୋକ ରାସନକାର୍ଡ ପାଇଁ ନୂଆ ଅପଲାୟ କରିଛନ୍ତି |

ରାସନକାର୍ଡ ନୂଆ ଆସିବ ପୁରାଣରେ ଏବେ ଭହୁତ ନାମ ଆଣିବାକୁ ଗଲା ବେଳେ କାଟିବ | ନାମ କାହିଁକି କଟିବ ? ରାସନ ଆଣିବାକୁ ଗଲେ ଜଣେ ନେଇଆସୁଛନ୍ତି | ସରକାରଙ୍କୁ ଜଣାପଡ଼ୁନି କିଏ ରହୁଛନ୍ତି କି ନାହିଁ | e-kyc କଲେ ଜଣା ପଡିଯିବା ସବୁ ରାସନକାର୍ଡ ପାଇବାର ସେମାନେ ଯୋଗ୍ୟ କି ନୁହେଁ |

ଏହିସବୁ ଜାଣିବା ପାଇଁ e-kycନିହାତି ଆବଶ୍ୟକ, ଏହି e-kyc କେମିତି କରିବା ? ଆଧାରକାର୍ଡ ଯୋଉଠି ଯୋଉଠି ଲିଙ୍କ ହେବ ଆମେ କରିବା e-kyc | ସମସ୍ତ ଘର ପାଖରେ ବସିକି ଓଟିପି ମଧ୍ୟରେ ରେ କରିପାରିବା ନାହିଁ | ଏହି କାମ ଡିଲର ମାନେ ହିଁ କରିପାରିବେ ଯେଉଁମାନଙ୍କ ନାମରେ କାର୍ଡ ଥିବ ସେଇମାନେ ଯାଇକି ବାୟମେଟ୍ରିକ ସାହାଯ୍ୟ ରେ କରିପାରିବେ |

e-kyc ଦେଲା ପରେ ଜଣାପଡିବ କାର୍ଡ ଟି ଆପଣ ଙ୍କର ଠିକ ଅଛି ବୋଲି | ଯେଉଁମାନଙ୍କର e-kyc ଆଡ଼ ହେଇନଥିବା ସେମାନ ଙ୍କ ନାମ କଟିଯିବ | ଆମେ କରିପାରିବନି ଏକାମ ଡିଲର ମାନେ କରିପାରିବେ | ଆମକୁ e-kyc କରିବା ନିହାତି ଅବଶ୍ୟକ |

Leave a Reply

Your email address will not be published. Required fields are marked *