ଅଦା (Ginger)- ଗୁଡର ଜବରଦସ୍ତ ଫାଇଦା, ଅପଚ,ଦୁର୍ବଳତା, ଆଣ୍ଠୁଗଣ୍ଠି ବିନ୍ଧା ଏବଂ ଇମ୍ମ୍ୟୁନିଟି ପାଇଁ |

ବନ୍ଧୁ ଗଣ ଯଦି ଆପଣ ବି ଭାବୁଛନ୍ତି କି କେମିତି ଆପଣ ଙ୍କ ପାଚନ ଶକ୍ତି କୁ ଶକ୍ତିଶାଳୀ କରିବେ ଆସନ୍ତୁ ଜଣିବା | ୨ଟି ଜିନିଷ ଅଦା ର ଲାଭ ବିଷୟରେ ପ୍ରାୟ ତା ସମସ୍ତ ଜାଣିଥିବେ | ଅଦା ଆମ ହଜମ ପାଇଁ ରାମବାଣ ପରି କାମ କରିଥାଆ | ଯଦି ଆପଣ ଙ୍କ ପେଟ ରେ ହଜମ ଯଦି ଠିକ ସେ ହଉନି ଗ୍ୟାସ ଭଳି ସମସ୍ୟା ରହିଅଛି ବାନ୍ତି ଭଳି ସମସ୍ୟା ରହିଅଛି | ତାହେଲେ ଏଭଳି କରିବା ଆମ କୁ ଭହୁତ ଫାଇଦା ମିଳିଥାୟ | ଏହି ଦୁଇଟି ଜିନିଷ ଆମେ ଯେବେ ମିଶେଇ ଦିଅନ୍ତି ଆମେ ଫାଇଦା ପାଇପାରିବ |

ଗୁଡ ଏବଂ ଅଦା କୁ ମିଶାଇ ଖାଇବା ଦ୍ୱାରା ଆପଣଙ୍କ ଇମ୍ୟୁନି ଟି ପାଇଁ ଅଧା କାମ ଶରୀର ର ରୋଗ ଦୂର ହୋଇଥାଆ ତାହା କହିବା ଆବଶକ୍ୟ ନାହିଁ କାରଣ ସେ ବିଷୟରେ ସମସ୍ତ ଜାଣିଛନ୍ତି |ଅଦା ଆଣ୍ଟି ଭାଇରାଲ ପ୍ରପଟି ପାଇଁ ଜଣାଯାଇଥାଏ ଏଥିରୁ ଆଣ୍ଟି ଅସ୍କି ଡାଇଲ ମିଳିଥାୟ ଗୁଡ ରେ ଆଇରନ ମାଗେନ୍ସିଆମ ମିନେରାଲ ମିଳିଥାୟ |

ଯାହାକି ଶରୀରକୁ ସୋପଟ କରିଥାଏ | ଆମକୁ ଅନେକ ସାରା ରୋଗ ରେ ଯୋଡି ବା ପାଇଁ ଭହୁତ ଜରୁରୀ ହୋଇଥାଏ ଗୁଡ ଏବଂ ଅଦା ଖାଇବା ଦୂର ଆମକୁ ଫୁସୁପୁସୁ ଶ୍ୱାସଏବଂ ସାଇନସ ପାଇଁ | ଯଦି ଆପଣ କୁ କପ କୋଲ୍ଡ ରୋଗଭଳି ସମସ୍ୟା ଅଛି ଆପଣାକୁ ଗୁଡ ଏବଂ ଅଦା ମିଶ୍ରୀତ ଏହି ଭହୁତ ଜରୁରୀ ହୋଇଥାଆ |

ଅଦା କାଶ କୁ କାମ କରିଥାଆ ଗଲା ଏବଂ ଛାତିରେ ଜନୀତ କଫ କୁ ବାହାର କରିଥାଆ | ଗୁଡ ଗଳା କୁ ଆରାମ ପହଁଚେଥାୟଏ ଏହି ଦୁଇଟି ଜିନିଷ ମିଶାଇ ଖାଇଲେ ଆପଣ ଙ୍କୁ ଭହୁତ ଲାଭ ମିଳିଥାଏ | ଆପଣ ଏକ ଚାମଚ ଘିଅ ନିଅନ୍ତୁ |ତାପରେ ଆପଣ ଏଥିରେ ବଟା ଯାଇଥିବା ଆଡକୁ ମିଶାଇ | ତାକୁ ଧୀରେ ଧୀରେ ପ୍ରସ୍ତୁତ କରନ୍ତୁ ତାପରେ ଏହାକୁ କହି ନିଅନ୍ତୁ | ତା ପରେ ଥଣ୍ଡା କରନ୍ତୁ |ତାପରେ ଏହାକୁ ଖାଆନ୍ତୁ | ଆପଣ ଙ୍କର ସବୁ ରୋଗ ଦୂର ହୋଇଯିବ |

Leave a Reply

Your email address will not be published. Required fields are marked *