ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ତାହେଲେ କଣ ସେହି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଆସନ୍ତୁ ଆଉ ଡେରି ନକରି ଜାଣିବା। ଗତ 5ମାସ ଧରି ଯେଇ ମୋନାଲିସାଙ୍କ ସହିତ ଭାଇ ପରିଚୟ ଦେଇ ତାଙ୍କ ସହିତ ଏକ ରୁମରେ ରହୁଥିଲା
ଏହି ଯୁବକ ସବୁକିଛି ଠିକ୍ ଠାକ୍ ଚାଲିଥିଲା ନିଜ ଅଫିସକୁ ଯାଇ ନିଜ କାମ ସାରି ଫୁଣି ରୁମକୁ ଫେରି ଆସୁଥିଲେ ମୋନାଲିସା ହେଲେ ଅଚାନକ ଏପରି କଣଙ୍ଘଟିଗଲା ଜାହକରଣରୁ ମୋନାଲିସା କରିଥିଲେ ଏପରି କିଛି ଯାହା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଗତ ପାଞ୍ଚ ମାସ ତଳେ ମୋନାଲିସା ଏକ ଘରୋଇ କମ୍ପାନୀରେ କନିଷ୍ଠ ଯନ୍ତ୍ରୀ ଭାବରେ କାମ ପାଇଥିଲେ |
ହେଲେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ଘରୁ ବାରମ୍ବାର କଲ୍ କରିବା ସତ୍ତ୍ୱେ ସେ କଲ୍ ଉଥାଉନଥିଲେ ଆଉ ରୁମକୁ ଆସି ଦେଖିଲା ବେଳକୁ ରୁମରେ ଝୁଲୁଥିଲା ମୋନାଲିସାଙ୍କର ମୃ-ତ ଦେହ । ଗତକାଲି ରାତିରେ ମୋନାଲିସା ରୁମ୍ କୁଆସିଥିବ ବେଳେ ରାତିରେ ଆଉ କାହାର ବି କଲ୍ ରିଶିବ୍ କରିନଥିଲେ |
ଲୋକମାନେ କହିଛନ୍ତି କି ତାଙ୍କ ସହିତ ଜଣେ ପୁଅ ମଧ୍ୟ ରହୁଥିଲେ ଯିଏକି ତାଙ୍କ ଭାଇ ବୋଲି ନିଜର ପରିଚୟ ସମସ୍ତଙ୍କୁ ଦେଇଥିଲେ ହେଲେ ଗତ କାଲିଠାରୁ ତାଙ୍କ ଦେଖା ଆଉ ସେ ଅଞ୍ଚଳରେ ମିଳୁନି । ଲୋକେ କହିଛନ୍ତି କି ସେ ଭାଇ ପରିଚୟ ଦେଇଥିବା ପିଲା ହିଁ ମୋନାଲିସା ଙ୍କର ମୃ-ତୁ ପଛରେ ଅଛନ୍ତି ହେଲେ ଆପଣଙ୍କୁ କଣ ଲାଗୁଛି କଣ ଏହା ସତ।