ନମସ୍କାର ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ବ୍ୟକ୍ତିର ଜନ୍ମ ହେବା ପୂର୍ବରୁ ତାର ଭବିଷ୍ୟତ ଆଗରୁ ଲେଖା ଯାଇଥାଏ। ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁଁ ରାଶି ମାନଙ୍କର ପରିବର୍ତ୍ତନ ମଧ୍ୟ ହୋଇଥାଏ ଯାହାଦ୍ଵାରା ବ୍ୟକ୍ତିଙ୍କ ଜୀବନରେ ଭଲ ଓ ଖରାପ ପ୍ରଭାବ ପଡ଼ିଥାଏ। ସେହିପରି କିଛି କ୍ଷେତ୍ରରେ ବ୍ୟକ୍ତି ଜୀବନରେ ସଫଳତା ହାସଲ କରିଥାଏ ତ ଆଉ କିଛି କ୍ଷେତ୍ରରେ ଅସଫଳ ମଧ୍ୟ ହୋଇଥାଏ। ତେବେ ଦର୍ଶକ ବନ୍ଧୁ ଆଜି ଆସନ୍ତୁ ସେହି ଦୁଇଗୋଟି ରାଶି ମାନଙ୍କ ବିଷୟରେ ଜାଣିବା ଯେଉଁମାନେ ବିହିଟ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ସେମାନେ ଏହି ଦୁନିଆରେ ବହୁତ ଜଲ୍ଦୀ କୋଟିପତି ମଧ୍ୟ ହୋଇଥାନ୍ତି। ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ସେହି ଦୁଇଟି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ।
କୁମ୍ଭ ରାଶି – ଏହି ରାଶିର ଲୋକମାନଙ୍କ ଜୀବନରେ ଭଗଵାନ ଶନିଦେବଙ୍କ କୃପା ଲାଭ ହୋଇଥାଏ ଆପଣ ଚାକିରୀ କ୍ଷେତ୍ରରେ ପଦୋନ୍ନତୀ କରିଥାନ୍ତି, ବୈବାହିକ ଜୀବନ ଆପଣଙ୍କର ସୁଖମୟ ରହିଥାଏ ଆପଣଙ୍କ ଭାଗ୍ୟ ଆପଣଙ୍କର ସାଥ୍ ଦେଇଥାଏ, ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଲାଭବାନ ହୋଇଥାନ୍ତି, ଯଦି ଆପଣ କୌଣସି ନୂଆ ଯୋଜନା ଆରମ୍ଭ କରନ୍ତି ତେବେ ସେଥିରେ ଆପଣ ନିଶ୍ଚିତ ଭାବରେ ସଫଳ ହୋଇଥାନ୍ତି, ପ୍ରେମ ଜୀବନରେ ଆପଣ ସୁନାମ ଅର୍ଜନ କରିଥାନ୍ତି ଜୀବନସାଥିଙ୍କ ସହ ଆପଣଙ୍କ ସମୟ ମଧୁର ରହିଥାଏ, ପରିବାର ଲୋକଙ୍କ ସହ ଆପଣଙ୍କ ବୁଝାବଣା ଠିକ୍ ରହିଥାଏ, ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇଥାନ୍ତି, ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହୋଇଥାଏ ଯାହପାଇଁ ଅନ୍ୟମାନେ ଆପଣଙ୍କର ଅନୁକରଣ କରିଥାନ୍ତି। ଏହି ରାଶିର ମହିଳାମାନେ ପୂଜାପାଠରେ ଅଧିକ ମନ ଦେଇଥାନ୍ତି, ଆପଣଙ୍କ ଜୀବନରେ ଅପାର ଖୁସୀ ଆସିବାର ଯୋଗ ରହିଛି କହିବାକୁ ଗଲେ ଏହି ରାଶିର ବ୍ୟକ୍ତି ବୋହୁତ ଜଲ୍ଦୀ ଏହି ସଂସାରରେ କୋଟିପତି ହୋଇଥାନ୍ତି।
ତୁଳା ରାଶି – ଏହି ରାଶିର ଲୋକମାନଙ୍କର ଭାଗ୍ୟରେଖା ବୋହୁତ ଉଜ୍ବଳ ହୋଇଥାଏ ଏମାନଙ୍କ କୁଣ୍ଡଳୀରେ ଚନ୍ଦ୍ରମା ରହିଥାନ୍ତି ଯାହା ପାଇଁ ଏମାନେ ନିଜ ଜୀବନରେ ସବୁ ଇଚ୍ଛା ପୂରଣ ହୋଇଥାଏ। ଆପଣଙ୍କ ସ୍ଵଭାବ ଶାନ୍ତ ହୋଇଥାଏ, ଏମାନେ ଭଗଵାନ ଶନିଦେବଙ୍କ ଉପାସନା କରିଲେ ସଫଳତା ହାସଲ ବୋହୁ ମାତ୍ରାରେ କରି ପାରିବେ। କୌଣସି କ୍ଷେତ୍ରରୁ ଆପଣଙ୍କୁ ଅଚାନକ ଧନ ଲାଭ ହୋଇଥାଏ ଆପଣ ଖୁବ୍ କମ୍ ପରିଶ୍ରମ କରି ଅଧିକ ସଫଳତା ହାସଲ କରିଥାନ୍ତି। ଏହି ରାଶିର ଛାତ୍ରମାନେ ପାଠପଢାରେ ଅଧିକ ଆଗ୍ରହୀ ହୋଇଥାନ୍ତି ଏମାନେ ଯେଉଁ କାମରେ ହାତ ଦେଇଥାନ୍ତି ସେଥିରେ ସଫଳତା ସୁନିଶ୍ଚିତ ପାଇଥାନ୍ତି। ଆପଣଙ୍କ ବୈବାହିକ ଜୀବନ ଖୁସିମୟ ରହିଥାଏ ଏବଂ ଆପଣଙ୍କ ସାଙ୍ଗସାଥିଙ୍କ ସହ ଆପଣଙ୍କ ସମ୍ପର୍କ ନିବିଡ଼ ରହିଥାଏ, ଆପଣ ଧାର୍ମିକ କାର୍ଯ୍ୟରେ ସାମିଲ ହେବା ପାଇଁ ଇଚ୍ଛୁକ ହୋଇଥାନ୍ତି। କହିବାକୁ ଗଲେ ଏହି ରାଶିର ବ୍ୟକ୍ତି ବିଶେଷମାନେ ବୋହୁତ ଜଲ୍ଦୀ ଏହି ସଂସାରରେ କୋଟିପତି ହୋଇଥାନ୍ତି ଏବଂ ଏମାନଙ୍କୁ କୋଟିପତି ହେବାରୁ କେହିବି ରୋକି ପାରନ୍ତି ନାହିଁ।