ଆସିଗଲା Subhadra ଯୋଜନାର ଆବେଦନ ତାରିଖ, ଦେଖନ୍ତୁ କେମିତି କରିବେ ଆବେଦନ ଦେଖନ୍ତୁ।

ସୁଭଦ୍ରା ଯୋଜନା ରେ ଅପଲୋୟା କରିବାକୁ ହେଲେ ଡକମେଣ୍ଟ କଣ ଦରକାର | ଗୋଟିଏ ପରିବାରରୁ କେତେ ଜଣ ଅପଲାୟ କରିପାରିବେ | ପାଇଥିବା ଟଙ୍କା ଫେରେଇବେ କି ନାହିଁ ? ଆପଣାକୁ ଆଗାମୀ ପାଞ୍ଚ ବର୍ଷ ପ୍ରଯନ୍ତା ପଇସା ମିଳିବ ନାହିଁ | ଆପଣ ଙ୍କୁ ପ୍ରତେକ ବର୍ଷ ଦୁଇଟି କିସ୍ତି ରେ ମିଳିବ |

ପାଞ୍ଚ ପାଞ୍ଚ ହଜାର କରି | ଆଗାମୀ ପାଞ୍ଚ ବର୍ଷ ପ୍ରଯନ୍ତା ମିଳିବ | କଣ ଦରକାର ଅପଲାୟ ପାଇଁ କଣ ଦରକାର | ଏଆରଜେଣ୍ଟ ତାର ଅପଲାୟ ପ୍ରୋସେସ ଆସିନି | ସେପ୍ଟେମ୍ବର ରେ ଅପଲାୟ ପ୍ରୋସେସ ଆସିବ |ସେ ଫର୍ମ ଆସିଲେ ସବୁ ଲେଖା ହୋଇଥିବା କଣ କଣ ଦରକାର |ଆଗାମୀ ଦିନ ମାନ ଙ୍କ ରେ ଜାଣିପାରିବେ |ଏ ଟଙ୍କା ଫେରାଇବନାହିଁ |

ମାନେ ଏ ଟଙ୍କା ମାଗଣାରେ ପାଇବେ ଫେରେଇବାକୁ ପଡ଼ିବନି ଗୋଟିଏ ପରିବାରରେ | ସମସ୍ତ ଅପଲଯ କରିପାରିବେ ଯୋଉ ମହିଳା ମାନେ | ସରକାରୀ କରିଥିବେ ଅଥିକ ସଚଳ ବର୍ଗର ମିହିଳା , ଓ ଆୟ କର ପ୍ରଦାନ କରିଥିବା ମହିଳା ମାନେ ଏହି ଯୋଜନାରେ ସାମିଲୀ ହେବେ ନାହିଁ |

ଯଦି ଆପଣ କୌଣସି ସେରକରି ଯୋଜନାରେ ମାସିକ ଏକହଜାରେ ପନ୍ଦର ସହ ଟଙ୍କା କିମ୍ବା ଅଠର ର ହଜାର ଟଙ୍କା ର ସହାୟକ ପାଉଥିବେ ସେମାନେ ପାଇଁ ପାରିବେ ନାହିଁ | ଏବଂ ଯୋଜନା ରେ ସାମିଲୀ ହେବେ ନାହିଁ | ଆପଣ ଙ୍କ ଘର ପାଖରେ ଥିବା ଜନସେବା କେନ୍ଦ୍ର ରେ କିମ୍ୱା କୌଣସି ଇଣ୍ଟର ନେଟ ର ସୁବିଥା ଥିଲେ ଆପଣ ସେଠାରେ ଅପଲାୟ କରିପାରିବେ |

Leave a Reply

Your email address will not be published. Required fields are marked *