ନମସ୍କାର ବନ୍ଧୁଗଣ ଆପଣ ଗୋଟିଏ କଥା ବେଶ୍ ଭଲ ଭାବରେ ଜାଣିଥିବେ କି ଯଦି ଘର ଚାରି ପାଖରେ ସାମାନ୍ୟ ଗଛରେ ଉଠିଯାଏ ତାହେଲେ ସାପ ଠାରୁ ଆରମ୍ଭ କରି ଅନେକ କୀଟ ପତଙ୍ଗ ଆସି ଘରେ ପଶନ୍ତି ତେଣୁ ଆମେ ଘର ଚାରିପାଖରେ ଆଲୁଅ ଆବର୍ଜନା କରୁନା ହେଲେ ଗୋଟିଏ କଥା ଆପଣମାନେ କେବେ ଭାବିଛନ୍ତି କି ଯେଉଁ ମାନଙ୍କ ଘର ଜଙ୍ଗଲ ପାଖରେ ତାଙ୍କ ଘରେ ତାଙ୍କ ଜୀବନକୁ କିପରି ବିପଦ ଆସୁଥିବ ବିଶେଷକରି ଯେଉଁ ଭାଇମାନେ ମାଲକାନଗିରି କଳାହାଣ୍ଡି ଓ ମୟୂରଭଞ୍ଜର ଜଙ୍ଗଲ ଅଞ୍ଚଳ ପାଖାପାଖି ବସବାସ କରୁଛନ୍ତି ସେମାନେ ଭଲ ଭାବରେ ଜାଣିଥିବେ ଆମେ ସାଧାରଣତଃ ରାତି ୧ ରୁ ୨ ଟା ପର୍ଯ୍ୟନ୍ତ ବିନା ଭୟ ବିନା ବିପଦରେ ବାହାରେ ବୁଲୁଛନ୍ତି ହେଲେ ଜଙ୍ଗଲ ପାଖାପାଖି ଲୋକମାନେ ରାତି ୮ ରୁ କବାଟ ଦେଇ ଘରେ ରୁହନ୍ତି ଆଜିର ଘଟଣା ଠିକ୍ ସେହିପରି।
ରମେଶ ଭାଇଙ୍କ ଘର ବାଲେଶ୍ଵର ଡୁଡ଼ୁମା ଗ୍ରାମରେ ରମେଶ ଭାଇ କହିଥାନ୍ତି ଯେ ଆମ ଗାଁ ଠାରୁ ଜଙ୍ଗଲ ପାଖାପାଖି ୧୦୦ ମିଟର ଦୂର ହେବ ହେଲେ ଦିନେ ଏପରି ଥିଲା ଜଙ୍ଗଲ ଭିତରେ ଆମ ଗାଁ ଥିଲା ହେଲେ ବର୍ତ୍ତମାନ ଟଙ୍କା ପଇସାର ଉନ୍ନତି ଫଳରେ ଆମ ଗାଁରେ ଟିକେ ପରିବର୍ତ୍ତନ ଘଟିଛି ପୂର୍ବରୁ ଆମେ ସନ୍ଧ୍ୟା ୬ ଟାରେ ଘରୁ ବାହାରୁନା କାରଣ ଜଙ୍ଗଲି ଭାଲୁ ଓ ଜଙ୍ଗଲି କୁକୁରର ଭୟ ଥାଏ ବର୍ତ୍ତମାନ ମଧ୍ୟ ସେହିପରି ଭୟ ଅଛି ହେଲେ ଆଗ ପରି ଏତେ ଜଲ୍ଦୀ ଘରର କବାଟ ଦେଉ ନାହୁଁ ବର୍ତ୍ତମାନ ସମୟରେ ବି ଭାଲୁ ବୋହୁତ ଥର ଆମ ଗାଁକୁ ପଶି ଯାଇଛି ହେଲେ ଆମେ ନିଆଁ ମାଧ୍ୟମରେ ଭାଲୁକୁ ଘଉଡାଇ ଦେଇଛି କିନ୍ତୁ ଆମ ଗାଁ ଲୋକଙ୍କ ଜୀବନରେ ଏପରି କିଛି ଘଟିବ ବୋଲି ଆମେ ସ୍ବପ୍ନରେ ସୁଧା ଭାବି ନଥିଲୁ।
ଏହି ଘଟଣାଟି ୫ ରୁ ୬ ଦିନ ତଳର ସେଦିନ ଜୋର୍ ରେ ବର୍ଷା ପକାଉଥାଏ ବର୍ଷା କିଛି ସମୟ ପକାଇବା ପରେ ଛାଡ଼ିଗଲା ତେଣୁ ମୁଁ ଆଉ ମୋ ଦାଦା ବିଲକୁ ଗଲୁ ଧନ ରୋଇବାକୁ ଆମେ ବିଲରେ ପହଞ୍ଚି ପାଖାପାଖି ୧୦ ମିନିଟ୍ ଧନ ରୋଇଚୁ କି ନାହିଁ ହଠାତ୍ ଏକ ଜୋର୍ ଗର୍ଜନ ଶୁଭିଲା ଏହି ଶବ୍ଦ କୁଆଡୁ ଆସୁଛି କହି ଆମେ ଯେବେ ଏଣେତେଣେ ଲକ୍ଷ୍ୟ କଲୁ ପାଇଲୁକି ଏକ ଅଜବ ପ୍ରକାର ଦେଖା ଯାଉଥିବା ଜନ୍ତୁ ଆମ ଗାଁର ଦୁଇଜଣ ଲୋକଙ୍କୁ କାମୁଡିବାରେ ଲାଗୁଥାଏ ଏହା ଦେଖି ମୁଁ ଆଉ ମୋ ଦାଦା ପାଖରେ ପଡିଥିବା କୋଦାଳକୁ ଧରି ସେହି ଜନ୍ତୁ ଆଡ଼କୁ ଦୋଉଡ଼ିଲୁ ଆମ ହାତରେ କୋଦାଳ ଥିବା ଦେଖି ସେହି ଜନ୍ତୁ ଜଙ୍ଗଲ ଭିତରକୁ ପଳାଇଲା ଆଉ ତାପରେ ଆମେ ଦେଖିଲୁ ଆମ ଗାଁର ସେହି ଦୁଇଟି ଲୋକଙ୍କ ମୁହଁକୁ ସେହି ଜନ୍ତୁ କ୍ଷତ ବିକ୍ଷତ କରି ଦେଇଥାଏ ଆଜିବି ମୁଁ ଆଶ୍ଚର୍ଯ୍ୟ ସେହି ଜନ୍ତୁ ଏପରି କଣ ଥିଲା ଓ କୁଆଡୁ ଆସିଲା ଯାହାକୁ ମୁଁ ଏପର୍ଯ୍ୟନ୍ତ ବି ଦେଖିବାକୁ ପାଉନାହିଁ।