Cricket News : BCCI ର କଠୋର ନିୟମ, କୋହଲି – ରୋହିତଙ୍କ ବଢ଼ିଲା ଅଡୁଆ, ଦେଖନ୍ତୁ ସମ୍ପୂର୍ଣ ଖବର |

BCCI ର କଠୋର ନିୟମ ଜୟ ସାହା କହିଲେ ଯଦି କୌଣସି ଖେଳାଳି ଆହତ ହୁଅନ୍ତି ବିରାଟ ଓ ରୋହିତଙ୍କୁ ଦେବେ ବଡ଼ ବୟାନ | କିଛି ଦିନ ହେବ ଦିଲ୍ଲୀ ଟ୍ରଫିର ଆଗାମୀ ସିଜିନରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ଏହି ଟୁଣ୍ଣାମେଣ୍ଟ 5 /22 ସେପ୍ଟେମ୍ବର ପର୍ଯ୍ୟନ୍ତ ଖେଳାଯିବ ଯେଉଁଥିରେ ଭାରତୀୟ କ୍ରିକେଟ ଦଳପାଇଁ ଖେଳୁଥିବା ଖେଳାଳିଙ୍କୁ ଅଧ୍ୟା ଅନ୍ତର୍ଭୁକ୍ତ କରାଯାଇଛି | ଜାତୀୟ ଦଳ ପାଇଁ ଖେଳୁଥିବା ଖେଳାଳି ମାନେ ମଧ୍ୟ ଗହରାଈ କ୍ରିକେଟ ଖେଳିବା ଉଚିତ ବୋଲି ଦାବି କରାଯାଇଛି |

ଏହି ସମୟରେ BCCI ସଚିବ ଜୟ ସାହା ବଡ ରହସ୍ୟ ଖୋଲି କହିଛନ୍ତି ଯଦି ଜଣେ ଖେଳାଳି ଆହତ ହୁଅନ୍ତି ତେବେ ସେ କିପରି ଟିମ ଇଣ୍ଡିଆରେ ପଟିଆବର୍ତ୍ତନ କରିପାରିବେ | ଜୟ ସାହା ଏକ ପୁରୁଣା ଘଟଣା କୁ ମାନେ ପକାଇ କହିଛନ୍ତି 2022 ଏସିଆ କପ ସମୟରେ ରବୀନ୍ଦ୍ର ଜାଡେଜାଙ୍କୁ ଆଣ୍ଠୁ ରେ ଆଘାତ ଲାଗିଥିଲା | ଜୟ ସାହା ସେହି ସମୟରେ ଜାଡେଜାଙ୍କୁ ଫୋନ କରି ତାଙ୍କୁ ଘରଇ କ୍ରିକେଟ ଖେଳିବାକୁ କହିଥିଲେ |

ଏହି କାରଣରୁ ଜାଡେଜା ସେହି ସମୟରେ ସୋ ରାଷ୍ଟ୍ରୀୟ ପାଇଁ ଖେଳିଥିଲେ ଏବଂ ପରେ ବଡରଂଗ ଭସ୍କର ଟ୍ରଫି 2022 ପାଇଁ ଭାରତୀୟ ଦଳକୁ ଫେରିଥିଲେ | ଜୟ ସାହା କହିଛନ୍ତି ଆମେ କିଛି କଠିନ ନିୟମ କରିଛୁ ଯେତେବେଳେ ରବୀନ୍ଦ୍ର ଜାଡ଼େଜା ଆହତ ହୋଇଥିଲେ ମୁଁ ତାଙ୍କୁ ଫୋନ କରି ଘରଇ କ୍ରିକେଟ ଖେଳିବାକୁ କହିଥିଲି ବର୍ତମାନ ନିୟ ହୋଇଛି କୌଣସି ଖେଳାଳି ଆହତ କାରଣରୁ ବାହାରକୁ ଯିବେ ସେବେ ଟିମ ଇଣ୍ଡିଆକୁ ଫେରିବେ |

ଯେବେ ଘରଇ କ୍ରିକେଟରେ ନିଜର ଫିଟନେସ ପ୍ରମାଣ କରିବେ ନିକଟରେ ବିରାଟ କହିଲି ଏବଂ ରୋହିତ ଶର୍ମା ଦିଲ୍ଲୀ ଟ୍ରଫି ଖେଳିବାର ଖବର ଚର୍ଚ୍ଚାରେ ଥିଲା କିନ୍ତୁ ରିପୋର୍ଟ ଅନୁଯାଇ ଏହି ଦୁଇ ବରିଷ୍ଠ ଭାରତୀୟ ଖେଳାଳି ଆଗାମୀ ଟୁଣ୍ଣାମେଣ୍ଟରେ ଖେଳିବେ ନାହିଁ ଏହାପରେ ଜୟ ସାହା କହିଛନ୍ତି ଯେ ବିରାଟ ଏବଂ ରୋହିତ ଆଘାତ ହେବାର ଆଶଙ୍କା ରହିଛି ଏବଂ ଅଷ୍ଟେଲିଆ ଇଂଲଣ୍ଡ ବିପକ୍ଷ ଆଗାମୀ ସିରିଜ କୁ ମଧ୍ୟ ମ୍ୟାନେଜମେଣ୍ଟକୁ ଧ୍ୟାନରେ ରଖିବାକୁ ପଡିବ |

Leave a Reply

Your email address will not be published. Required fields are marked *