ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସାରା ଓଡ଼ିଶାରେ ଘରେ ଘରେ ବନ୍ୟା ପାଇଁ ଲୋକେ ଟିକେ ଶାନ୍ତିରେ ଖାଇ ପାରୁ ନାହାଁନ୍ତି ଏହି ବନ୍ୟା ବେଳେ ଦେଖିଥିବେ ଘରେ କିମ୍ବା ଗାଁରେ ଅନେକ ବିଷଧର ସାପ ପ୍ରବେଶ କରନ୍ତି ଆଉ ବେଳେ ବେଳେ ମଧ୍ୟ କୁମ୍ଭୀର ପଳାଇ ଆସିଥାନ୍ତି ହେଲେ ଆଜି ଏକ ନୂତନ ବିଷୟର ଦେଖିବେ ଓ ଶୁଣିବେ।
ଜ୍ଞାନରଞ୍ଜନ ଭାଇ କହିଥାନ୍ତି ଯେ ମୋ ଘର ଯାଜପୁରର ଧର୍ମାପୁର ଠାରେ ଆମ ଗାଁରେ ବୋହୁତ ବର୍ଷରୁ ଏକ ମନ୍ଦିର ଅଛି ସେହି ମନ୍ଦିର ବୋଧେ ପାଖାପାଖି ୧୦୦ ବର୍ଷ ପୁରୁଣା ହେଲେ ଏହି ୧୦୦ ବର୍ଷ ଭିତରେ ଯେତେ ବନ୍ୟା ହୋଇଛି କେବେବି ମନ୍ଦିରରେ ପାଣି ପଡ଼ିନାହିଁ ହେଲେ ଆଶ୍ଚର୍ଯ୍ୟର କଥା ଏହି ବନ୍ୟାରେ ଆମ ମନ୍ଦିରରେ ପାଣି ପଶିଗଲା ଏହି ଦୃଶ୍ୟ ଦେଖି ଆମ ଗାଁ ଲୋକ ଆଶ୍ଚର୍ଯ୍ୟ ଭାବରେ ମନ୍ଦିରକୁ ଅନାଉ ଥିଲେ ଏବଂ କିଛି ଲୋକ ଗାଁକୁ ବିପଦ ଆସିଲା ବୋଲି କହୁଥିଲେ ହେଲେ ଏହି ସମୟରେ ଆମେ |
ଦେଖିଲୁ ମନ୍ଦିର ଭିତରୁ ଏକ ଅଜବ ପ୍ରକାର ଜୀବଟେ ବାହାରିଲା ଓ ବନ୍ୟା ସୁଅ ମାଧ୍ୟମରେ ଭାସିକି ପଳାଇଲା ଏହି ଦୃଶ୍ୟ ଦେଖି କିଛି ଲୋକ କହିଥିଲେ ଏହା ଏକ ସଇତାନ ଅଟେ ଜିଏକି ପାଣିରେ ଭାସି ଆସିଛି ଓ ଆଉ କିଛି ଲୋକ କହିଲେ ଏହି ଜୀବ ମନ୍ଦିର ଭିତରେ ଲୁଛିକି ରହିଥିଲା ଆଜି ବାହାରି ଆସିଛି ତେବେ ଦର୍ଶକ ବନ୍ଧୁ ଏହି ଜୀବ କଣ ଅଟେ ଏବଂ କେଉଁଠୁ ଆସିଲା ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ ନିଜର ନିଜର ମତାମତ ଜଣାଇ ଦିଅନ୍ତୁ।