ଓଡ଼ିଶାକୁ ମାଡ଼ି ଆସୁଛି ଆହୁରି ଏକ ଲଘୁଚାପ ଆସନ୍ତା କାଲି ଯାହା ଫଳରେ ହେବାକୁ ଯାଉଛୁ ଏହି ସବୁ ଜିଲ୍ଲାକୁ ବହୁ ପରିମାଣରେ ବର୍ଷା ତାହେଲେ କେଉଁ କେଉଁ ଜିଲ୍ଲାକୁ ହେବାକୁ ଯାଉଛି ବର୍ଷା ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ। ଆଗାମୀ ୨୪ ଘଣ୍ଟା ପାଇଁ ଘରୁ ପଦାକୁ ନା ବାହାରିବାକୁ ଆଦେଶ ଦେଲା ପାଣିପାଗ ବିଭାଗ ।
ବର୍ତ୍ତମାନ ସୁଦ୍ଧା ଓଡ଼ିଶା ବନ୍ୟା ପାଇଁ ଉବୁ ଦୁବ ହେଉଥିବା ସମୟରେ ତୁଃ କୁ ତୁହ ବର୍ଷା କଚିବାରେ ଲାଗିଛି ସେପଟରେ ଉପର ମୁଣ୍ଡରେ ବର୍ଷା ହେଉଥିବା କାରଣରୁ ନକେ ଦମ୍ ହେଲେଣି ଓଡ଼ିଶା ବାସୀ ଏହାରି ଭିତରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଉଛୁ ଆହୁରି ଏକ ବଡ଼ ଲଘୁଚାପ ପ୍ରବଳ ବର୍ଶିବ ସବୁକିଛି ଧୋଇ ସେଥିରେ ନେଇଯିବା ଭସିବାକୁ ଲାଗିବ ଏହି ସବୁ ଜିଲ୍ଲା ।
ସେହି ୭ଟି ଜିଲ୍ଲା ଗୁଡିକ ହେଲେ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ଦେବଗଡ଼, ସମ୍ବଲପୁର, କୋରାପୁଟ, ନବରଙ୍ଗପୁରକୁ ସତର୍କ ସୂଚନା ଜାରି କରାଯାଇଛି । ୭ରୁ ୧୦ ସେଣ୍ଟିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି । ଏହା ବ୍ୟତୀତ ପ୍ରବଳ ବର୍ଷା ନେଇ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହି ୧୮ଟି ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି । ୧୧ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଭିନ୍ନ ଜିଲ୍ଲାକୁ ଜାରିି ହେଲା ୟେଲୋ ୱାର୍ଣ୍ଣିଂ ।