ବର୍ତ୍ତମାନ ମାନ ସମୟସ ଅଭିନେତ୍ର ଅର୍ଚ୍ଚିତା ଏବେ ହସିପିଟାଲ ରେ ଆଡିମିଟି ହୋଇଛନ୍ତି ଗୋଟେ ନୂଆ ସେନେମା ର ସୁଟିଙ୍ଗ ସେଟ ବେସ୍ତ୍ୟ ଥିବା ସମୟରେ ତାଙ୍କ ସହ ଏମିତି କିଛି ଦୁଘଟଣା ଘଟିଲା ଯାହାକି ଅର୍ଚ୍ଚିତା ଗୁରୁତ୍ୱର ସମୟ ରେ ହସିପିଟାଲ ରେ ଅଛନ୍ତି ସେ ତାଙ୍କ ଦେହ ଖରାପ ର ଫୋଟୋ ଆଉ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ କରିଛନ୍ତି |
ଅର୍ଚ୍ଚିତା ସାହୁ ଭହୁତ ଦିନ ହବ ସେ ସୁଟିଙ୍ଗ ସେଟ ରୁ ସବ୍ୟଚାଚି ଙ୍କୁ ଭଲ ପାଇଁ ବିବାହ କରିଥିଲେ ବାହାଘର ପରେ ସେ କୌଣସି ଓଡ଼ିଆ ସିନେମାର ନଜର ଆସି ନାହାନ୍ତି କିନ୍ତୁ ପ୍ରଥମ ଥର ପାଇଁ ସେ ଯେତେବେଳେ ଗୋଟିଏ ଓଡ଼ିଆ ସେନେମା କରିବେ ବୋଲି ବାହାରିଥିଲେ ଏହି ସିନେମା ଟିର ନା ହେଉଛି ପାଦେ ଆକାଶ |
ଏହି ସିନେମା ଟିରେ ବହୁତ ମଜ଼ା ମସ୍ତି ସମୟରେ ସୁଟିଂ ସେଟ ରେ ତାଙ୍କ ସହ ଏମିତି କିଛି ଘଟଣା ଘଟିଛି ତାଙ୍କ ସହ ସୁଟିଂ ସେଟ ରେ ସେ ହସିପିଟାଲ ରେ ଆଡିମିଟି ହୋଇଛନ୍ତି ଏ ସବୁ ସିନେମା ର କାହାଣୀ କୁ ମୂଳ ବୋଲି ଆଧାର କରାଯାଇଛି ଏହି ସିନେମା ଟିରେ ଲୋକ ମାନେ ତାଙ୍କୁ ଭହୁତ ଭଲ ପାଇବା ଦେବେ ବୋଲି ଅର୍ଚ୍ଚିତା ଭହୁତ ଆଶା କରିଛନ୍ତି |
ଆପଣ ମାନେ ତା ସମସ୍ତ ଜାଣିଥିବେ ଅର୍ଚ୍ଚିତା ହୋଉଛନ୍ତି ବହୁତ ଭଲ ଅଭିନେତ୍ର ତାଙ୍କ ଅଭିନୟ ଡେ଼ଖିବାକୁ ସାରା ଓଡିଶା ଲୋକ ଭଲ ପାଆନ୍ତି ତାଙ୍କ ସହ ଏମିତି କିଛି ଦୁଘଟଣା ଘଟିଲା ଯାହା କି ସେ ଏବେ ହସିପିଟାଲେ ଆଡିମିଶନ ହୋଇଛନ୍ତି ଏହି ସିନେମାରେ ତାଙ୍କୁ ହେଂଡ଼ିକାପଟ ଦେଖିବାକୁ ପାଇବେ