Vastu Shastra : ଯଦି ଘର ସାମ୍ନରେ ଏହି ଗଚ୍ଛ ଥାଏ ତାହେଲେ ଶୀଘ୍ର ବାହର କରିଦିଅନ୍ତୁ, ନଚେତ….

ନମସ୍କାର ବନ୍ଧୁଗଣ ବାସ୍ତୁ ଶାସ୍ତ୍ରରେ ୮ଟି ପୁରାଣ ଏବଂ ୧୮ଟି ବାସ୍ତୁ ଛଡ଼ା ମଧ୍ୟ ଅଲଗା ଅନେକ ପ୍ରକାରର ବାସ୍ତୁ ଦୋଷର ବର୍ଣ୍ଣନା କରାଯାଇଛି ଯାହା ପ୍ରକୃତି ଅଥବା ମନୁଷ୍ୟ ଦ୍ଵାରା ନିର୍ମିତ ହୋଇପାରେ ଯାହାକୁ ବେଦ କୁହାଯାଏ ଆମକୁ କିଛି ବେଦ ସହଜରେ ନଜର ଆସେ ଯେପରି ଅଟକି ରହିଥିବା ପାଣି ନାଳ ଖମ୍ବ ଚଉଁରା ଇତ୍ୟାଦି ଅନେକ ଗୁଡ଼ିକ ବୃକ୍ଷ ମଧ୍ୟ ଘରର ଆଖ ପାଖରେ ରହିବା ବାସ୍ତୁ ଦୋଷର କାରଣ ବଢିପାରେ ଏମିତିରେ ତ ହରାଭରା ଏବଂ ପରିବେଶର ପୋଷଣ କରୁଥିବା ବୃକ୍ଷର ମହତ୍ତ୍ଵ ଅବର୍ଣ୍ଣନୀୟ ଅଟେ କିନ୍ତୁ ଦେହକୁ ଭୁଲ୍ ସ୍ଥାନରେ ଲଗାଇବାକୁ ବୃକ୍ଷ ବେଦ କୁହାଯାଏ ଘରର ମୁଖ୍ୟ ପ୍ରବେଶ ଦ୍ଵାରା ସାମ୍ନାରେ କୌଣସି ପ୍ରକାର ବୃକ୍ଷ ରହିଲେ ବୃକ୍ଷବେଦ ଉତ୍ପନ ହୁଏ ଅଥବା ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ବୃକ୍ଷ ଘରର ସାମ୍ନାରେ ରହିଲେ ଘରର ମାଲିକକୁ ବାରବାଦ କରିଦିଏ ଏବଂ ତାଙ୍କୁ କୌଣସି କାର୍ଯ୍ୟରେ ସଫଳତା ନ ମିଳି କ୍ଷତି ହୁଏ ତେବେ ଚାଲନ୍ତୁ ଜାଣିନେବା ଆମ ଦ୍ଵାରା ସାମ୍ନାରେ କେଉଁ ସବୁ ଜିନିଷ ଏବଂ ବୃକ୍ଷ ରହିବା ଉଚିତ୍ ନୁହେଁ।

ଦର୍ଶକ ବନ୍ଧୁ ଘରର ମୁଖ୍ୟ ଦ୍ଵାରା କୌଣସି ବୃକ୍ଷ ରହିବା ଉଚିତ୍ ନୁହେଁ ଏହି ପ୍ରକାର ବେଦ ରହିବା କାରଣରୁ ଘରେ ବାସ କରୁଥିବା ଲୋକଙ୍କୁ ସବୁବେଳେ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ଏବଂ ଅପମାନ ସହିବାକୁ ପଡ଼ିଥାଏ ଦ୍ଵାରା ସାମ୍ନାରେ କୋଣ ଗୋଲେଇ ଖମ୍ବ ମନ୍ଦିର ରହିବା ଦ୍ଵାରା ପାଇଁ ଶୁଭ ମାନାଯାଏ ନାହିଁ ମୁଖ୍ୟ ଦ୍ଵାରା ସାମ୍ନାରେ କୂଅ ପାଣିଟାଙ୍କି ରହିଥାଏ ତ ମାନସିକ ସନ୍ତୁଳନ ସବୁବେଳେ ବନିରହେ ଏବଂ ଘରେ ସବୁବେଳେ ଧନର କମି ବନି ରହିଥାଏ ଏହି ବେଦ କାରଣରୁ ଘରେ ବାସ କରୁଥିବା ସବୁ ସଦସ୍ୟମାନେ ସବୁବେଳେ ଚିନ୍ତିତ ରୁହନ୍ତି ଘରର ମୁଖ୍ୟ ଦ୍ଵାରା ସାମ୍ନାରେ ଭାଙ୍ଗି ଯାଇଥିବା ଖମ୍ବ କିମ୍ବା ଅନ୍ୟାନ୍ୟ କୌଣସି ଜିନିଷ ରହିବା ବେଦର କାରଣ ବନିଥାଏ ଘରର ଦ୍ବାର ସାମ୍ନାରେ ସେଢି ବନାଇବା ଅଶୁଭ ହୋଇଥାଏ ବିଦ୍ୟୁତ୍ କିମ୍ବା ଟେଲିଫୋନ୍ ଖମ୍ବ ମଧ୍ୟ ଘରର ଦ୍ଵାର ସାମ୍ନାରେ ରହିବା ଅଶୁଭ ହୋଇଥାଏ ଏହା ଦ୍ବାରା ଆପଣ ସମସ୍ତଙ୍କୁ ଅନେକ ଗୁଡ଼ିଏ ରୋଗର ସାମ୍ନା କରିବାକୁ ପଡ଼ିଥାଏ ଯଦି ଘରର ସାମ୍ନାରେ ପଳାସ ଗଛ ଥାଏ ତେବେ ଘରର ସ୍ଵାମୀ ସବୁବେଳେ ପରାଜିତ ରହିଥାନ୍ତି ଯଦି ମୁଖ୍ୟ ଦ୍ଵାରା ପ୍ରବେଶ ଦ୍ଵାର ସାମ୍ନାରେ ତେନ୍ତୁଳି ବୃକ୍ଷ ଥାଏ ତେବେ ଘରର ସଦସ୍ୟଙ୍କର ଅକାଳ ମୃତ୍ୟୁ ହୋଇଥାଏ ଘରର ସାମ୍ନାରେ ଓସ୍ତ ବୃକ୍ଷ ଭୂତ ପ୍ରେତ ସହିତ ଭୟ ଉତ୍ପନ କରାଇଥାଏ ଘର ଉପରେ ଯଦି କୌଣସି ଗଛର ଛାଇ ପଡୁଥାଏ ତେବେ ସେହି ଘର ଉପରେ ନିଦ୍ରା ଦେବୀଙ୍କ ଶାସନ ବନି ରହିଥାଏ ଏପରି ଘରେ ରହୁଥିବା ଲୋକଙ୍କର ଦେହ ସବୁବେଳେ ଖରାପ ରହିଥାଏ ଅଗଣାରେ କ୍ଷୀର ବାହାରୁ ଥିବା ଗଛ ରହିଲେ ଏହା ଘରର ବିନାଶ କରିଥାଏ କଦଳୀ ବାଦାମ ଆମ୍ବ ଖଜୁରୀ ଅଙ୍ଗୁର ଇତ୍ୟାଦି ଗଛକୁ ମଧ୍ୟ କେବେବି ଅଗଣାରେ ଲଗାନ୍ତୁ ନାହିଁ ତୁଳସୀ ଗଛ ଅବଶ୍ୟ ଲଗାନ୍ତୁ ତେବେ ଦର୍ଶକ ବନ୍ଧୁ ଏବେ ଆସନ୍ତୁ ଜାଣିବା ଘର ପାଖରେ କେଉଁ ଗଛ ରହିବା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ।

ତୁଳସୀ
ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ମାତା ଲକ୍ଷ୍ମୀଙ୍କ ରୂପ ବୋଲି ମାନିଯାଏ କୁହାଯାଏ କି ଯେଉଁ ଘରେ ତୁଳସୀର ଗଛକୁ ପୂଜା ଅର୍ଚ୍ଚନା କରାଯାଏ ସେହି ଘର ପ୍ରତି ଭଗଵାନ ଶ୍ରୀ ବିଷ୍ଣୁଙ୍କର ସର୍ବଦା କୃପା ଦୃଷ୍ଟି ରହିଥାଏ ଆପଣଙ୍କ ଘରେ ଥିବା ସମସ୍ତ ପ୍ରକାର ନକାରାତ୍ମକ ଉର୍ଯାକୁ ଦୂର କରିବାର ଶକ୍ତି ରଖିଥାଏ କିନ୍ତୁ ଧ୍ୟାନ ରଖନ୍ତୁ କି ତୁଳସୀ ଗଛକୁ ଦକ୍ଷିଣ ଦିଗରେ ଲଗାଇବା ଉଚିତ୍ ନୁହେଁ କାରଣ ଏହା ଆପଣଙ୍କୁ ଲାଭ ଦେବା ବଦଳରେ ଅନେକ କ୍ଷତି ପହଞ୍ଚାଇ ଥାଏ ତୁଳସୀ ଗଛକୁ ପୂର୍ବ ଐଶ୍ୱନ୍ୟ ଦିଗରେ ଲଗାଇବା ଉଚିତ୍ ସମସ୍ତ ମନୁଷ୍ୟ ସକାଳୁ ସ୍ନାନ ସାରି ତୁଳସୀ ଗଛରେ ପାଣି ଦେବା ବୋହୁତ ଶୁଭ ହୋଇଥାଏ କହାଯାଏ କି ପ୍ରତି ବୃହସ୍ପତି ବାରରେ ତୁଳସୀ ଗଛକୁ କଞ୍ଚା କ୍ଷୀର ଅର୍ପଣ କରିଥାଏ ସନ୍ଧ୍ୟାରେ ଦେଶୀ ଗାଈ ଘିଅର ଦୀପ ଜଳାଇଥାଏ ସେଠାରେ ତୁଳସୀ ମାତା ସବୁବେଳେ ନିବାସ କରନ୍ତି।

ବେଲବୃକ୍ଷ
ଭଗଵାନ ଶିବଙ୍କୁ ବେଲପତ୍ର ଅତ୍ୟନ୍ତ ପ୍ରିୟ ଅଟେ ମାନ୍ୟତା ଅଛି କି ଏହି ବେଲ ଗଛରେ ସ୍ଵୟଂ ଭଗବାନ ଶିବ ବାସ କରିଥାନ୍ତି ଯେଉଁ ଘରେ ଏହି ବେଲ ଗଛ ରହିଥାଏ ସେହି ଘରେ ମାତା ଲକ୍ଷ୍ମୀ ଧନ ବର୍ଷା କରିଥାନ୍ତି ଏହାକୁ ଘରେ ଲଗାଇବା ଦ୍ଵାରା ଧନର ଦେବୀ ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ହୁଅନ୍ତି ସବୁ ସମସ୍ୟା ଦୂର ହୋଇଥାଏ ମନାଯାଏ କି ବେଲ ବୃକ୍ଷ ଓ ଅରଖ ବୃକ୍ଷକୁ ଲଗାଇବା ଦ୍ଵାରା ମାତା ଲକ୍ଷ୍ମୀଙ୍କର ସ୍ଥାୟୀ ରୂପେ କୃପା ପ୍ରାପ୍ତ ହୁଏ ବେଲ ଗଛକୁ ସକାଳେ ଏବଂ ସନ୍ଧ୍ୟାରେ ଦର୍ଶନ କରିବା ଦ୍ୱାରା ଜଣା ଅଜାଣତରେ ହେଉଥିବା ନାଶ ହୋଇଥାଏ।

ଶନିବୃକ୍ଷ
ଶନିଗଛ ଘରେ ଥିଲେ ବୋହୁତ ଶୁଭ ମାନାଯାଏ ଏହି ଶନିଗଛ ଘରର ଡାହାଣ ପଟରେ ଲଗାଇବା ଶୁଭ ଅଟେ ଏହି ଶନିଗଛର ମୂଳରେ ସୋରିଷ ତେଲ ଦୀପ ଲଗାଇବା ଉଚିତ୍ ଏହାଦ୍ବାରା ଶନିଦେବଙ୍କ ପ୍ରକୋପ ଆପଣଙ୍କ ଉପରେ ରହିବ ନାହିଁ ଓ ଆପଣଙ୍କ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ ବିଜୟା ଦଶମୀ ଦିନ ପୂଜା ଅର୍ଚ୍ଚନା କରିବା ଦ୍ଵାରା ମଣିଷକୁ କେବେବି ଧନଧାନ୍ୟର ଅଭାବ ରହିବ ନାହିଁ ଶନିଗଛ ଘରର ଏପରି ସ୍ଥାନରେ ଲଗାନ୍ତୁ ଯେପରି ଘରୁ ବାହାରିବା ସମୟରେ ଏହି ସମିଗଛଟି ଡାହାଣ ପଟରେ ରହିବ।

ଅସ୍ଵଗନ୍ଧା ଗଛ
ଅସ୍ଵଗନ୍ଧା ଗଛକୁ ମଧ୍ୟ ବୋହୁତ ଶୁଭ ମାନାଯାଏ ଏହି ଗଛକୁ ଘରେ ଲଗାଇବା ଦ୍ଵାରା ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ।ଏହା ଜୀବନରେ ଶୁଭତାକୁ ବଢାଇଥାଏ ଏହା ମଧ୍ୟ ଅତ୍ୟନ୍ତ ଲୋକପ୍ରିୟ ଓ ଆୟୁର୍ବେଦିକ ଔଷଧୀୟ ଗଛ ଅଟେ।

ଅଁଳା ଗଛ
ଯଦି ଆପଣଙ୍କ ଘରେ ଅଁଳା ଗଛ ଲଗାଇଛନ୍ତି ଏବଂ ଏହା ଉତ୍ତର ଦିଗ କିମ୍ବା ପୂର୍ବ ଦିଗରେ ଥାଏ ତ ଏହା ଅତ୍ୟନ୍ତ ଲାଭ ଦାୟକ ଅଟେ ଏହା ଆପଣଙ୍କ କଷ୍ଟର ନିବାରଣ କରିଥାଏ ଅଁଳା ଗଛକୁ ପୂଜା କରିବା ଦ୍ୱାରା ସବୁ ମନସ୍କାମନା ପୂରଣ ହୋଇଥାଏ ଧାର୍ମିକ ମାନ୍ୟତା ଅନୁସାରେ ଅଁଳା ଗଛରେ ସବୁ ଦେବତାଙ୍କ ନିବାସ ହୋଇଥାଏ କରିଥାନ୍ତି ଏହା ସହିତ ଅଁଳା ଗଛର ଫଳଟି ଭଗଵାନ ଶ୍ରୀହରି ବିଷ୍ଣୁଙ୍କର ଅତିପ୍ରିୟ ହୋଇଥାଏମାନ୍ୟତା ଅଛି କି ଯେଉଁ ଘରର ଉତ୍ତର ଦିଗରେ ଏହି ଅଁଳା ଗଛଟି ରହିଥାଏ ତ ସେହି ଘରେ ଭଗଵାନ ଶ୍ରୀହରି ବିଷ୍ଣୁଙ୍କର କୃପାରୁ ଧନଧାନ୍ୟ ସୁଖ ସମୃଦ୍ଧିରେ କମି ରହେନାହିଁ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଗୋଟେ ଅଁଳା ଗଛଟିଏ ଲଗାଇ ତାହାର ଯତ୍ନ ନେଇଥାଏ ତାଙ୍କୁ ରାଜସ୍ଵି ଯଜ୍ଞର ଫଳ ପ୍ରାପ୍ତି ହୁଏ।

ଅଶୋକ ବୃକ୍ଷ
ହିନ୍ଦୁ ଧର୍ମରେ ଅଶୋକ ବୃକ୍ଷକୁ ବୋହୁତ ଶୁଭ ଏବଂ ଲାଭକାରୀ ବୋଲି ମାନାଯାଏ ଅଶୋକର ଅର୍ଥ ହେଉଛି ଶୁଭର ଊଣା ନ ହେବା ଏହି ଗଛ ଯେଉଁ ଘରେ ଥାଏ ସେହି ଘରେ ସଦସ୍ୟଙ୍କ ମଧ୍ୟରେ ଭଲ ସଂପର୍କ କରିଥାଏ ମାନ୍ୟତା ଅଛି କି ଅଶୋକ ବୃକ୍ଷକୁ ଘରେ ଲଗାଇବା ଦ୍ଵାରା ଘରେ ଲଗାଇବା ଦ୍ଵାରା ବ୍ୟକ୍ତିକୁ ସବୁ ସମସ୍ୟାର ମୁକ୍ତି ମିଳିଯାଏ ଘରେ ଅଶୋକ ବୃକ୍ଷ ଥିଲେ ସୁଖ ଧନ ସଂପତ୍ତି ଏବଂ ସମୃଦ୍ଧିର ବାସ ହୋଇଥାଏ ଏବଂ ସେହି ଘରେ କାହାରି ବି ଅକାଳ ମୃତ୍ୟୁ ମଧ୍ୟ ହୋଇ ନଥାଏ।

ଅରଖ ବୃକ୍ଷ
ଅରଖ ବୃକ୍ଷ କ୍ଷୀର ବାହାରୁଥିବା ଭଳି ଗଛ ହୋଇଥାଏ ବାସ୍ତୁ ସିଦ୍ଧାନ୍ତ ଅନୁସାରେ କ୍ଷୀର ବାହାରୁଥିବା ଗଛ ଘର ପାଖରେ ରହିବା ଅଶୁଭ ମାନାଯାଏ କିନ୍ତୁ ଶ୍ୱେତ ଅରଖକୁ ହଳଦୀ ଚାଉଳ ଏବଂ ଗଙ୍ଗା ଜଳ ଦ୍ଵାରା ସେବନ କଲେ ଏହି ଘରେ ରହୁଥିବା ଲୋକଙ୍କୁ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ ଏପରି ମାନ୍ୟତା ଅଛି କି ଯେଉଁ ଘରେ ଶ୍ୱେତ ଅରଖ ହୋଇଥାଏ ସେହି ଘରେ ସମୃଦ୍ଧି ବଢ଼ିଥାଏ ସେହି ଘରର ଲୋକଙ୍କୁ ହଠାତ୍ ଧନ ପ୍ରାପ୍ତି ହୋଇଥାଏ।

Leave a Reply

Your email address will not be published. Required fields are marked *