ନମସ୍କାର ବନ୍ଧୁଗଣ ଆପଣ ଟିଭି ନିଉଜ୍ ରିପୋଟିଂ ଏବଂ ଡିବେଟ୍ ବେଳେ କିଛି ଅଜବ ଏବଂ ଫନି ଘଟଣା ନିଶ୍ଚୟ ଦେଖିଥିବେ ତେବେ ଆଜି ଆସନ୍ତୁ ଏମିତି କିଛି ଭିଡିଓ ଦେଖିବା ଯେଉଁଠି କ୍ୟାମେରା ସାମ୍ନାରେ ଲୋକମାନେ ଏମିତି କିଛି ଭିଡିଓ କରିଦେଲେ ଯାହାକୁ ଦେଖି ଆପଣ ହସି ହସି ଗଡ଼ିଯିବେ।
୧୦ ମାର୍ଚ୍ଚ ୨୦୨୨ ରେ ଏହି ରିପୋଟର ମହିଳା ଜଣଙ୍କ ଜଣେ ଯୁବକଙ୍କୁ ପଚାରିଲେ କେମିତି ପତ୍ନୀ ନିଜ ସ୍ଵାମୀ କେଉଁଠି ଅଛନ୍ତି ବୋଲି ଜାଣି ପାରନ୍ତି ଯୁବକ ଜଣଙ୍କ କହିଲେ କି ଆଉ ୩ ବର୍ଷ ଅପେକ୍ଷା କର ସ୍ଵାମୀ ମାନଙ୍କ ଶରୀରେ ସ୍ତ୍ରୀମାନେ ଟ୍ରାକର ଲଗାଇ ଦେବେ ଏହାପରେ ରିପୋଟର ମହିଳା ଜଣଙ୍କ କହିଲେ କି ତମ ଦେହରେ ବି ଟ୍ରାକର୍ ଲାଗିଯିବ କିନ୍ତୁ ଯୁବକ ଜଣଙ୍କ କହିଲା ଯଦି ତୁମେ ମତେ ବାହା ହୋଇଯିବ ତେବେ ଟ୍ରାକରର କୌଣସି ଆବଶ୍ୟକ ପଡ଼ିବ ନାହିଁ କାରଣ ମୁଁ ତମକୁ ଛାଡ଼ି କୁଆଡେ଼ ଯିବି ନାହିଁ।
ମହାଶୟ ଜଣଙ୍କ କଲୋନୀରେ ମୁନ୍ସିଲାଲ୍ଟି ଦ୍ଵାରା ସଫା ନ ହୋଇଥିବା ଅଳିଆ ଉପରେ ରିପୋଟିଂ କରିବାକୁ ଆସିଥିଲେ ରିପୋଟରଙ୍କୁ ଦେଖି ସେଠାରେ ଲୋକମାନେ ମଧ୍ୟ ଏକାଠି ହୋଇଗଲେ କିନ୍ତୁ କେମିତି ରିପୋଟର କ୍ୟାମେରା ଅନ୍ କରିଛନ୍ତି ଲୋକମାନେ ଏମିତି ଏଠାରୁ ଚାଲିଗଲେ ଯେମିତି ନେଉଳକୁ ଦେଖି ସାପ ପଳେଇ ଯାଏ ଏବଂ ରିପୋଟର ବୁଲିଲା ବେଳକୁ ବେଜିତ୍ ହୋଇଗଲା।
ଏହି ବୃଦ୍ଧ ବ୍ୟକ୍ତିଙ୍କୁ ଯେତେବେଳେ ରିପୋଟର ପଚାରିଲେ ଆପଣ ଭୋଟ କାହାକୁ ଦେବେ ପଦ୍ମ ପତାକା ସିନା ଧରିଛି କିନ୍ତୁ ଭୋଟ ଝାଡ଼ୁ ଚିହ୍ନକୁ ଦେବି ବୁଢୀଟି ଗୋଟିଏ ସେକେଣ୍ଡରେ ପୁରାପୁରି ପାର୍ଟି ବଦଳାଇ ଦେଲା ଏହାକୁ ହିଁ କୁହାଯାଏ ଅସଲ ରାଜନୀତି।
ଦର୍ଶକ ବନ୍ଧୁ ସତ କହିବା ଦରକାର ଏବଂ ସତ୍ୟ ହିଁ ପରମ ଧର୍ମ ଅଟେ ଏହି କଥାକୁ ପ୍ରମାଣ କରିଛନ୍ତି ଆଗ୍ରାର ବିଧାୟକ ପାର୍ଥି ଗୋପାଳ ଚୌଧୁରୀ ସମସ୍ତଙ୍କ ହୋସ ଉଡାଇଦେଲେ ଯେତେବେଳେ ରିପୋଟର ଗୋପାଳକୁ ପଚାରିଲେ ଯେ ଇଲେକ୍ସନ ଆପଣଙ୍କ ମୁଦ୍ଦା କଣ ଅଟେ ଗୋପାଳ ଉତ୍ତରରେ କହିଲେ ମୋର କିଛି ମୂଦ୍ଦା ନାହିଁ ମୋର କେବଳ ପଇସା କମେଇବା ଏବଂ ନିଜ ସ୍ବାର୍ଥ ସାଧନ କରିବା ପାଇଁ ଇଲେକ୍ସନ ଲଢ଼ୁଛି।
ଏହି ରିପୋଟର ଭାନିଥିଲେ ପିଲାଟି କ୍ଲାସର ପଛରେ ବସିଛି ପାଠପଢ଼ା ପ୍ରତି ତାର ଧ୍ୟାନ ନଥିବ କିନ୍ତୁ ପିଲାଟି ଗୋଟିଏ ସେକେଣ୍ଡରେ ଭାଗ୍ୟ ଭବିଷ୍ୟତ ବର୍ତ୍ତମାନ ସବୁ ବଦଳାଇ ଦେଲା।
ଆସାମର ଏକ ଲୋକାଲ ନିଉଜ୍ ଚ୍ୟାନେଲରେ ଗୋଟିଏ ଯୁବକ ନିଜର ଓପିନୀୟନ୍ ଦେଉଥିଲେ ମହାଶୟ ଜଣଙ୍କ କହିଲେ ମୁଁ ଇଂଲିଶରେ କହିବ ଏବଂ ରିପୋଟର ଜଣଙ୍କ ହଁ କରିଦେଲେ କିନ୍ତୁ ଏହି ଇଂଲିଶ ଶୁଣିବା ପରେ ବଡ଼ ବଡ଼ ପ୍ରଫେସର କୋମାକୁ ଚାଲି ଯାଇଛନ୍ତି।