ହସ୍ପିଟାଲରେ କିପରି ଅଛନ୍ତି Jhillik Bhattacharya, ଡାକ୍ତର କହିଲେ ଏପରି କଥା ଦେଖନ୍ତୁ |

ଓଲିଉଡ଼ ଅଭିନେତ୍ରୀ ଝିଲିକଙ୍କ ସ୍ବାସ୍ଥ୍ୟବସ୍ଥା ଆଜି ଖରାପ ଆଉ ଝିଲିକ ଏବେ ହସ୍ପିଟାଲରେ ଆଡମିଶନ ହୋଇଥିବା ଖବର ସୋସିଆଲ ମେଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଆପଣ ମାନେ ଜାଣିଥିବେ ଏହି ଖବର ସୋସିଆଲ ମେଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଆପଣ ମାନେ ଜାଣିଥିବେ ଝିଲିକ ଭଟ୍ଟାଚାର୍ଯ୍ୟ ପ୍ରିତିରଞ୍ଜନ ଘଡେ଼ଇ କୁ ବିବାହ କରିଛନ୍ତି ଏହା ପୂର୍ବରୁ ତାଙ୍କର ଦୁଇଟି ଶିଶୁ କନ୍ୟା ଜନ୍ମ ନେଇଛନ୍ତି ଆଉ ଝିଲିକଙ୍କ ସ୍ବାସ୍ଥ୍ୟ ବସ୍ତା ଖରାପ ହୋଇଛି ଆଉ ଝିଲିକ୍ ହସ୍ପିଟାଲ ରେ ଆଡମିଶନ ହୋଇଥିବା କଥା ଜଣା ପଡ଼ିଛି । ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ନିଜ ଫ୍ୟାନ ମାନଙ୍କ ସହିତ ହସ୍ପିଟାଲରେ ରହିଥିବା ଫୋଟ ଗୁଡ଼ିକ ସେୟାର କରିଛନ୍ତି ଯାହା ଦ୍ଵାରା ଝିଲିକ ଭଟ୍ଟାଚାର୍ଯ୍ୟ ଙ୍କ ସ୍ବାସ୍ଥ୍ୟ ବସ୍ତା କଥା ଜଣା ପଡ଼ିଛି ସାଙ୍ଗରେ ତାଙ୍କ ସ୍ଵାମୀ ପ୍ରୀତି ରଞ୍ଜନ ଘଡେ଼ଇ ତାଙ୍କୁ ଜଗି ରହିଥିବା କଥା ଦେଖିବାକୁ ମିଳିଛି ।

ଝିଲିକ ଭଟ୍ଟାଚାର୍ଯ୍ୟ ଜଣେ ବଙ୍ଗୀୟ ଅଭିନେତ୍ରୀ ଅଟନ୍ତି କିନ୍ତୁ 2013 ମସିହା ଠାରୁ ସେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି । ଓଲିଉଡ଼ ଇଣ୍ଡଷ୍ଟ୍ରିର ସବୁ ଆଗ ଧାଡ଼ିର ଅଭିନେତା ସହିତ ଫିଲ୍ମ କରି ବେଶ୍ ସଫଳ ଅର୍ଜନ କରି ପାରିଛନ୍ତି ଝିଲିକ୍ ଭଟ୍ଟାଚାର୍ଯ୍ୟ ବଙ୍ଗାଳୀ ଝିଅ ହେବା ସତ୍ତ୍ୱେ ଏବେ ସେ ଓଡ଼ିଆ ଘରର ବୋହୂ ପାଲଟି ଛନ୍ତି ।

ମା ହେବା ପରଠାରୁ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଆଉ ହିରୋଇନ୍ ଭାବରେ ନଜର ଆସି ନାହାଁନ୍ତି ଝିଲିକ ଭଟ୍ଟାଚାର୍ଯ୍ୟ । ଝିଲିକ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ପ୍ରଡକ୍ସନ ହାଉସ ଖୋଲି ସିନେମା ତିଆରି କରୁଥିବାର ନଜର ଆସିଛନ୍ତି ଝିଲିକ୍ ଭଟ୍ଟାଚାର୍ଯ୍ୟ । ଝିଲିକ ବର୍ତ୍ତମାନ ସମୟରେ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି ଭଗବାନଙ୍କ ନିକଟରେ ପ୍ରାର୍ଥନା କି ସେ ଯଥା ଶୀଘ୍ର ଠିକ ହୋଇ ଯାଆନ୍ତୁ ଆଉ ସେ ପୁଣି ଥରେ ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଫେରି ଆସନ୍ତୁ।

Leave a Reply

Your email address will not be published. Required fields are marked *