ଆପଣ ଜଣେ SBI ଗ୍ରାହକ ତେବେ ଜାଣିରଖନ୍ତୁ ଏବେ ଆସିଗଲା ଆଉ ଏକ ବଡ଼ ଘୋଷଣା ଏବେ ଆପଣଙ୍କୁ ଦେବାକୁ ପଡିବ ଅଧିକ ଟଙ୍କା | ଏନେଇ SBI ପକ୍ଷରୁ ସୂଚନା ଜାରି ହୋଇଛି | ଆସନ୍ତୁ କଣ ରହିଛି ସମ୍ପୂର୍ଣ ଅପଡେଟ ଜାଣିବା…
ସ୍ବାଧୀନତା ଦିବସରେ କୋଟି କୋଟି ଗ୍ରାହକଙ୍କୁ ଝଟକା ଦେଇଛି ଦେଶର ସବୁଠୁ ବଡ଼ ପବ୍ଲିକ ସେକ୍ଟର ବ୍ୟାଙ୍କ ଏସବିଆଇ । ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର ମାର୍ଜିନାଲ୍ କଷ୍ଟ ଅଫ ଲେଣ୍ଡିଂ ରେଟ୍ (ଏମସିଏଲଆର) ବୃଦ୍ଧି କରିଛି । ବ୍ୟାଙ୍କ ଭିନ୍ନ ଭିନ୍ନ ଅବିଧୂର ଏମସିଏଲଆର ଉପରେ ୧୦ ବେସିସ୍ ପଏଣ୍ଡ ବଢ଼ାଇବାକୁ ଘୋଷଣା କରିଛି ।
ଏହା ୧୫ ଅଗଷ୍ଟ ୨୦୨୪ରୁ ଲାଗୁ ହୋଇଛି । ତେବେ ଏମସିଏଲଆର ବୃଦ୍ଧି ହୋଇଯିବ ପରେ ଏବେ ଗୃହ ଋଣ କାର ଋଣ ଶିକ୍ଷା ଋଣ ଆଦି ମଧ୍ୟ ମାହାଙ୍ଗା ହୋଇଯିବ | ତେବେ SBI ର ରାତାରାତି ଏମସିଏଲଆର ବୃଦ୍ଧି କରିଛି ଏବଂ ଏହା 8.10% ରୁ ବଢି 8.20% ରେ ପହଁଚିଛି |
ଏହା ପୂର୍ବରୁ ଗୋଟିଏ ମାସରେ ଏମସିଏଲଆର 8.35% ବଢି 8.45% ରେ ମଧ୍ୟ ପହଞ୍ଚିଥିଲା | ତେବେ SBI ଜୁନ 2024ରୁ ଲଗାତାର 3ଥର ଏମସିଏଲଆର ବୃଦ୍ଧି କରିଛି | ତେବେ RBI ଲଗାତାର ନବମଥର ଲାଗି ରିପରେଟ ପରିବର୍ତନ କରିଛି |
SBI ବ୍ୟତୀତ କାନାଡ଼ା ବ୍ୟାଙ୍କ, ଇକୋ ବ୍ୟାଙ୍କ, ଏମିତିକି ବ୍ୟାଙ୍କ ଅପ ବରାଦ ମଧ୍ୟ ନିଜର ମାର୍ଜିନଲ କଷ୍ଟ ଅପ ଲ୍ୟଆଣ୍ଡିଙ୍ଗ ରେଟ ବୃଦ୍ଧି କରିଥିଲେ | ତେବେ କାନାଡ଼ା ବ୍ୟାଙ୍କ ଏମସିଏଲଆର 5% ପଏଣ୍ଟ ମଧ୍ୟ ବଢ଼ାଇଛି ଯାହାକି SBI ରେ ଯଦି ଆପଣ ଆକାଉଣ୍ଟ ରହିଛି ତେବେ ଜାଣିରଖନ୍ତୁ ଏହାର ଏମସିଏଲଆର ବୃଦ୍ଧି ହେତୁ ଏଣିକି ଆପଣ ବ୍ୟାଙ୍କର ଋଣ ନେଲେ ଆପଣଙ୍କୁ ଅଧିକ ସୁଧ ଦେବାକୁ ପଡିବ ଏହା ଛଡା ଆପଣଙ୍କୁ ଅଧିକ EMI ଦେବାକୁ ପଡିବ |