ନମସ୍କାର ବନ୍ଧୁଗଣ ଧାର୍ମିକ ମାନ୍ୟତା ଅନୁସାରେ ମଙ୍ଗଳବାର ଦିନ ହନୁମାନଙ୍କ ବାର ରୂପେ ନିର୍ଦ୍ଧାିର କରାଯାଇଛି କିନ୍ତୁ ଯଦି ଆପଣ ହୃଦୟର ସହିତ ତାଙ୍କର ଧ୍ୟାନ କରିବେ ତେବେ ସେ ସବୁ ସମୟରେ ଆପଣଙ୍କ ପାଖରେ ହିଁ ରହିବେ। ବଜରଙ୍ଗ ବାଲିଙ୍କୁ ଖୁସୀ କରିବା ପାଇଁ ବୋହୁତ ଲୋକମାନେ ଶନିବାର ଦିନ ଏବଂ ମଙ୍ଗଳବାର ଦିନ ତାଙ୍କ ନାମରେ ଉପବାସ କରନ୍ତି, ସମସ୍ତଙ୍କୁ ଏହା ଆଶାଥାଏ କି ବଜରଙ୍ଗ ବାଲି ତାଙ୍କର ସମସ୍ତ ସମସ୍ୟାକୁ ଦୂର କରିବେ। କହିବାକୁ ଗଲେ ପ୍ରଭୁ ବଜରଙ୍ଗ ବାଲି ନିଜର ସମସ୍ତ ଭକ୍ତଙ୍କୁ ଭଲ ପାଇଥାନ୍ତି କିନ୍ତୁ ବଜରଙ୍ଗ ବାଲିଙ୍କର ଅତି ପ୍ରିୟ ଅଟନ୍ତି ଏହି ୪ ଗୋଟି ରାଶିର ବ୍ୟକ୍ତି ବିଶେଷମାନେ ତାଙ୍କର ଉପରେ ତାଙ୍କର ବିଶେଷ କୃପା ବର୍ଷା ହୋଇଥାଏ। ତେବେ କେଉଁମାନେ ହେଉଛନ୍ତି ସେହି ୪ ଗୋଟି ଭାଗ୍ୟଶାଳୀ ରାଶି ଆସନ୍ତୁ ଜାଣିବା।
ମେଷ ରାଶି – ମେଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଉପରେ ହନୁମାନଙ୍କର କୃପା ସବୁବେଳେ ରହିଥାଏ। ଏମାନେ ଜୀବନରେ ସଫଳ ନିଶ୍ଚିତ ହୋଇଥାନ୍ତି। ଯଦି ଆପଣ କାହାକୁ ସଚ୍ଚା ପ୍ରେମ କରନ୍ତି ତେବେ ନିଜ ପ୍ରେମ ବିଷୟରେ କହିବା ପାଇଁ ଏହା ଏକ ଭଲ ସମୟ ଅଟେ ଏବଂ ଆପଣଙ୍କୁ ଏଥିରେ ନିଶ୍ଚିତ ରୂପେ ସଫଳତା ବି ମିଳିବ। ବ୍ୟାପାର ବାଣିଜ୍ୟ କରୁଥିବା ବ୍ୟକ୍ତି ବିଶେଷମାନଙ୍କୁ ନୂତନ ଉପଲବ୍ଧି ବି ମିଳିବ ଏବଂ ବଜରଙ୍ଗ ବାଲି ସବୁବେଳେ ଆପଣଙ୍କ ସେଥିରେ ଅଛନ୍ତି ଏବଂ ରହିବେ ମଧ୍ୟ।
ସିଂହ ରାଶି – ଏହି ରାଶିର ଜାତକ ନାମଧାରୀ ମାନେ ଯାହାବି କାମ ହାତକୁ ନିଅନ୍ତି ତାହାକୁ ସଫଳତା ପୂର୍ବକ ପୁରା କରନ୍ତି। ବଜରଙ୍ଗ ବାଲିଙ୍କ କୃପାରୁ ଏମାନଙ୍କ ଆର୍ଥିକ ସ୍ଥିତି ସୁଧୁରିବାର ଅଛି ଏବଂ ଶନିବାର ଦିନ ହନୁମାନଙ୍କର ପୂଜା କରନ୍ତୁ ହନୁମାନଙ୍କ ଧ୍ୟାନ କରିବା ଦ୍ୱାରା ଆପଣ ନିଜ ସମସ୍ୟାରୁ ମୁକ୍ତି ପାଇ ପାରିବେ।
ତୁଳା ରାଶି – ପ୍ରଭୁ ବଜରଙ୍ଗ ବାଲିଙ୍କ ଆଶ୍ରୀବାଦରେ ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ବର୍ତ୍ତମାନ ଟଙ୍କାର ସମସ୍ୟା ରହିବ କିନ୍ତୁ ଏମାନେ କୌଣସି କଥା କହିବା ପୂର୍ବରୁ ବୋହୁତ ଚିନ୍ତା କରନ୍ତି। ଏମାନଙ୍କ ପାରିବାରିକ ସମନ୍ଧ ଭଲ ରହିବ, ବଜରଙ୍ଗ ବାଲିଙ୍କ ଆରାଧନା କରିବା ଦ୍ୱାରା ଆପଣଙ୍କୁ ଆପଣଙ୍କ ସମସ୍ତ ସମସ୍ୟା ମାନଙ୍କର ସମାଧାନ ମିଳିଯିବ।
କୁମ୍ଭ ରାଶି – ବଜରଙ୍ଗ ବାଲି ନିଜର ବିଶେଷ କୃପା କୁମ୍ଭ ରାଶି ଉପରେ ବର୍ଷା କରୁଛନ୍ତି। କୁମ୍ଭ ରାଶି ଉପରେ କୌଣସି କାରଣରୁ ଆସୁଥିବା ସଙ୍କଟକୁ ଟାଳି ଦିଅନ୍ତି। ବ୍ୟାପାର ବାଣିଜ୍ୟ କରୁଥିବା ବ୍ୟକ୍ତି ବିଶେଷମାନେ ଅଧିକ ଲାଭବାନ ହେବେ। ଯଦି ଆପଣ କୌଣସି ଶୁଭ କାମ କରିବାକୁ ଚାହୁଁଛନ୍ତି ତେବେ ଆରମ୍ଭ କରି ଦିଅନ୍ତୁ।